ରମେଶଙ୍କ ଗିରଫଦାରୀକୁ ବିରୋଧ: ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟ ଘେରିଲା କଂଗ୍ରେସ  

ବ୍ରହ୍ମପୁର: ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ଗିରଫଦାରୀକୁ  ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ  ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। କଂଗ୍ରେସ କର୍ମୀମାନେ ଦଳୀୟ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଆଇଜିଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ସେମାନେ ରମେଶ ଜେନାଙ୍କୁ ଖଲାସ କରିବା ଓ ତାଙ୍କ ନାଁରେ ମିଥ୍ୟା ମକଦ୍ଦମା ରୁଜୁ ନକରିବା ଦାବି କରି ଆଇଜିଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ […]

cog

cog

Rakesh Mallick
  • Published: Friday, 11 March 2016
  • Updated: 11 March 2016, 04:46 PM IST

Sports

Latest News

ବ୍ରହ୍ମପୁର: ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ଗିରଫଦାରୀକୁ  ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ  ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। କଂଗ୍ରେସ କର୍ମୀମାନେ ଦଳୀୟ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଆଇଜିଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ସେମାନେ ରମେଶ ଜେନାଙ୍କୁ ଖଲାସ କରିବା ଓ ତାଙ୍କ ନାଁରେ ମିଥ୍ୟା ମକଦ୍ଦମା ରୁଜୁ ନକରିବା ଦାବି କରି ଆଇଜିଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଜି ବିକ୍ଷୋଭ ପ୍ରଦର୍ଶନ ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ଯୋଗ ଦେଇଥିଲେ। ଯୁବ, ଛାତ୍ର ଓ ମହିଳା କଂଗ୍ରେସର କର୍ମୀମାନେ ବିକ୍ଷୋଭରେ ସାମିଲ ହୋଇଥିଲେ।

ବିକ୍ଷୋଭ ସମାବେଶକୁ ଆସୁଥିବା ବେଳେ ବାଟରେ ରମେଶ ଜେନାଙ୍କର କିଛି ସମର୍ଥକଙ୍କୁ ପୋଲିସ୍ ଅଟକାଇଥିବା ଅଭିଯୋଗ ହୋଇଛି।

ବରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ରମେଶ ଜେନାଙ୍କ ଉପରେ ଆଉ ଆକ୍ରୋଶମୂଳକ ଭାବେ କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ଆଇଜି ପ୍ରତିଶ୍ରୁତି ଦେଇଛନ୍ତି। ଯାହା ହୋଇଛି ଓ ହେବ ସବୁ ଆଇନ ଅନୁସାରେ ହେବ ବୋଲି ଆଇଜି କହିଛନ୍ତି।”

ଅନ୍ୟପକ୍ଷରେ ଆଜି ବ୍ରହ୍ମପୁର ଏସ୍‌ପି କହିଛନ୍ତି ଯେ ରମେଶ ଗ୍ରୀନ୍ ଇଣ୍ଡିଆ ଚିଟ୍‌ଫଣ୍ଡ୍‌ ସଂସ୍ଥା ସହିତ ସଂପୃକ୍ତ ଅଛନ୍ତି।

ମାର୍ଚ୍ଚ ୬ ତାରିଖରେ ରମେଶଙ୍କୁ ଗିରଫ କରାଯାଇଥିଲା। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା, ବୋମାମାଡ଼, ଅପରାଧିକ ଷଡ଼ଯନ୍ତ୍ର ଓ ଅପରାଧିକୁ ଆଶ୍ରୟ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ବାଲିଘାଟ ନିଲାମ, ବିଲଡର୍ସଙ୍କଠାରୁ ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସିଂ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର କାରବାର କ୍ଷେତ୍ରରେ ରମେଶଙ୍କ ସଂପୃକ୍ତି ଅଭିଯୋଗ ନେଇ ବ୍ରହ୍ମପୁର ପୋଲିସ୍ ଖୋଳତାଡ଼ ଜାରି ରଖିଛି। ବ୍ରହ୍ମପୁର ପୋଲିସ୍ ତାଙ୍କୁ ଭୁବନେଶ୍ୱରରୁ ଉଠାଇ ନେଇ ଅଟକ ରଖିବା ପରେ ଗିରଫ କରିଥିଲା। ତାଙ୍କ ସହିତ ତାଙ୍କ ବାପା ଓ ଅନ୍ୟ ଦୁଇ ସହଯୋଗୀ ବାପି ଓ ଜ୍ୟାକିଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି।

ପୋଲିସ୍ ଏବେ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story