ପୁଣି ଡରାଇଲେ ବସ୍‌ ମାଲିକ: ଭଡ଼ା ବଢ଼ାଇବାକୁ ଧମକ, ୭ରେ ନିଷ୍ପତ୍ତି

କଟକ (ଓଡ଼ିଶା ରିପୋର୍ଟର): ବସ୍ ଭଡ଼ା ବୃଦ୍ଧି ନେଇ ଚରମ ନିଷ୍ପତ୍ତି ନେଇପାରେ ଅଲ୍‌ ଓଡ଼ିଶା ବସ୍ ମାଲିକ ସଂଘ। ଏ ସମ୍ପର୍କରେ ଆଲୋଚନା ପାଇଁ ଆସନ୍ତା ୭ ତାରିଖରେ ବୈଠକ ବସିବ। ବୈଠକରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରାୟ ୬୨ ଟି ସଂଘ ସଦସ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଆଜି ସଂଘ କର୍ମକର୍ତ୍ତାମାନେ ପାଞ୍ଚ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ଭେଟିଛନ୍ତି। ଦର ବୃଦ୍ଧି ସଙ୍ଗେସଙ୍ଗେ ଅଟୋମେଟିକ୍ ମେକାନିଜମ୍ ମାଧ୍ୟମରେ […]

bus stand

bus stand

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 02:44 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ବସ୍ ଭଡ଼ା ବୃଦ୍ଧି ନେଇ ଚରମ ନିଷ୍ପତ୍ତି ନେଇପାରେ ଅଲ୍‌ ଓଡ଼ିଶା ବସ୍ ମାଲିକ ସଂଘ। ଏ ସମ୍ପର୍କରେ ଆଲୋଚନା ପାଇଁ ଆସନ୍ତା ୭ ତାରିଖରେ ବୈଠକ ବସିବ। ବୈଠକରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରାୟ ୬୨ ଟି ସଂଘ ସଦସ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଆଜି ସଂଘ କର୍ମକର୍ତ୍ତାମାନେ ପାଞ୍ଚ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ଭେଟିଛନ୍ତି। ଦର ବୃଦ୍ଧି ସଙ୍ଗେସଙ୍ଗେ ଅଟୋମେଟିକ୍ ମେକାନିଜମ୍ ମାଧ୍ୟମରେ ବସ୍ ଭଡ଼ା ବୃଦ୍ଧି, ପୋଲିସକୁ ମୋଟର ଭେହିକିଲ୍ ଚେକିଂ କ୍ଷମତା ନ ଦେବା, ଜାତୀୟ ରାଜପଥରେ ଥିବା ଟୋଲ୍ ଗେଟ୍‌ରେ ମାସିକିଆ ଟଙ୍କା ଆଦାୟ ନେଇ ସଂଘ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି। ଦୀର୍ଘଦିନ ହେବ ଏ ନେଇ ସରକାର ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନାହାନ୍ତି। ଏହି ଦୃଷ୍ଟିରୁ ଆସନ୍ତା ୭ ତାରିଖ ବୈଠକରେ ବସ୍ ଚଳାଚଳ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସଂଘ ପ୍ରବକ୍ତା ଦେବାଶିଷ ନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story