ଠକେଇ ଅଭିଯୋଗରେ ବିଜେପି ନେତା ଗିରଫ

<p>ବୌଦ୍ଧ: ଠକେଇ ଅଭିଯୋଗରେ ବୌଦ୍ଧ ଜିଲ୍ଲା ବିଜେପି ଯୁବନେତା ନାରାୟଣ କର୍ମୀଙ୍କୁ ପୋଲିସ ଗିରଫ କରିଛି। ଏଥିସହ ତାଙ୍କ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।&nbsp; ନାରାୟଣ ଗୋ ଲାଇଫ୍ ଟ୍ରେଡିଂ ପ୍ରାଇଭେଟ ଲିମିଟେଡ ନାଁରେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ।&nbsp; ୩ବର୍ଷରେ ୨ଗୁଣ ଟଙ୍କା କରିଦେବାକୁ କହି ସେ ଜମାକାରୀମାନଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ।&nbsp; କିନ୍ତୁ ଜମାକାରୀମାନଙ୍କୁ ଟଙ୍କା ଫେରାଇବାରେ ବିଫଳ ହେବାରୁ ଥାନାରେ ଅଭିଯୋଗ ହୋଇଥିଲା।</p> <p>ପୋଲିସ ଘଟଣାର ତଦନ୍ତ କରି ନାରାୟଣଙ୍କୁ ଗିରଫ କରିଛି।</p>

Ordigital Desk
  • Published: Sunday, 05 November 2017
  • Updated: 05 November 2017, 02:49 PM IST

Sports

Latest News

<p>ବୌଦ୍ଧ: ଠକେଇ ଅଭିଯୋଗରେ ବୌଦ୍ଧ ଜିଲ୍ଲା ବିଜେପି ଯୁବନେତା ନାରାୟଣ କର୍ମୀଙ୍କୁ ପୋଲିସ ଗିରଫ କରିଛି। ଏଥିସହ ତାଙ୍କ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।&nbsp; ନାରାୟଣ ଗୋ ଲାଇଫ୍ ଟ୍ରେଡିଂ ପ୍ରାଇଭେଟ ଲିମିଟେଡ ନାଁରେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ।&nbsp; ୩ବର୍ଷରେ ୨ଗୁଣ ଟଙ୍କା କରିଦେବାକୁ କହି ସେ ଜମାକାରୀମାନଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ।&nbsp; କିନ୍ତୁ ଜମାକାରୀମାନଙ୍କୁ ଟଙ୍କା ଫେରାଇବାରେ ବିଫଳ ହେବାରୁ ଥାନାରେ ଅଭିଯୋଗ ହୋଇଥିଲା।</p><p>ପୋଲିସ ଘଟଣାର ତଦନ୍ତ କରି ନାରାୟଣଙ୍କୁ ଗିରଫ କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos