ଛାତ୍ର ରାଜନୀତିରେ ବି ଟଙ୍କା କାରବାର: ଭୋଟ୍‌ ପୂର୍ବରୁ ଗୋଲାପ ଫୁଲରେ ଗୁଞ୍ଜି ଦେଲେ ୫୦୦ ଟଙ୍କିଆ ନୋଟ୍‌

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଚାଲିଛି ଛାତ୍ର ସଂସଦ ନିର୍ବାଚନ। ତେବେ ଛାତ୍ର ସଂସଦ ନିର୍ବାଚନ ବେଳେ ଭୋଟ୍‌ରଙ୍କୁ ଲାଞ୍ଚ ଦିଆଯାଉଥିବା ଅଭିଯୋଗ ଆସିଛି। ରମାଦେବୀ ବିଶ୍ୱବିଦ୍ୟାଳୟରେ କିଛି ଭୋଟରଙ୍କୁ ଫୁଲ ଦେବା ବାହାନାରେ ୫ଶହ ଟଙ୍କିଆ ନୋଟ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରିକି ଜଣେ ଛାତ୍ରୀ ଏହାକୁ ମଧ୍ୟ କ୍ୟାମେରା ଆଗରେ ଦେଖାଇଛନ୍ତି। ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନ ଏହି ଟଙ୍କା ଦେଉଥିବା ଅଭିଯୋଗ କରି ପ୍ରତିପକ୍ଷ ଏହା ବିରୋଧରେ ତୀବ୍ର […]

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 11:45 AM IST

Sports

Latest News

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଚାଲିଛି ଛାତ୍ର ସଂସଦ ନିର୍ବାଚନ। ତେବେ ଛାତ୍ର ସଂସଦ ନିର୍ବାଚନ ବେଳେ ଭୋଟ୍‌ରଙ୍କୁ ଲାଞ୍ଚ ଦିଆଯାଉଥିବା ଅଭିଯୋଗ ଆସିଛି। ରମାଦେବୀ ବିଶ୍ୱବିଦ୍ୟାଳୟରେ କିଛି ଭୋଟରଙ୍କୁ ଫୁଲ ଦେବା ବାହାନାରେ ୫ଶହ ଟଙ୍କିଆ ନୋଟ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରିକି ଜଣେ ଛାତ୍ରୀ ଏହାକୁ ମଧ୍ୟ କ୍ୟାମେରା ଆଗରେ ଦେଖାଇଛନ୍ତି।

ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନ ଏହି ଟଙ୍କା ଦେଉଥିବା ଅଭିଯୋଗ କରି ପ୍ରତିପକ୍ଷ ଏହା ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ନେଇ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story