ଭୁବନେଶ୍ୱରରେ ବନ୍ଦ ଘରୁ ଶିଶୁକନ୍ୟା ଉଦ୍ଧାର ମାମଲା: ଶିଶୁଟିକୁ ବାପାମା’ଙ୍କୁ ହସ୍ତାନ୍ତର କଲାନି ସିଡବ୍ଲ୍ୟୁସି, ସୁରକ୍ଷିତ ରହଣି ବ୍ୟବସ୍ଥା ନେଇ ମାଗିଲା ଲିଖିତ ପ୍ରତିଶ୍ରୁତି  

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କଳାରାହାଙ୍ଗ ଅଞ୍ଚଳରୁ ବନ୍ଦ ଘରୁ ଉଦ୍ଧାର କରାଯାଇଥିବା ୪ ବର୍ଷର ଶିଶୁ କନ୍ୟାର ବାପାମା’ ଆଜି ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି)ର ୫ ଜଣିଆ ସଦସ୍ୟଙ୍କ ଆଗରେ ହାଜର ହୋଇଥିଲେ। ଶିଶୁ ମଙ୍ଗଳ କମିଟି ପକ୍ଷରୁ ସେମାନଙ୍କୁ କାଉନସେଲିଂ କରାଯାଇଥିଲା। କେଉଁ ପରିସ୍ଥିତିରେ ଛୁଆଟିକୁ ଘରେ ତାଲା ପକାଇ ସେମାନେ ଚାଲି ଯାଉଥିଲେ ବୋଲି ପଚାରିଥିଲେ। ତେବେ ଛୁଆଟିକୁ ସେମାନଙ୍କୁ ହସ୍ତାନ୍ତର କରିବାକୁ ମନା କରି ଦେଇଛି ସିଡବ୍ଲ୍ୟୁସି।  […]

sishu

sishu

Rakesh Mallick
  • Published: Tuesday, 13 October 2015
  • Updated: 14 October 2015, 03:07 AM IST

Sports

Latest News

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କଳାରାହାଙ୍ଗ ଅଞ୍ଚଳରୁ ବନ୍ଦ ଘରୁ ଉଦ୍ଧାର କରାଯାଇଥିବା ୪ ବର୍ଷର ଶିଶୁ କନ୍ୟାର ବାପାମା’ ଆଜି ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି)ର ୫ ଜଣିଆ ସଦସ୍ୟଙ୍କ ଆଗରେ ହାଜର ହୋଇଥିଲେ। ଶିଶୁ ମଙ୍ଗଳ କମିଟି ପକ୍ଷରୁ ସେମାନଙ୍କୁ କାଉନସେଲିଂ କରାଯାଇଥିଲା। କେଉଁ ପରିସ୍ଥିତିରେ ଛୁଆଟିକୁ ଘରେ ତାଲା ପକାଇ ସେମାନେ ଚାଲି ଯାଉଥିଲେ ବୋଲି ପଚାରିଥିଲେ। ତେବେ ଛୁଆଟିକୁ ସେମାନଙ୍କୁ ହସ୍ତାନ୍ତର କରିବାକୁ ମନା କରି ଦେଇଛି ସିଡବ୍ଲ୍ୟୁସି।  ଛୁଆଟିର ସୁରକ୍ଷିତ ରହଣି ଲାଗି ବ୍ୟବସ୍ଥା କରିବାକୁ କମିଟି ପରାମର୍ଶ ଦେଇଛି। ଏ ନେଇ ଲିଖିତ ଭାବେ ଜଣାଇବାକୁ ବାପାମା’ଙ୍କୁ କହାଯାଇଛି । ଛୁଆଟିର ସୁରକ୍ଷିତ ରହଣି ବ୍ୟବସ୍ଥାରେ ସିଡବ୍ଲ୍ୟୁସି ସନ୍ତୁଷ୍ଟ ହେଲା ପରେ ଯାଇ ସେମାନଙ୍କୁ ହସ୍ତାନ୍ତର କରିବ ବୋଲି କହିଛନ୍ତି।

ସିଡବ୍ଲ୍ୟୁସିଙ୍କ ନିକଟରେ ହାଜର ହେଲା ପରେ ଉଦ୍ଧାର ଶିଶୁ କନ୍ୟାର ମା’ ସୁଦେଷ୍ଣା ଦାଶ କହିଛନ୍ତି ଯେ, ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଛୁଆଟିର ସୁରକ୍ଷିତ ରହଣି ନେଇ ସେ ଓ ତାଙ୍କ ସ୍ୱାମୀ ବିକଳ୍ପ ବ୍ୟବସ୍ଥା କରିବେ। ତାଙ୍କ ଝିଅ ଯେପରି ଏକ ଉତ୍ତମ ପରିବେଶରେ ରହି ପାରିବ ସେ ନେଇ ସେମାନେ ବ୍ୟବସ୍ଥା କରିବେ। ସବୁଠୁ ଭଲ ହେବ ସେମାନେ ଛୁଆଟିକୁ ନିଜ ପାଖରେ ରଖିବେ। ତାକୁ ଆଉ କାହା ଘରେ ଛାଡ଼ିବେ ନାହିଁ। ଦରକାର ହେଲେ ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ଚାକିରି ଛାଡ଼ିବାକୁ ହେବ। ସେ ନେଇ ବି ଉଭୟେ ବୁଝିବିଚାରି ନିଷ୍ପତ୍ତି ନେବେ।

ଏହା ପୂର୍ବରୁ ଏହି ଘଟଣାରେ ଚାଇଲଡ୍ ଲାଇନ ପକ୍ଷରୁ ମଞ୍ଚେଶ୍ୱର ଥାନାରେ ଶିଶୁ ପ୍ରତି ଅନ୍ୟାୟ ହୋଇଥିବା ଅଭିଯୋଗ କରାଯାଇଥିଲା । ସେହିଭଳି ଶିଶୁ ପ୍ରତି ଯତ୍ନ ଏବଂ ସୁରକ୍ଷାରେ ମଧ୍ୟ ଅବହେଳା କରାଯାଇଥିବା ନେଇ ଅଭିଯୋଗରେ ଉଲ୍ଲେଖ ରହିଥିଲା ।

ମଞ୍ଚେଶ୍ୱରର କଳାରାହାଙ୍ଗରେ ଗତ ୬ ମାସ ହେଲା ଘଣ୍ଟା ଘଣ୍ଟା ଧରି ଘରେ ୪ ବର୍ଷର ଶିଶୁ ଏକୁଟିଆ ରହୁଥିଲା। ଛୁଆକୁ ଘରେ ତାଲା ପକାଇ ସୁଦେଷ୍ଣା କାମକୁ ଯାଉଥିଲେ। ତେବେ ଗତକାଲି ଏ ସଂପର୍କରେ ଜଣାପଡ଼ିବା ପରେ ରୁଚିକା ଚାଇଲଡ ଲାଇନ୍ ସହାୟତାରେ ଘରର ତାଲା ଭାଙ୍ଗି ଶିଶୁଟିକୁ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story