ବିଜେପି ହୋଡ଼ିଂ ଓହ୍ଲାଇବା ପ୍ରତିବାଦରେ ଉତ୍ତେଜନା

ଭୁବନେଶ୍ୱର: ଆସନ୍ତାକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ସମିତ ଶାହା ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜନଜାଗରଣ ସମାବେଶରେ ଯୋଗଦେବେ। ଏହା ପୂର୍ବରୁ ରଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର ଗୁଡ଼ିକୁ ବିଏମ୍‌ସି ଓହ୍ଲାଇ ଦେଇଥିଲା। ଆଉ କେତେକ ସ୍ଥାନରେ ପୋଷ୍ଟର ଗୁଡ଼ିକ ଚିରି ଦିଆଯାଇଥିବାରୁ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ବିଜେପି କର୍ମୀମାନେ ପାୱାର ହାଉସ୍‌ ଛକଠାରେ ରାସ୍ତା ରୋକ କରିଥିଲେ। ବିଏମ୍‌ସି କମିଶନର ଓ ମେୟର କ୍ଷମା ନ ମାଗିଲା […]

bjp-poster

bjp-poster

Rakesh Mallick
  • Published: Thursday, 24 November 2016
  • Updated: 24 November 2016, 09:50 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ସମିତ ଶାହା ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜନଜାଗରଣ ସମାବେଶରେ ଯୋଗଦେବେ। ଏହା ପୂର୍ବରୁ ରଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର ଗୁଡ଼ିକୁ ବିଏମ୍‌ସି ଓହ୍ଲାଇ ଦେଇଥିଲା। ଆଉ କେତେକ ସ୍ଥାନରେ ପୋଷ୍ଟର ଗୁଡ଼ିକ ଚିରି ଦିଆଯାଇଥିବାରୁ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏହାର ପ୍ରତିବାଦରେ ବିଜେପି କର୍ମୀମାନେ ପାୱାର ହାଉସ୍‌ ଛକଠାରେ ରାସ୍ତା ରୋକ କରିଥିଲେ। ବିଏମ୍‌ସି କମିଶନର ଓ ମେୟର କ୍ଷମା ନ ମାଗିଲା ପର୍ଯ୍ୟନ୍ତ ସେମାନେ ରାସ୍ତାରୁ ଉଠିବେ ନାହିଁ ବୋଲି କହିଥିଲେ। ପୋଲିସ୍‌ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ ମଧ୍ବାୟ କିଛି ଲାଭ ହୋଇ ନ ଥିଲା। ଶେଷରେ ପୋଲିସ କମିଶନର ଘଟଣାର ତଦନ୍ତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ବିଏମ୍‌ସି କମିଶନର ଓ ମେୟରଙ୍କ ନିର୍ଦ୍ଦେଶରେ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହା, ରାଜ୍ୟ ସଭାପତିଙ୍କ ପୋଷ୍ଟର ଓ ହୋଡିଂ ଓହ୍ଲାଇଛନ୍ତି। ଏ ସମ୍ପର୍କରେ ଆମ ପାଖରେ ପ୍ରମାଣ ଅଛି। ବିଏମ୍‌ସି କମିଶନର ଓ ମେୟର ପଠାଇଥିବା ହ୍ୱାଟ୍ସଆପ୍‌ ମେସେଜ୍‌ ଆମ ପାଖରେ ଅଛି। ସେମାନେ ଏଥିପାଇଁ କ୍ଷମା ପ୍ରାର୍ଥନା କରନ୍ତୁ। ଏପରିକି ମୁଖ୍ୟମନ୍ତ୍ରୀ ଭୁଲ ମାଗିବାର ଅଛି। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବୁ।”

ବିଡିଏ ଏନ୍‌ଫୋର୍ସ ମେଣ୍ଟ ଇନ୍ସପେକ୍ଟର ନିରଞ୍ଜନ ମିଶ୍ର କହିଛନ୍ତି,“ବିଜେପି ହୋଡିଂ ଗୁଡ଼ିକୁ ଓହ୍ଲାଇବା ପାଇଁ କମିଶନର ହ୍ୱାଟ୍ସଆପ୍‌ ମାଧ୍ୟମରେ ମେସେଜ୍‌ ପଠାଇ ଥିଲେ। ଡେପୁଟି କମିଶନର ମଧ୍ୟ ବିଜେପିର ସମସ୍ତ ହୋଡିଂ କାଢ଼ିବା ପାଇଁ କହିଥିଲେ। ମୁଁ ଜଣେ ତଳିଆ କର୍ମଚାରୀ। ଉପର ଅଫିସରଙ୍କ ନିର୍ଦ୍ଦେଶ ମାନିବା ମୋର କାମ। ନିର୍ଦ୍ଦେଶ ଅନୁଯାୟୀ ମୁଁ ମୋ କାମ କରିଛି।”

ବିଏମ୍‌ସି କମିଶନର ଡ. କ୍ରୀଷନ୍‌ କୁମାର କହିଛନ୍ତି,“ଭୁବନେଶ୍ୱରରକୁ ନୋ ହୋଡିଂ ଜୋନ୍‌ କରାଯିବା ଲାଗି ନୂଆ ନିୟମ କରାଯାଇଛି। ନଭେମ୍ବର ୧ ତାରିଖରୁ ଏହି ନୂଆ ନିୟମ ଲାଗୁ କରାଯାଇଛି। ହୋଡିଂ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ହୋଡିଂ ହଟାଯିବାକୁ ନେଇ ବିଜେପି ରାସ୍ତାରୋକ କରିଥିଲା। ଏହାକୁ ଲଗାଇବାକୁ ବିଜେପି ପକ୍ଷରୁ ବିଏମ୍‌ସିରୁ କୌଣସି ଅନୁମତି ନିଆଯାଇ ନ ଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story