୨୯ରେ ବିଜେଡିର ବିକ୍ଷୋଭ ବରଗଡ଼ ଘଟଣାରୁ ଧ୍ୟାନ ହଟାଇବାର ଚେଷ୍ଟା: ବିଜେପି

ଭୁବନେଶ୍ୱର: ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିଜେଡି ଆସନ୍ତା ୨୯ରେ ରାଜରାସ୍ତାକୁ ଓହ୍ଲାଇବାକୁ ଘୋଷଣା କରିବା ପରେ ବିଜେପି ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦରେ ଉକ୍ତ ଦିନ ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ପୂର୍ବରୁ ସୂଚନା ଦେଇ ସାରିଥିବା ବେଳେ ସେହି ଦିନ ବିଜେଡିର ଆନ୍ଦୋଳନ ଡାକରା କେବଳ ବରଗଡ଼ ଘଟଣାରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଏକ ସୁଚିନ୍ତିତ ଯୋଜନା ବୋଲି ବିଜେପି ଅଭିଯୋଗ […]

bjp

bjp

Rakesh Mallick
  • Published: Monday, 27 June 2016
  • Updated: 27 June 2016, 10:02 PM IST

Sports

Latest News

bjpଭୁବନେଶ୍ୱର: ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିଜେଡି ଆସନ୍ତା ୨୯ରେ ରାଜରାସ୍ତାକୁ ଓହ୍ଲାଇବାକୁ ଘୋଷଣା କରିବା ପରେ ବିଜେପି ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦରେ ଉକ୍ତ ଦିନ ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ପୂର୍ବରୁ ସୂଚନା ଦେଇ ସାରିଥିବା ବେଳେ ସେହି ଦିନ ବିଜେଡିର ଆନ୍ଦୋଳନ ଡାକରା କେବଳ ବରଗଡ଼ ଘଟଣାରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଏକ ସୁଚିନ୍ତିତ ଯୋଜନା ବୋଲି ବିଜେପି ଅଭିଯୋଗ କରିଛି।

ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ବିଜେଡି ବରଗଡ଼ ଘଟଣାରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି। ନିଜର ଅପାରଗତା ଘୋଡାଇବାକୁ ଓ ବିଜେପି ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ଡାକରାରେ ଭୟଭୀତ ହୋଇ ଗୋଟିଏ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ କହି ଗଣମାଧ୍ୟମରେ ରହିବାକୁ ଚେଷ୍ଟା କରୁଛି।”

ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବି ସର୍ମ୍ପକରେ ସେ କହିଛନ୍ତି, “କୌଣସି ଗୋଟିଏ ମଣ୍ଡରେ ୧୪୧୦ ଟଙ୍କା ଚାଷୀ ପାଇନାହିଁ। ପ୍ରତ୍ୟକ ଚାଷୀଙ୍କଠାରୁ ୧୦ରୁ ୧୫ କେଜି ଧାନ କଟା ଯାଇଛି। ସେ

କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ଚାରିଆଡୁ ସମାଲୋଚିତ ହେଉଥିବା ବିଜେଡି କେନ୍ଦ୍ର ସରକାର ଚାଷୀ ଓ ଚାଷକୁ ଅବହେଳା କରୁଥିବା ଅଭିଯୋଗ କରି ଆସନ୍ତା ୨୯ ତାରିଖରେ ରାସ୍ତାକୁ ଓହ୍ଲାଇବ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତାମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଦଳ ୨୯ ତାରିଖରେ ରାଜ ରାସ୍ତାକୁ ଓହ୍ଲାଇବା ସହ ରାଜଭବନ ଆଗରେ ଧାରଣାରେ ବସିବ ବୋଲି କୁହାଯାଇଛି।

କେନ୍ଦ୍ର ସରକାର ପୁଞ୍ଜିପତିମାନଙ୍କ ଦ୍ୱାରା ପରିଚାଳିତ ହେଉଛି। କେନ୍ଦ୍ରୀୟ ଅନୁଦାନ ଅଂଶ ହ୍ରାସ ଯୋଗୁଁ ରାଜ୍ୟ ସରକାର ୩୭,୦୦୦ କୋଟି ଟଙ୍କା କ୍ଷତି ସହିବେ ବୋଲି ଦଳ ଅଭିଯୋଗ କରିଛି।

କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, “ବିଭିନ୍ନ ଯୋଜନାରେ କେନ୍ଦ୍ର ଆଗରୁ ଶତପ୍ରତିଶତ ଅନୁଦାନ ଦେଉଥିବା ବେଳେ ଏବେ ଏହାକୁ ୬୦/୪୦ ପ୍ରତିଶତ କରିଦେଇଛି। ରାଜ୍ୟର ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ସହାନୁଭୂତି ନାହିଁ। ହଜାର ହଜାର ଚାଷୀ ପରିବାର ସଦସ୍ୟ ରାଜଭବନ ଆଗରେ ଧାରଣା ଦେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story