ବଲାଙ୍ଗିର: ବାଣ କାରଖାନାରେ ବିସ୍ଫୋରଣ, ଜଣେ ମହିଳା ମୃତ, ୨ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ୍‌ ଭାଲେର ଗାଁରେ ଆଜି ଏକ ବାଣ କାରଖାନାରେ ବାଣ ଭିଡ଼ା ଯାଉଥିବା ବେଳେ ବିସ୍ଫୋରଣ ଘଟି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ସନ୍ତୋଷିନୀ ନାଏକ। ଆହତ ଶ୍ରମିକ ଦ୍ୱୟ ହେଲେ ଶ୍ରଦ୍ଧାଞ୍ଜଳି ଦାସ ଓ ରୋହିଣୀ ଦାସ। ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଏହି ବାଣ କାରଖାନାରେ ବାଣ […]

Bolangiri

Bolangiri

Rakesh Mallick
  • Published: Monday, 01 August 2016
  • Updated: 01 August 2016, 05:21 PM IST

Sports

Latest News

explosionବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ୍‌ ଭାଲେର ଗାଁରେ ଆଜି ଏକ ବାଣ କାରଖାନାରେ ବାଣ ଭିଡ଼ା ଯାଉଥିବା ବେଳେ ବିସ୍ଫୋରଣ ଘଟି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ସନ୍ତୋଷିନୀ ନାଏକ। ଆହତ ଶ୍ରମିକ ଦ୍ୱୟ ହେଲେ ଶ୍ରଦ୍ଧାଞ୍ଜଳି ଦାସ ଓ ରୋହିଣୀ ଦାସ। ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଏହି ବାଣ କାରଖାନାରେ ବାଣ ତିଆରି ଚାଲିଥିଲା। ତେବେ କୌଣସି କାରଣରୁ ହଠାତ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘରର କାନ୍ଥ ଓ ଛାତ ଭାଙ୍ଗି ଯାଇଥିଲା। ଏଥିରେ ସନ୍ତୋଷିନୀ, ଶ୍ରଦ୍ଧାଞ୍ଜଳି ଓ ରୋହିଣୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ସନ୍ତୋଷିନୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଆହୁରି ଗମ୍ଭୀର ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।

ଏହି ଘଟଣା ପରେ ପୋଲିସ୍ ବାଣ କରଖାନାର ମାଲିକ ଓମ୍ ପ୍ରକାଶ ଦାସ ଓ ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କୁ ଗିରଫ କରିଛି ଓ ଘଟଣା ସଂପର୍କରେ ତଦନ୍ତ କରୁଛି। ଏହି ବିସ୍ଫୋରଣରେ ଓମ୍ ପ୍ରକାଶ ଓ ତାଙ୍କ ପତ୍ନୀ ସାମାନ୍ୟ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ପୋଲିସ୍ ସେମାନଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story