ବୀମାରାଶି ପ୍ରଦାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼: ବରଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୀମା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଆଜି ବରଗଡ଼ରେ ଅନୁଷ୍ଠିତ କୃଷକ ଓ ମହିଳା ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୨୦୧୫ ଖରିଫ ଋତୁରେ ହୋଇଥିବା କ୍ଷୟକ୍ଷତି ବୀମା ରାଶି ପ୍ରଦାନ କରିଛନ୍ତି। ଜାତୀୟ କୃଷି ବୀମା ଯୋଜନାରେ ୧୨ ଜଣ ଚାଷୀଙ୍କୁ ଚେକ୍‌ ଆକାରରେ ଏହି ବୀମା ରାଶି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ବରଗଡ଼ ସମେତ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, କଳାହାଣ୍ଡି, ବୌଦ୍ଧ, ସୁନ୍ଦରଗଡ଼ ଓ ବଲାଙ୍ଗିର ଜିଲ୍ଲାର […]

cm

cm

Rakesh Mallick
  • Published: Wednesday, 23 November 2016
  • Updated: 23 November 2016, 07:06 PM IST

cmବରଗଡ଼: ବରଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୀମା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଆଜି ବରଗଡ଼ରେ ଅନୁଷ୍ଠିତ କୃଷକ ଓ ମହିଳା ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୨୦୧୫ ଖରିଫ ଋତୁରେ ହୋଇଥିବା କ୍ଷୟକ୍ଷତି ବୀମା ରାଶି ପ୍ରଦାନ କରିଛନ୍ତି। ଜାତୀୟ କୃଷି ବୀମା ଯୋଜନାରେ ୧୨ ଜଣ ଚାଷୀଙ୍କୁ ଚେକ୍‌ ଆକାରରେ ଏହି ବୀମା ରାଶି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ବରଗଡ଼ ସମେତ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, କଳାହାଣ୍ଡି, ବୌଦ୍ଧ, ସୁନ୍ଦରଗଡ଼ ଓ ବଲାଙ୍ଗିର ଜିଲ୍ଲାର ଚାଷୀ ସାମିଲ ହୋଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,“୧୧ ଲକ୍ଷ ୬୧ ହଜାର ଚାଷୀଙ୍କୁ ୨୦୧୫ ଖରିଫ ଋତୁ ପାଇଁ ଫସଲ ବୀମା ବାବଦକୁ ୨୭୬ କୋଟି ଟଙ୍କା ଦିଆଯିବ।”

ସମାବେଶରେ ୪ ଜଣ ଆଶାକର୍ମୀ, ୩ଟି ଶ୍ରେଷ୍ଠ ପଞ୍ଚାୟତ ଓ ୩ଟି ଶ୍ରେଷ୍ଠ ଗ୍ରାମକୁ ପୁରସ୍କୃତ କରାଯାଇଛି।

ବରଗଡ଼ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଦେବଗଡ଼ ଗସ୍ତରେ ଯାଇ ୧୯ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ସଦର ମହକୁମାରେ ନବ ନିର୍ମିତ କଲ୍ୟାଣ ମଣ୍ଡପ, ସର୍କିଟ୍‌ ହାଉସ୍‌ ସହ ନବ ନିର୍ମିତ ସେତୁର ଉଦ୍‌ଘାଟନ ଓ କିଛି ନୂଆ ପ୍ରକଳ୍ପର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ କରିଥିଲେ। ପରେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇଥିଲେ।

ଦେବଗଡ଼ରୁ ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଜିଲ୍ଲା ଗସ୍ତରେ ଯାଇ ବ୍ରଜରାଜନଗରରେ ପହଞ୍ଚିଥିଲେ। ସେଠାରେ ସେ ୪ କୋଟି ଟଙ୍କାର ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ଲୋକାର୍ପିତ କରିବା ସହିତ ୧୪ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏଥିରେ ସାଂସଦ ପ୍ରଭାସ ସିଂ, ବିଧାୟିକା ରାଧାରାଣୀ ପଣ୍ଡା, ଅନୁପ ସାଏ, ନଗରପାଲ ନନ୍ଦକିଶୋର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ। ପରେ କୋଲାବିରା ବ୍ଲକର ପତ୍ରାପାଲିଠାରେ ଆୟୋଜିତ ସମାବେଶକୁ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story