ନବଜାତ ଶିଶୁର ଶବକୁ ଖାଇଗଲେ କୁକୁର

ବଲାଙ୍ଗିର: ନବଜାତ ଶିଶୁର ଶବକୁ ଟାଣି ଖାଇଲେ ବୁଲା କୁକୁର। ଆଜି ସକାଳେ ଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସହରର ଠିକାଦାରପଡ଼ା ଛକରେ। ଶିଶୁଟିର ଶବକୁ ବୁଲା କୁକୁର ଟାଣି ଖାଉଥିବା ବେଳେ କିଛି ଲୋକ ଦେଖିଥିଲେ ଓ କୁକୁରଙ୍କୁ ଘଉଡ଼ାଇ ଦେଇଥିଲେ। ତେବେ ମୃତଦେହଟି ବହୁ ସମୟ ଧରି ସେମିତି ରାସ୍ତା ଉପରେ ପଡ଼ି ରହିଥିଲା। ଯାହା ଜଣାପଡ଼ିଛି ଗତକଲା ରାତିରେ କେହି ଜଣେ ଠିକାଦାରପଡ଼ା ଛକ ନିକଟସ୍ଥ ପୋଲ ପାଖରେ ମୃତ […]

deadbody

deadbody

Rakesh Mallick
  • Published: Friday, 03 March 2017
  • Updated: 03 March 2017, 09:25 AM IST

Sports

Latest News

ବଲାଙ୍ଗିର: ନବଜାତ ଶିଶୁର ଶବକୁ ଟାଣି ଖାଇଲେ ବୁଲା କୁକୁର। ଆଜି ସକାଳେ ଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସହରର ଠିକାଦାରପଡ଼ା ଛକରେ। ଶିଶୁଟିର ଶବକୁ ବୁଲା କୁକୁର ଟାଣି ଖାଉଥିବା ବେଳେ କିଛି ଲୋକ ଦେଖିଥିଲେ ଓ କୁକୁରଙ୍କୁ ଘଉଡ଼ାଇ ଦେଇଥିଲେ। ତେବେ ମୃତଦେହଟି ବହୁ ସମୟ ଧରି ସେମିତି ରାସ୍ତା ଉପରେ ପଡ଼ି ରହିଥିଲା।

ଯାହା ଜଣାପଡ଼ିଛି ଗତକଲା ରାତିରେ କେହି ଜଣେ ଠିକାଦାରପଡ଼ା ଛକ ନିକଟସ୍ଥ ପୋଲ ପାଖରେ ମୃତ ଶିଶୁଟିକୁ ଫିଙ୍ଗି ଦେଇ ଚାଲିଯାଇଥିଲା। ଏହା ପରେ କୁକୁରମାନେ ସେଇ ମୃତଦେହକୁ ଟାଣି ଆଣି ଖାଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story