ବୁଝାମଣା କମିଟି ମହାନଦୀ ସମସ୍ୟାକୁ ଅଧିକ ବିବାଦୀୟ କରିବ: ବିଜୟ ମହାପାତ୍ର

ଭୁବନେଶ୍ୱର: ବୁଝାମଣା କମିଟି କରିଦେଲେ ମହାନଦୀ ବିବାଦର ସମାଧାନ ହେବ ନାହିଁ। ଏହା ଅଧିକ ବିବାଦ ସୃଷ୍ଟି କରିବ। ଏହି କମିଟିର କିଛି ଆବଶ୍ୟକତା ନ ଥିଲା। କେନ୍ଦ୍ରୀୟ ଜଳ ଆୟୋଗ ଓଡ଼ିଶା ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି। ସେ ଆହୁରି କହିଛନ୍ତି,“ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ବିଫଳ ହୋଇଛି। ଏହାପରେ ଆଉ ଦୁଇଟି ରାସ୍ତା ବାକି […]

bijay

bijay

Rakesh Mallick
  • Published: Saturday, 21 January 2017
  • Updated: 21 January 2017, 02:42 PM IST

Sports

Latest News

ଭୁବନେଶ୍ୱର: ବୁଝାମଣା କମିଟି କରିଦେଲେ ମହାନଦୀ ବିବାଦର ସମାଧାନ ହେବ ନାହିଁ। ଏହା ଅଧିକ ବିବାଦ ସୃଷ୍ଟି କରିବ। ଏହି କମିଟିର କିଛି ଆବଶ୍ୟକତା ନ ଥିଲା। କେନ୍ଦ୍ରୀୟ ଜଳ ଆୟୋଗ ଓଡ଼ିଶା ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି।

ସେ ଆହୁରି କହିଛନ୍ତି,“ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ବିଫଳ ହୋଇଛି। ଏହାପରେ ଆଉ ଦୁଇଟି ରାସ୍ତା ବାକି ରହିଥିଲା। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଉଭୟ ରାଜ୍ୟକୁ ଡାକି ଆଲୋଚନା କରିଥାନ୍ତେ କିମ୍ବା ଟ୍ରିବ୍ୟୁନାଲ ଗଠନ କରାଯାଇଥାନ୍ତା। ହେଲେ ଏହି ବୁଝାମଣା କମିଟି କାହିଁକି ଗଠନ ହେଲା ମୁଁ ବୁଝିପାରୁନାହିଁ। ଏହି କମିଟିକୁ କିଏ କାହିଁକି ମାନିବ?”

ସେ କହିଛନ୍ତି,“ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ବିଫଳ ହେବା ପରେ ନଭେମ୍ବର ୨୧ ତାରିଖରେ ରାଜ୍ୟ ସରକାର ବିଧିବଦ୍ଧ ଭାବେ ଟ୍ରିବ୍ୟୁନାଲ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ସରକାରଙ୍କ ପାଖରେ ଏକମାତ୍ର ରାସ୍ତା ରହିଛି ଟ୍ରିବ୍ୟୁନାଲ ଗଠନ କରିବାକୁ।”

ସେ ଆହୁରି କହିଛନ୍ତି,“ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଏହି ବିବାଦର ଅଂଶିଦାର ନୁହନ୍ତି। ସେମାନଙ୍କୁ ଏହି କମିଟିରେ ନିଆଯିବାର ଆଦୌ ନ ଥିଲା। ମୁଁ ଚାହିଁଛି ବିବାଦର ସମାଧାନ ହେଉ। ହେଲେ ଏହି ସମସ୍ୟା ଯେଉଁ ବାଟ ଦେଇ ଯାଉଛି ତାହା ବିବାଦକୁ ଅଧିକ ଜଟିଳ କରୁଛି। ଟ୍ରିବ୍ୟୁନାଲ ଗଠନ କରି ଦେଇଥିଲେ ଘଟଣାରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଥାନ୍ତା। ଟ୍ରିବ୍ୟୁନାଲରେ ଓଡ଼ିଶା ନ୍ୟାୟ ପାଇଥାନ୍ତି କି ନାହିଁ ସେ ଅଲଗା କଥା। ହେଲେ ଟ୍ରିବ୍ୟୁନାଲର ଆଦେଶ ସମସ୍ତେ ମାନିଥାନ୍ତେ। ଏହି ବିବାଦ ପଛରେ ସିଡବ୍ଲ୍ୟୁସିର ଭୁମିକା ରହିଛି। ସିଡବ୍ଲ୍ୟୁସିର କିଛି ବଡ଼ବଡ଼ିଆ ଅଧିକାରୀ ଓଡ଼ିଶା ବିରୋଧରେ ସବୁବେଳେ ଚକ୍ରାନ୍ତ କରି ଆସିଛନ୍ତି। ଜଳ ସମ୍ପଦ ବିଭାଗ ଓ ସିଡବ୍ଲ୍ୟୁସି ଘଟଣାକୁ ଜଟିଳ କରିବାକୁ ଚାହିଁଛନ୍ତି।”

ବିଜେପି ପାଇଁ ଆମେ ସମସ୍ତା କାମ କରୁଛୁ। ତେବେ ଅମିତ ଶାହାଙ୍କ ଗସ୍ତକୁ ନେଇ ସେ କିଛି ଜାଣି ନ ଥିବା ଓ ତାଙ୍କ ସହ କେହି ଆଲୋଚନା କରି ନ ଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story