ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମୁଣ୍ଡରେ ୭୬୬ କୋଟି ଟଙ୍କାର ବିଜୁଳି ବୋଝ ଲଦିବାକୁ ମସୁଧା

ଭୁବନେଶ୍ୱର: ଚଳିତବର୍ଷ ପାଇଁ ଶୁଳ୍କ ଧାର୍ଯ୍ୟ ଲାଗି ଆଜିଠାରୁ ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ଙ୍କ ପାଖରେ ଜନଶୁଣାଣି ଆରମ୍ଭ ହୋଇଛି। ଏଥିରେ ଉପଭୋକ୍ତାଙ୍କ ମୁଣ୍ଡରେ ୭୬୬ କୋଟି ଟଙ୍କାର ବିଜୁଳି ବୋଝ ଲଦିବାକୁ ଚେଷ୍ଟା କରାଯାଇଛି। ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚ୍‌ପିସି) ଆଜି ଜନଶୁଣାଣି ବେଳେ ଓଇଆରସିଙ୍କ ପାଖରେ ଏପରି ଦାବି ଉପସ୍ଥାପନ କରିଛି। ଯାହାକୁ ଉପଭୋକ୍ତାମାନେ ଜୋରଦାର ବିରୋଧ କରିଛନ୍ତି। ଓଏଚ୍‌ପିସି ବିଦ୍ୟୁତ୍‌ ଶୁଳ୍କ ୨ ଗୁଣା ବଢାଇବାକୁ ଯୁକ୍ତି ରଖିଥିବା ବେଳେ ଓପିଜିସି […]

electricity,,,,

electricity,,,,

Rakesh Mallick
  • Published: Monday, 06 February 2017
  • Updated: 06 February 2017, 08:48 PM IST

Sports

Latest News

ଭୁବନେଶ୍ୱର: ଚଳିତବର୍ଷ ପାଇଁ ଶୁଳ୍କ ଧାର୍ଯ୍ୟ ଲାଗି ଆଜିଠାରୁ ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ଙ୍କ ପାଖରେ ଜନଶୁଣାଣି ଆରମ୍ଭ ହୋଇଛି। ଏଥିରେ ଉପଭୋକ୍ତାଙ୍କ ମୁଣ୍ଡରେ ୭୬୬ କୋଟି ଟଙ୍କାର ବିଜୁଳି ବୋଝ ଲଦିବାକୁ ଚେଷ୍ଟା କରାଯାଇଛି। ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚ୍‌ପିସି) ଆଜି ଜନଶୁଣାଣି ବେଳେ ଓଇଆରସିଙ୍କ ପାଖରେ ଏପରି ଦାବି ଉପସ୍ଥାପନ କରିଛି। ଯାହାକୁ ଉପଭୋକ୍ତାମାନେ ଜୋରଦାର ବିରୋଧ କରିଛନ୍ତି। ଓଏଚ୍‌ପିସି ବିଦ୍ୟୁତ୍‌ ଶୁଳ୍କ ୨ ଗୁଣା ବଢାଇବାକୁ ଯୁକ୍ତି ରଖିଥିବା ବେଳେ ଓପିଜିସି ୟୁନିଟ୍‌ ପିଛା ୭୩ ପଇସା ବଢାଇବାକୁ ଯୁକ୍ତି ରଖିଛି।

ଓଏଚ୍‌ପିସିକୁ ରାଜ୍ୟ ସରକାରଙ୍କୁ ୭୬୬ କୋଟି ଟଙ୍କା ଦେବାକୁ ଅଛି। ୧୯୯୬ ମସିହାରେ ଓଏଚ୍‌ପିସିକୁ ସମ୍ପତ୍ତି ହସ୍ତାନ୍ତର ବେଳେ ସରକାର ଏହାର ମୂଲ୍ୟ ୭୬୬ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ଏବେ ଏହି ଟଙ୍କା ଦେବା ସପକ୍ଷରେ ଓଏଚ୍‌ପିସି ନାହିଁ। ତେଣୁ ଏହାକୁ ଭରଣା କରିବା ପାଇଁ ବିଦ୍ୟୁତ୍‌ ଶୁଳ୍କ ବଢାଇବା ସପକ୍ଷରେ ସଂସ୍ଥା ଯୁକ୍ତି ବାଢିଛି।

ଓଏଚ୍‌ପିସି ଏବେ ଗ୍ରୀଡକୋକୁ ୟୁନିଟ୍‌ ପିଛା ୮୩ ପଇସାରେ ବିଦ୍ୟୁତ୍‌ ଦେଉଛି। ଏହାକୁ ୧ ଟଙ୍କା ୮୨ ପଇସା କରିବକୁ ସଂସ୍ଥା ଦାବି କରିଛି।

ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଓପିଜିସିର ଶୁଣାଣି ହୋଇଥିଲା। ଚଳିତବର୍ଷ ପାଇଁ ସଂସ୍ଥା ୨ ଟଙ୍କା ୬୩ ପଇସାରେ ବିଜୁଳି ଦେବ ବୋଲି ଯୁକ୍ତି ରଖିଛି। ପୂର୍ବରୁ ୧ ଟଙ୍କା ୯୦ ପଇସାରେ ସଂସ୍ଥା ଗ୍ରୀଡକୋକୁ ବିଜୁଳି ଦେଉଥିଲା।

ଏହି ଶୁଣାଣି ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୦ ତାରିଖରେ ରାଜ୍ୟ ଉପଦେଷ୍ଟା କମିଟିର ବୈଠକ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story