ଭୁବନେଶ୍ୱରରେ ମେୟରଙ୍କ ପୋଷ୍ଟର ଚିରିଲେ ରିଷିଙ୍କ ସାଙ୍ଗ

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଲାଗିଥିବା ମେୟର ଅନନ୍ତ ନାରାୟଣ ଜେନାଙ୍କ ପୋଷ୍ଟରକୁ କିଛି ଯୁବକ ଚିରି ଦେବା ସହ ମେୟରଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ପୋଷ୍ଟର ଚିରିଥିବା ଯୁବକମାନେ ରିଷିଙ୍କ ସାଙ୍ଗ ବୋଲି କୁହାଯାଉଛି। ରିଷି ମୃତ୍ୟୁରେ ମେୟର ସମ୍ପୃକ୍ତି ଥିବା ଅଭିଯୋଗ ଆସିବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ରିଷିଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବ ହେଲେ ଆସନ୍ତା ୨୫ ତାରିଖରୁ ତାଙ୍କର ସବୁ ସାଙ୍ଗ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଏହି  ଯୁବକମାନେ ଭିଡ଼ିଓ ମାଧ୍ୟମରେ […]

anata

anata

Rakesh Mallick
  • Published: Wednesday, 18 January 2017
  • Updated: 18 January 2017, 01:17 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଲାଗିଥିବା ମେୟର ଅନନ୍ତ ନାରାୟଣ ଜେନାଙ୍କ ପୋଷ୍ଟରକୁ କିଛି ଯୁବକ ଚିରି ଦେବା ସହ ମେୟରଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ପୋଷ୍ଟର ଚିରିଥିବା ଯୁବକମାନେ ରିଷିଙ୍କ ସାଙ୍ଗ ବୋଲି କୁହାଯାଉଛି। ରିଷି ମୃତ୍ୟୁରେ ମେୟର ସମ୍ପୃକ୍ତି ଥିବା ଅଭିଯୋଗ ଆସିବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

ରିଷିଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବ ହେଲେ ଆସନ୍ତା ୨୫ ତାରିଖରୁ ତାଙ୍କର ସବୁ ସାଙ୍ଗ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଏହି  ଯୁବକମାନେ ଭିଡ଼ିଓ ମାଧ୍ୟମରେ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story