ବଲାଙ୍ଗିର ଚାଷୀ ମୃତ୍ୟୁକୁ ନେଇ ବିଧାନସଭା ପୁଣି ସରଗରମ

ଭୁବନେଶ୍ୱର: ବଲାଙ୍ଗିର ଚାଷୀ ମୃତ୍ୟୁକୁ ନେଇ ଆଜି ବି ଗୃହ ସରଗରମ ରହିଥିଲା। ବିରୋଧୀ ଶୂନ୍ୟକାଳରେ ପୁଣି ଏହି ପ୍ରସଙ୍ଗ ଉଠାଇଥିଲେ। ବଲାଙ୍ଗିର ଉପଜିଲ୍ଲାପାଳ ଦେଇଥିବା ମନ୍ତବ୍ୟକୁ ନେଇ ବିରୋଧୀ ଦଳ ନେତା ବାଚସ୍ପତିଙ୍କ ଦୃଷ୍ଟି ଆକାର୍ଷଣ କରିବା ସହ ଏହାକୁ ପ୍ରୋଟୋକଲ କିମ୍ବା ପ୍ରିଭିଲେଜ୍‌ କମିଟି ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଏ ନେଇ ଶୀଘ୍ର ନିଷ୍ପତ୍ତି ନିଆଯିବା ନେଇ ବାଚସ୍ପତି ରୁଲିଂ ଦେଇଥିଲେ। ସେହିପରି ରାଜ୍ୟରେ ଅଫିସର ରାଜ୍‌ ଚାଲିଥିବା ବିରୋଧୀ ପ୍ରଶ୍ନ କରିଥିଲେ। […]

assmbly

assmbly

Rakesh Mallick
  • Published: Wednesday, 30 March 2016
  • Updated: 30 March 2016, 05:33 PM IST

Sports

Latest News

ଭୁବନେଶ୍ୱର: ବଲାଙ୍ଗିର ଚାଷୀ ମୃତ୍ୟୁକୁ ନେଇ ଆଜି ବି ଗୃହ ସରଗରମ ରହିଥିଲା। ବିରୋଧୀ ଶୂନ୍ୟକାଳରେ ପୁଣି ଏହି ପ୍ରସଙ୍ଗ ଉଠାଇଥିଲେ। ବଲାଙ୍ଗିର ଉପଜିଲ୍ଲାପାଳ ଦେଇଥିବା ମନ୍ତବ୍ୟକୁ ନେଇ ବିରୋଧୀ ଦଳ ନେତା ବାଚସ୍ପତିଙ୍କ ଦୃଷ୍ଟି ଆକାର୍ଷଣ କରିବା ସହ ଏହାକୁ ପ୍ରୋଟୋକଲ କିମ୍ବା ପ୍ରିଭିଲେଜ୍‌ କମିଟି ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଏ ନେଇ ଶୀଘ୍ର ନିଷ୍ପତ୍ତି ନିଆଯିବା ନେଇ ବାଚସ୍ପତି ରୁଲିଂ ଦେଇଥିଲେ। ସେହିପରି ରାଜ୍ୟରେ ଅଫିସର ରାଜ୍‌ ଚାଲିଥିବା ବିରୋଧୀ ପ୍ରଶ୍ନ କରିଥିଲେ। ବିଜେପି ଏହାକୁ ସମର୍ଥନ କରିଥିଲା। ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହରେ ହୋହାଲ୍ଲା କରିବାରୁ ଗୃହକୁ ପ୍ରଥମେ ୧୨ଟା ୪୫ ଓ ପରେ ୩ଟା ପର୍ଯ୍ୟନ୍ତ ମୁଲତବି କରି ଦିଆଯାଇଥିଲା।

ଆଜି ଶୂନ୍ୟକାଳରେ କୃଷି ଭିତ୍ତିକ ଶିଳ୍ପ ପାଇଁ ରାଜ୍ୟ ସରକାର ଘରୋଇ ସଂସ୍ଥାଙ୍କୁ ଅଧିକ ଅନୁକମ୍ପା ଦେଖାଉ ଥିବା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଭିଯୋଗ କରିଥିଲେ। ସେହିପରି ମାଛ ଚାଷ ନେଇ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଉତ୍ତର ରଖିଥିଲେ। ରାଜ୍ୟରେ ଏବେ ବାର୍ଷିକ ୪ ଲକ୍ଷ ଟନ୍‌ ମାଛର ଆବଶ୍ୟକତା ରହିଛି। ୨୦୨୦ ସୁଦ୍ଧା ଉତ୍ପାଦନ ୨୦ ଲକ୍ଷ ଟନ୍‌କୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ମହାରଥୀ କହିଥିଲେ।

ଶୂନ୍ୟକାଳରେ ସମବାୟ ସଂସ୍ଥାରେ ବେଆଇନ ବ୍ୟାଙ୍କିଂ ଅଭିଯୋଗ ଉଠିଥିଲା। ବିନା ଲାଇସିନ୍ସରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଟଙ୍କା ସଂଗ୍ରହ କରାଯାଉଥିବା ବିଧାୟକ ଦେବାଶିଷ ନାୟକ ଅଭିଯୋଗ କରିଥିଲେ। ଏହାର ଉତ୍ତରରେ ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଥିଲେ, କେନ୍ଦ୍ରାପଡ଼ା ଓ କଟକରୁ ଏପରି ଅଭିଯୋଗ ଆସିଛି। ଏହାର ସ୍ପେଶାଲ ଅଡିଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ୱରରେ ମଧ୍ୟ ଏପରି କାରବାର ହେଉ ଥିବା ନେଇ ବିଧାୟକ ଜୀବନ ପ୍ରଦୀପ ଦାଶ ଅଭିଯୋଗ କରିଥିଲେ। ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ଏହାର ତଦନ୍ତ କରାଯିବ ବୋଲି ଦାମ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story