ବର୍ଷେ ବ୍ୟାପୀ ବିଜେପି କରିବ ଦୀନ ଦୟାଲଙ୍କ ଜନ୍ମ ଦିବସ ପାଳନ, ୧୧ ଜଣିଆ କମିଟି ଗଠନ

ଭୁବନେଶ୍ୱର: ଆସନ୍ତାକାଲି ପଣ୍ଡିତ ଦୀନ ଦୟାଲ୍ ଉପାଧ୍ୟାୟଙ୍କ ୧୦୦ତମ ଜନ୍ମ ଦିବସକୁ ଧୁମଧାମ୍‌ରେ ବିଜେପି ପାଳନ କରିବାକୁ ଯାଉଛି। ଏହି ଅବସରରେ ଦଳ ପକ୍ଷରୁ ସାରା ଦେଶରେ ଏକ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଓଡ଼ିଶାରେ ମଧ୍ୟ ଉପାଧ୍ୟାୟଙ୍କ ଜନ୍ମ ଦିବସ ଆଡମ୍ବର ସହକାରେ ପାଳନ କରାଯିବ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି। ଆଜି ଏକ ସମ୍ବାଦିକ ସମ୍ବିଳନୀରେ ବରିଷ୍ଠ ବିଜେପି ନେତା ନୟନ ମହାନ୍ତି କହିଛନ୍ତି,“ଆସନ୍ତାକାଲି ବିଜେପି ପଣ୍ଡିତ ଦୀନ ଦୟାଲ୍ […]

bjp

bjp

Rakesh Mallick
  • Published: Saturday, 24 September 2016
  • Updated: 24 September 2016, 02:31 PM IST

Sports

Latest News

bjp2ଭୁବନେଶ୍ୱର: ଆସନ୍ତାକାଲି ପଣ୍ଡିତ ଦୀନ ଦୟାଲ୍ ଉପାଧ୍ୟାୟଙ୍କ ୧୦୦ତମ ଜନ୍ମ ଦିବସକୁ ଧୁମଧାମ୍‌ରେ ବିଜେପି ପାଳନ କରିବାକୁ ଯାଉଛି। ଏହି ଅବସରରେ ଦଳ ପକ୍ଷରୁ ସାରା ଦେଶରେ ଏକ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଓଡ଼ିଶାରେ ମଧ୍ୟ ଉପାଧ୍ୟାୟଙ୍କ ଜନ୍ମ ଦିବସ ଆଡମ୍ବର ସହକାରେ ପାଳନ କରାଯିବ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି।

ଆଜି ଏକ ସମ୍ବାଦିକ ସମ୍ବିଳନୀରେ ବରିଷ୍ଠ ବିଜେପି ନେତା ନୟନ ମହାନ୍ତି କହିଛନ୍ତି,“ଆସନ୍ତାକାଲି ବିଜେପି ପଣ୍ଡିତ ଦୀନ ଦୟାଲ୍ ଉପାଧ୍ୟାୟଙ୍କ ୧୦୦ତମ ଜନ୍ମ ଦିବସ ପାଳନ କରିବାକୁ ଯାଉଛି। ସେଥିପାଇଁ ସମଗ୍ର ଦେଶରେ ସମାରୋହ ସମିତି ଗଠନ କରାଯାଇଛି। ଆମ ରାଜ୍ୟ ସଭାପତି ମଧ୍ୟ ଏକ ୧୧ ଜଣିଆ ସମାରୋହ କମିଟି ଗଠନ କରିଛନ୍ତି। ଏହି କମିଟିରେ ମୋତେ ସଂଯୋଜକ ରଖାଯାଇଛି। ଆଗାମୀ ଦିନରେ ଜିଲ୍ଲା ସ୍ତରରେ ଏଭଳି ସଂଯୋଜକ କମିଟି ଗଠନ କରାଯିବ। ବିଶେଷକରି ରାଜ୍ୟସ୍ତରୀୟ ସଂଯୋଜକ କମିଟିକୁ ଆହୁରି ବ୍ୟାପକ କରାଯିବ। ସେଥିରେ ବିଭିନ୍ନ ବର୍ଗର, ସମ୍ପ୍ରଦାୟ ଓ ବିଭିନ୍ନ କ୍ଷେତ୍ରରେ ସୁନାମଧନ୍ୟ ବ୍ୟକ୍ତିଙ୍କୁ ସାମିଲ କରାଯିବ। ଏହି କାର୍ଯ୍ୟକ୍ରମ ଏକ ବର୍ଷ ଧରି ଚାଲିବ।”

ସେ କହିଛନ୍ତି,“ଉପାଧ୍ୟୟଙ୍କ ଜନ୍ମ ଦିବସକୁ ବ୍ୟାପକ ଆକାରରେ କରାଯିବ। ରକ୍ତ ଦାନ ଶିବିର, ବୃକ୍ଷ ରୋପଣ, ଗ୍ରାମସଭା, ଗଣଦୌଡ, ପଦଯାତ୍ରା, ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା, ମହିଳା ଓ ପୁରୁଷଙ୍କ ପାଇଁ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯିବ। ଏହାସହ ଯୋଗ, ପ୍ରଣାୟମ ଓ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ସମିତି ମନସ୍ଥ କରିଛି।”

ସେ ଆହୁରି କହିଛନ୍ତି,“ଏହି କାର୍ଯ୍ୟକ୍ରମ ସବୁ ବୁଥ୍‌ ସ୍ତରରେ କରାଯିବାକୁ ସ୍ଥିର ହୋଇଛି। ଆସନ୍ତାକାଲି ପ୍ରତ୍ୟେକ ବୁଥ୍‌ରେ ପଣ୍ଡିତ ଦୀନ ଦୟାଲ୍‌ ଉପାଧ୍ୟାୟଙ୍କର ଫଟୋ ରହିବା ସହିତ କାର୍ଯ୍ୟକର୍ତ୍ତାମାନେ ଲୋକମାନଙ୍କ ସମମ୍ୟା ଶୁଣିବେ। ଦୀନ ଦୟାଲଙ୍କ ବାର୍ତ୍ତା ଓଡ଼ିଶାର ପ୍ରତ୍ୟେକ ଘରେ ଓ ଗାଁରେ ପହଞ୍ଚାଇବା ପାଇଁ ଆମେ ପ୍ରୟାସ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story