ଯାଜପୁରରେ ଅମିତ ଶାହା, ନେଲେ ମା’ ବିରଜାଙ୍କ ଆଶୀର୍ବାଦ

ଯାଜପୁର: ଓଡ଼ିଶା ଗସ୍ତରେ ଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଯାଜପୁର ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ପ୍ରଥମେ ସେ ମା’ ବିରଜାଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ପୂଜାପାଠ କରିଥିଲେ। ସେଠାରେ ମା’ଙ୍କ ଆଶୀର୍ବାଦ ନେଇ ଅମିତ ନିକଟସ୍ଥ ଅରେଇ ଗାଁ ଅଭିମୁଖେ ଯାଇଛନ୍ତି। ସେଠାରେ ବୁଥ୍ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବାର କର୍ଯ୍ୟକ୍ରମ ରହିଛି। ଏଥିସହ ୫ଟି ପରିବାର ସହ ସମ୍ପର୍କ ଅଭିଯାନ କରିବେ। ସେଠାରେ ଏକ ପରିବାରରେ ଅମିତ ଶାହାଙ୍କ ଭୋଜନ କାର୍ଯ୍ୟକ୍ରମ ରହିଛି।  ଏହି ଅବସରରେ ଉପସ୍ଥିତ କର୍ମୀମାନଙ୍କୁ ଅମିତ ସମ୍ବୋଧିତ କରିବେ। ପରେ ସେ ପାଣିକୋଇଲି ଆସି କର୍ମୀ ସମ୍ମିଳନୀରେ ଯୋଗଦେବେ। ଏଠାରେ ଉତ୍ତର ଓଡ଼ିଶାର ୬ଟି ଜିଲ୍ଲାର କର୍ମୀ ଯୋଗଦେବେ।

ଅମିତ ଶାହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।  ଅମିତ ଶାହା ଯାଜପୁର ଯିବା ବାଟରେ ବିଭିନ୍ନ ସ୍ଥାନରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

Ordigital Desk
• Published: Wednesday, 05 July 2017
• Updated: 05 July 2017, 12:30 PM IST

Sports

Latest News

ଯାଜପୁର: ଓଡ଼ିଶା ଗସ୍ତରେ ଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଯାଜପୁର ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ପ୍ରଥମେ ସେ ମା’ ବିରଜାଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ପୂଜାପାଠ କରିଥିଲେ। ସେଠାରେ ମା’ଙ୍କ ଆଶୀର୍ବାଦ ନେଇ ଅମିତ ନିକଟସ୍ଥ ଅରେଇ ଗାଁ ଅଭିମୁଖେ ଯାଇଛନ୍ତି। ସେଠାରେ ବୁଥ୍ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବାର କର୍ଯ୍ୟକ୍ରମ ରହିଛି। ଏଥିସହ ୫ଟି ପରିବାର ସହ ସମ୍ପର୍କ ଅଭିଯାନ କରିବେ। ସେଠାରେ ଏକ ପରିବାରରେ ଅମିତ ଶାହାଙ୍କ ଭୋଜନ କାର୍ଯ୍ୟକ୍ରମ ରହିଛି।  ଏହି ଅବସରରେ ଉପସ୍ଥିତ କର୍ମୀମାନଙ୍କୁ ଅମିତ ସମ୍ବୋଧିତ କରିବେ। ପରେ ସେ ପାଣିକୋଇଲି ଆସି କର୍ମୀ ସମ୍ମିଳନୀରେ ଯୋଗଦେବେ। ଏଠାରେ ଉତ୍ତର ଓଡ଼ିଶାର ୬ଟି ଜିଲ୍ଲାର କର୍ମୀ ଯୋଗଦେବେ।

ଅମିତ ଶାହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।  ଅମିତ ଶାହା ଯାଜପୁର ଯିବା ବାଟରେ ବିଭିନ୍ନ ସ୍ଥାନରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos