ଭୁବନେଶ୍ୱରରେ ଲଘୁଚାପ ବର୍ଷା: କେନାଲ ଭାଙ୍ଗି ଆପାର୍ଟମେଣ୍ଟରେ ପଶିଲା ପାଣି

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ଯୋଗୁ ନାହିଁ ନ ଥିବା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ପାଣି ନିଷ୍କାସିତ ନ ହୋଇ ନପାରି ଗ୍ୟାରେଜ ଛକରେ ଏକ କେନାଲ ବନ୍ଧ ଭାଙ୍ଗି ପ୍ରବାହିତ ହେଉଛି। ଗ୍ୟାରେଜ ଛକରେ ଥିବା କେଦାରଗୌରୀ ଆପାର୍ଟମେଣ୍ଟରେ ମଧ୍ୟ ପାଣି ପଶିଯାଇଛି। ଏହାସହ ତଳ ଅଞ୍ଚଳରେ ମଧ୍ୟ ପାଣି ପଶିଯାଇଛି। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ୱେଲ୍‌ମାର୍କଡ୍‌ ଲୋ ପ୍ରେସର’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା […]

bbsr

bbsr

Rakesh Mallick
  • Published: Wednesday, 17 August 2016
  • Updated: 17 August 2016, 09:18 AM IST

Sports

Latest News

bbsrଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ଯୋଗୁ ନାହିଁ ନ ଥିବା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ପାଣି ନିଷ୍କାସିତ ନ ହୋଇ ନପାରି ଗ୍ୟାରେଜ ଛକରେ ଏକ କେନାଲ ବନ୍ଧ ଭାଙ୍ଗି ପ୍ରବାହିତ ହେଉଛି। ଗ୍ୟାରେଜ ଛକରେ ଥିବା କେଦାରଗୌରୀ ଆପାର୍ଟମେଣ୍ଟରେ ମଧ୍ୟ ପାଣି ପଶିଯାଇଛି। ଏହାସହ ତଳ ଅଞ୍ଚଳରେ ମଧ୍ୟ ପାଣି ପଶିଯାଇଛି।

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ୱେଲ୍‌ମାର୍କଡ୍‌ ଲୋ ପ୍ରେସର’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା  ଲାଗି ରହିଛି। ଏପରି ସ୍ଥିତି ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମୁଦ୍ରରେ ୩ରୁ ୪ ମିଟର ଉଚ୍ଚାର ଜୁଆର ଉଠିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story