ପ୍ରଶାସନର ପ୍ରତିଶ୍ରୁତି ପରେ ଜଳ ସତ୍ୟାଗ୍ରହରୁ ଓହରିଲା ଆକ୍ସନ କମିଟି

ବଲାଙ୍ଗିର: ଲୋୟର ସୁକତେଲ ପ୍ରକଳ୍ପ ଦ୍ୱାରା ବିସ୍ଥାପିତଙ୍କୁ ୨୦୧୩ ପଲିସି ଅନୁସାରେ କ୍ଷତିପୂରଣ ଓ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବା ଦାବିରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଜଳ ସତ୍ୟାଗ୍ରହ ସ୍ଥଗିତ ରହିଛି। ଗତକାଲି ରାତିରେ ଏଡିଏମ୍‌ ଆନ୍ଦୋଳନକାରୀଙ୍କ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆକ୍ସନ କମିଟି ସାମୟିକ ଭାବେ ସତ୍ୟାଗ୍ରହରୁ ଓହରି ଯାଇଥିବା ସୂଚନା ଦେଇଛି। ଆଗକୁ ସେମାନଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନ ଆହୁରି  ଜୋରଦାର କରିବାକୁ କମିଟି ଚେତାବନୀ […]

bolngir

bolngir

Rakesh Mallick
  • Published: Tuesday, 27 September 2016
  • Updated: 27 September 2016, 03:20 PM IST

Sports

Latest News

ବଲାଙ୍ଗିର: ଲୋୟର ସୁକତେଲ ପ୍ରକଳ୍ପ ଦ୍ୱାରା ବିସ୍ଥାପିତଙ୍କୁ ୨୦୧୩ ପଲିସି ଅନୁସାରେ କ୍ଷତିପୂରଣ ଓ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବା ଦାବିରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଜଳ ସତ୍ୟାଗ୍ରହ ସ୍ଥଗିତ ରହିଛି। ଗତକାଲି ରାତିରେ ଏଡିଏମ୍‌ ଆନ୍ଦୋଳନକାରୀଙ୍କ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆକ୍ସନ କମିଟି ସାମୟିକ ଭାବେ ସତ୍ୟାଗ୍ରହରୁ ଓହରି ଯାଇଥିବା ସୂଚନା ଦେଇଛି। ଆଗକୁ ସେମାନଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନ ଆହୁରି  ଜୋରଦାର କରିବାକୁ କମିଟି ଚେତାବନୀ  ଦେଇଛି।

ଗତକାଲି ବର୍ଷା ସତ୍ତ୍ୱେ ବଲାଙ୍ଗିର ଖଗସାବାହାଲରେ ଜଳ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ସତ୍ୟାଗ୍ରହୀଙ୍କ ମଧ୍ୟରୁ ୨ଜଣ ମହିଳାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ସେମାନଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପୋଲିସ୍‌ ଓ ପ୍ରଶାସନର ଅନୁରୋଧ ସତ୍ତ୍ୱେ ସତ୍ୟାଗ୍ରହୀମାନେ ଦାବି ପୂରଣ ଜିଦ୍‌ରେ ଅଟଳ ଥିଲେ। ଏହି ଆନ୍ଦୋଳନକୁ ବୁଡ଼ି ଅଞ୍ଚଳର ୧୪ଟି ଗାଁ ଲୋକେ ବି ସମର୍ଥନ ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story