ବଲାଙ୍ଗିର ଅନାହାର ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ହୋହାଲ୍ଲା; ୨୪ ଘଣ୍ଟା ମଧ୍ୟରେ ବିବୃତ୍ତି ରଖିବାକୁ ସରକାରଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ବଲାଙ୍ଗିର: ବଲାଙ୍ଗିର ଅନାହାର ମୃତ୍ୟୁ ଘଟଣାକୁ ନେଇ ଗୁରୁବାର ବିଧାନସଭାରେ ହୋଇଛି ହୋହାଲ୍ଲା। ଶାନ୍ତିଶୃଙ୍ଖଳାର ସହିତ ପ୍ରଶ୍ନକାଳ ଶେଷ ହେବା ପରେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ। ରାଜସ୍ୱ ମନ୍ତ୍ରୀ ଗୃହରେ ଏ ନେଇ ଉତ୍ତର ରଖିବାକୁ ସେ ଦାବି କରିଥିଲେ। ଗୃହ ମଧ୍ୟ ଭାଗକୁ ଆସି କଂଗ୍ରେସ୍ ବିଧାୟକମାନେ ନାରାବାଜି କରିଥିଲେ। ଏନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ କଂଗ୍ରେସ ବିଧାୟକମାନେ। ତେବେ ହଟ୍ଟଗୋଳ ଯୋଗୁଁ ଗୃହ ଦିନ […]

assembly

assembly

Rakesh Mallick
  • Published: Thursday, 10 December 2015
  • Updated: 10 December 2015, 04:50 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ଅନାହାର ମୃତ୍ୟୁ ଘଟଣାକୁ ନେଇ ଗୁରୁବାର ବିଧାନସଭାରେ ହୋଇଛି ହୋହାଲ୍ଲା। ଶାନ୍ତିଶୃଙ୍ଖଳାର ସହିତ ପ୍ରଶ୍ନକାଳ ଶେଷ ହେବା ପରେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ। ରାଜସ୍ୱ ମନ୍ତ୍ରୀ ଗୃହରେ ଏ ନେଇ ଉତ୍ତର ରଖିବାକୁ ସେ ଦାବି କରିଥିଲେ। ଗୃହ ମଧ୍ୟ ଭାଗକୁ ଆସି କଂଗ୍ରେସ୍ ବିଧାୟକମାନେ ନାରାବାଜି କରିଥିଲେ। ଏନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ କଂଗ୍ରେସ ବିଧାୟକମାନେ। ତେବେ ହଟ୍ଟଗୋଳ ଯୋଗୁଁ ଗୃହ ଦିନ ୧୨ଟା ୧୦ ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ଏହା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ର ବିରୋଧୀ କଂଗ୍ରେସ ତା’ଜିଦରେ ଅଟଳ ରହିଥିଲା। ବିରୋଧୀ ବିଜେପି ମଧ୍ୟ ଏ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲା। ବିରୋଧୀଙ୍କ ଜୋରଦାର ଦାବି ପରେ ବାଚସ୍ପତି ଏନେଇ ରୁଲିଂ ଦେଇଥିଲେ। ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗିର ଅନାହାର ମୃତ୍ୟୁ ପ୍ରସଙ୍ଗରେ ଗୃହରେ ଜବାବ ରଖିବାକୁ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବାଚସ୍ପତିଙ୍କ ରୁଲିଂ ପୂର୍ବରୁ ବିଧାନସଭାର ବିରୋଧୀ ଦଳ ଉପନେତା ଚିରଞ୍ଜିବୀ ବିଶ୍ୱାଳ କହିଥିଲେ ଯେ ଅନାହାର ମୃତ୍ୟୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏନେଇ ବାଚସ୍ପତି ରୁଲିଂ ଦେବାକୁ କଂଗ୍ରେସ ବିଧାୟକମାନେ ଦାବି କରିଥିଲେ। କିନ୍ତୁ ବାଚସ୍ପତି ମନା କରି ଦେବାରୁ ବାଧ୍ୟ ହୋଇ ଗୃହକୁ ଅଚଳ କରାଯାଇଥିଲା। ଅନିଚ୍ଛା ସତ୍ତ୍ୱେ ଗୃହକୁ ଅଚଳ କରାଯାଇଥିଲା। ସେ ଆହୁରି ମଧ୍ୟ କହିଥିଲେ ଯେ ଏ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ଗୃହରେ ଉତ୍ତର ଦେବାରେ ଅସୁବିଧା କେଉଁଠି। ଉକ୍ତ ମହିଳା ଅନାହାରରେ ମରିଛନ୍ତି କି ନାହିଁ, ଯଦି ମରିଛନ୍ତି ତା’ହେଲେ ଅନାହାର ମୃତ୍ୟୁ ରୋକିବାକୁ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ବୋଲି ଗୃହରେ କହିବାରେ ରାଜସ୍ୱ ମନ୍ତ୍ରୀଙ୍କର କିଛି ଅସୁବିଧା ହେବା କଥା ନୁହେଁ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଥିଲେ ଯେ ରାଜ୍ୟରେ ‘ଆହାର’ ସମେତ ଅନେକ ଯୋଜନା ଚାଲିଛି। ଯଦି କେଉଁଠି ଅନାହାର ମୃତ୍ୟୁ ଅଭିଯୋଗ ଆସିଛି, ତା’ହେଲେ ତା’ର ତଦନ୍ତ କରାଯିବ। ରାଜସ୍ୱ ବିଭାଗ ଏହାର ଅନୁଧ୍ୟାନ କରି ରିପୋର୍ଟ ଦେବ। ସରକାର ଏନେଇ ଗୃହରେ ଆଲୋଚନା କରିବାକୁ ସରକାର ପଛଘୁଞ୍ଚା ଦେଉ ନାହାନ୍ତି। ସରକାର ସବୁ ବିଷୟରେ ଆଲୋଚନା କରିବାକୁ ରାଜି। କିନ୍ତୁ ବିରୋଧୀ ଦଳ ପ୍ରତିଦିନ କିଛି ନୂଆ ପ୍ରସଙ୍ଗ କାଢ଼ି ଗୃହକୁ ଅଚଳ କରିବାକୁ ଚାହୁଁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story