ବିଜୟଙ୍କୁ ନେଇ ବିଜେପିରେ କନ୍ଦଳ: ଗଣ୍ଡଗୋଳ ପରେ ଲାଗିଲା ଲଗାମ୍

ଭୁବନେଶ୍ୱର/କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଦଳରେ କୋଣଠେସା ହୋଇଥିବା ବିଜୟ ମହାପାତ୍ରଙ୍କୁ ନେଇ ବିଜେପିରେ କମ୍ପନ। ବିଜେପି-ବିଜୟଙ୍କ ମଧ୍ୟରେ ଲଢେଇରେ କେନ୍ଦ୍ରାପଡା କନ୍ଦଳ ଯୋଡିଛି ନୂଆ ଅଧ୍ୟାୟ। ବିଜୟଙ୍କୁ ଜିଲ୍ଲା ବିଜେପି କାର୍ଯ୍ୟ ସମିତିରୁ ବହିଷ୍କାର କରାଯାଇଛି। ଏପରିକି ଦଳରୁ ବହିଷ୍କାର ପାଇଁ ରାଜ୍ୟ ସଭାପତିଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲା ସଭାପତି। ଏପଟେ ଦଳ ଲୋକଙ୍କ ସହ ନଥିବା କହି ରାଜ୍ୟ ବିଜେପି ନେତାଙ୍କ ବିରୋଧରେ ପୁଣି ବିଷ ଓଗାଳିଛନ୍ତି ବିଜୟ ମହାପାତ୍ର। କେନ୍ଦ୍ରାପଡା ବିଜେପିରେ ଦୁଇ ଗୋଷ୍ଠୀ […]

bijay mohapatra

bijay mohapatra

Rakesh Mallick
  • Published: Friday, 22 December 2017
  • Updated: 22 December 2017, 09:26 PM IST

Sports

Latest News

ଭୁବନେଶ୍ୱର/କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଦଳରେ କୋଣଠେସା ହୋଇଥିବା ବିଜୟ ମହାପାତ୍ରଙ୍କୁ ନେଇ ବିଜେପିରେ କମ୍ପନ। ବିଜେପି-ବିଜୟଙ୍କ ମଧ୍ୟରେ ଲଢେଇରେ କେନ୍ଦ୍ରାପଡା କନ୍ଦଳ ଯୋଡିଛି ନୂଆ ଅଧ୍ୟାୟ। ବିଜୟଙ୍କୁ ଜିଲ୍ଲା ବିଜେପି କାର୍ଯ୍ୟ ସମିତିରୁ ବହିଷ୍କାର କରାଯାଇଛି। ଏପରିକି ଦଳରୁ ବହିଷ୍କାର ପାଇଁ ରାଜ୍ୟ ସଭାପତିଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲା ସଭାପତି। ଏପଟେ ଦଳ ଲୋକଙ୍କ ସହ ନଥିବା କହି ରାଜ୍ୟ ବିଜେପି ନେତାଙ୍କ ବିରୋଧରେ ପୁଣି ବିଷ ଓଗାଳିଛନ୍ତି ବିଜୟ ମହାପାତ୍ର।

କେନ୍ଦ୍ରାପଡା ବିଜେପିରେ ଦୁଇ ଗୋଷ୍ଠୀ ହାତା-ହାତିରେ ହୋଇଛନ୍ତି। ସମର୍ଥକଙ୍କୁ ଲଗାଇ ଦଳୀୟ ସଭାରେ ବିଶୃଙ୍ଖଳା କରିବା ଅଭିଯୋଗରେ ଆଜି ବିଜୟଙ୍କୁ ଜିଲ୍ଲା କାର୍ଯ୍ୟସମିତିର ନିମନ୍ତ୍ରିତ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି ଜିଲ୍ଲା ସଭାପତି। ଜିଲ୍ଲା ପଦାଧିକାରୀ ଓ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ଜରୁରୀ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜୟଙ୍କ ଆଚରଣ ଓ ଦଳ ବିରୋଧୀ କାମର ଲମ୍ବା ତାଲିକା ଥୋଇଛନ୍ତି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ।

ଏପଟେ ଜିଲ୍ଲା ବିଜେପିର ଅଭିଯୋଗ ନେଇ ମୁହଁ ଖୋଲି ରାଜ୍ୟ ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି ବିଜୟ। ଅଭିଯୋଗ କିରିଛନ୍ତି, ଲୋକଙ୍କ ସ୍ୱାର୍ଥ କଥା ନ ଦେଖି ବିଜେପି ଏବେ ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛି। ଲୋକଙ୍କ ସହ ନ ରହି ଦଳ ମିଛ ଓ ଅପପ୍ରଚାରର ସାହାର ନେଉଛି ବୋଲି ବିଜୟ ଅଭିଯୋଗ କରିଛନ୍ତି।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି-“ବିଜେପି ଲୋକଙ୍କ ସହିତ ନାହିଁ। ଏପରିକି ଲୋକଙ୍କ ସମସ୍ୟା ନେଇ ଲଢ଼ିଲା ଭଳି ଦଳ ହୋଇ ରହିନାହିଁ। ଏଜେଣ୍ଡା ହେଉଛି ବିଜୟ ମହାପାତ୍ରଙ୍କ ବିରୋଧରେ ଲଢ଼ିବା। ବିଜୟ ମହାପାତ୍ର ଗଲେ ପରେ ଯଦି ଦଳ ଶକ୍ତିଶାଳୀ ହୋଇଯିବ, ତାହାହେଲେ ଆନନ୍ଦର କଥା।”

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି-“ହାତ ନଖ କାଟି କେହି ସହିଦ ହେବାକୁ ଚାହୁଁଥିଲେ ଶୁଭେଚ୍ଛା। ଗତକାଲି ଗରଦପୁରରେ ଯାହା ଘଟିଲା, ସେସବୁ ଚରମ ବିଶୃଙ୍ଖଳା ନୁହେଁ ତ ଆଉ କଣ? ଜିଲ୍ଲା ସଭାପତିଙ୍କ ରିପୋର୍ଟ ପହଞ୍ଚିନି, ଆସିଲେ କାର୍ଯ୍ୟାନୁଷ୍ଠାନ। ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବି ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବିରୋଧୀ ମନ୍ତବ୍ୟ ନେଇ ଦଳ ବିଚାର କରୁଛି।”

https://youtu.be/IPbL8Lv16Tk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story