ଜନସଂପର୍କ ପଦଯାତ୍ରାରେ କେନ୍ଦ୍ରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ଦାୟିତ୍ୱକୁ ନେଇ ମୋଦି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ବିଜେଡି ପଦଯାତ୍ରାରେ ଯୋଗଦେଇ ନବୀନ କହିଛନ୍ତି,“ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ବିକାଶ ପାଇଁ କେନ୍ଦ୍ରର ଭୂମିକା ରହିଛି। ଗରିବ ରାଜ୍ୟମାନଙ୍କ ବିକାଶ ପ୍ରତି କେନ୍ଦ୍ରର ସ୍ୱତନ୍ତ୍ର ଦାୟିତ୍ୱ ରହିଛି, କେନ୍ଦ୍ର ସରକାର ଏହାକୁ ମନେ ରଖିବା ଉଚିତ।” ସଂଘୀୟ ବ୍ୟବସ୍ଥାରେ ଆମେ ବିଶ୍ୱାସ କରୁଛୁ। ଏହାକୁ ଆମର ଦୁର୍ବଳତା ବୋଲି କେନ୍ଦ୍ର ସରକାର ଭାବିବା […]

cm

cm

Rakesh Mallick
  • Published: Tuesday, 01 November 2016
  • Updated: 01 November 2016, 06:55 PM IST

Sports

Latest News

cmଭୁବନେଶ୍ୱର: ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ଦାୟିତ୍ୱକୁ ନେଇ ମୋଦି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ବିଜେଡି ପଦଯାତ୍ରାରେ ଯୋଗଦେଇ ନବୀନ କହିଛନ୍ତି,“ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ବିକାଶ ପାଇଁ କେନ୍ଦ୍ରର ଭୂମିକା ରହିଛି। ଗରିବ ରାଜ୍ୟମାନଙ୍କ ବିକାଶ ପ୍ରତି କେନ୍ଦ୍ରର ସ୍ୱତନ୍ତ୍ର ଦାୟିତ୍ୱ ରହିଛି, କେନ୍ଦ୍ର ସରକାର ଏହାକୁ ମନେ ରଖିବା ଉଚିତ।”

ସଂଘୀୟ ବ୍ୟବସ୍ଥାରେ ଆମେ ବିଶ୍ୱାସ କରୁଛୁ। ଏହାକୁ ଆମର ଦୁର୍ବଳତା ବୋଲି କେନ୍ଦ୍ର ସରକାର ଭାବିବା ଉଚିତ ନୁହେଁ ବୋଲି ନବୀନ କହିଛନ୍ତି।

ମହାନଦୀ ଓ ପୋଲାଭରମ୍‌ ବିବାଦକୁ ନେଇ ମଧ୍ୟ ନବୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ୧୭ ବର୍ଷ ଶାସନକାଳରେ ତାଙ୍କ ସରକାରର ସଫଳ ପଦକ୍ଷେପ ବିଷୟରେ ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ରାଜ୍ୟ ବିଜେପି ପକ୍ଷରୁ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,“ସରକାରୀ ଦଳ ଏଠାରେ ବିରୋଧୀ ଦଳଙ୍କ ପରି ବ୍ୟବହାର କରିବା ବନ୍ଦ କରି ଲୋକଙ୍କ ପାଇଁ କାମ କରନ୍ତୁ। ମୋତେ ଲାଗୁଛି ଆଗକୁ ବିରୋଧୀ ଦଳରେ ବସିବେ ବୋଲି ଜାଣିସାରିଲେଣି। ତେଣୁ ଏବେ ଠାରୁ ପ୍ରାକ୍ଟିସ୍‌ କରୁଛନ୍ତି।”

ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ବଡ଼ ବାଧକ। ନବୀନ ବାବୁ ଆଉ ଆଗ ପରି କାର୍ଯ୍ୟ କରିପାରୁନାହାନ୍ତି।”

ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ପ୍ରତିଦିନ ଶିଶୁଙ୍କ ମୃତ୍ୟୁ ଘଟୁଛି। ଦାନ ମଝି କାନ୍ଧରେ ଶବ ବୋହିଲେ, ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ଉଚିତ ମୂଲ୍ୟ ମୁଳୁ ନାହିଁ, ରାଜ୍ୟରେ ମହିଳାମାନେ ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି, ଯୁବଗୋଷ୍ଠୀଙ୍କୁ ଶିକ୍ଷା ଓ କାମ ମିଳୁନାହିଁ। ଏସବୁ ପାଇଁ କିଏ ଦାୟୀ ବୋଲି ସଜ୍ଜନ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି,“ଲୋକେ ଏବେ ପ୍ରଶ୍ନ କରିବା ଆରମ୍ଭ କଲେଣି। ତେଣୁ ମୁଖ୍ୟମନ୍ତ୍ରୀ ଗୋଟିଏ କଥା କହୁଛନ୍ତି। ରାଜ୍ୟ ସରକାର କେଉଁଥିରେ ସଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ତାହା ପ୍ରକାଶ କରନ୍ତୁ। ରାଜ୍ୟରେ କୃଷି, ଶିଳ୍ପ ଓ ବିଦ୍ୟୁତ୍‌ ଉତ୍ପାଦନ କେତେ ବଢିଛି ସେ କଥା ସାଧାରଣରେ କୁହନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story