ବ୍ୟବସାୟିକ ଗାଡ଼ିରେ ଲାଗିବ ବେଗ ନିୟନ୍ତ୍ରଣ ଉପକରଣ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଏଣିକି ସବୁ କର୍ମସିଆଲ ଭେହିକଲ (ବ୍ୟବସାୟିକ ଗାଡ଼ି)ରେ ବେଗ ନିୟନ୍ତ୍ରଣ ଉପକରଣ (ସ୍ପିଡ୍‌ ଲିମିଟ୍‌ ଡିଭାଇସ୍‌) ଲାଗିବ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜୁନ ୩୧ ତାରିଖ ସୁଦ୍ଧା ସବୁ ଯାନବାହାନର ଇଞ୍ଜିନରେ ବେଗ ନିୟନ୍ତ୍ରଣ ଉପକରଣ ଲାଗିବ ବୋଲି ଏଥିରେ ଉଲ୍ଲେଖ ରହିଛି। ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର […]

bus

bus

Rakesh Mallick
  • Published: Tuesday, 17 May 2016
  • Updated: 17 May 2016, 03:22 PM IST

Sports

Latest News

busଭୁବନେଶ୍ୱର: ସଡ଼କ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଏଣିକି ସବୁ କର୍ମସିଆଲ ଭେହିକଲ (ବ୍ୟବସାୟିକ ଗାଡ଼ି)ରେ ବେଗ ନିୟନ୍ତ୍ରଣ ଉପକରଣ (ସ୍ପିଡ୍‌ ଲିମିଟ୍‌ ଡିଭାଇସ୍‌) ଲାଗିବ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜୁନ ୩୧ ତାରିଖ ସୁଦ୍ଧା ସବୁ ଯାନବାହାନର ଇଞ୍ଜିନରେ ବେଗ ନିୟନ୍ତ୍ରଣ ଉପକରଣ ଲାଗିବ ବୋଲି ଏଥିରେ ଉଲ୍ଲେଖ ରହିଛି।

ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି କହିଛନ୍ତି, “୮ରୁ ଅଧିକ ସିଟ୍‌ ଓ ୩୫୦୦ କେଜିରୁ ଅଧିକ ଓଜନର ଗାଡ଼ି ସମେତ ଘରୋଇ ଓ ଟୁରିଷ୍ଟ ଗାଡ଼ିର ବେଗ ଘଣ୍ଟା ପ୍ରତି ୮୦ କି.ମି.ରେ ସୀମିତ ରଖାଯାଇଛି। ସ୍କୁଲ ବସ୍‌ର ବେଗ ଘଣ୍ଟା ପ୍ରତି ସର୍ବାଧିକ ୬୦ କି.ମି. ରଖାଯାଇଛି। ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ଯେଉଁମାନେ ବେଗ ନିୟନ୍ତ୍ରଣ ଉପକରଣ ଲଗାଇବେ ନାହିଁ, ସେ ଗାଡ଼ିର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ସ୍ପିଡ ଲିମିଟ୍‌ ଡିଭାଇସ ଲଗାଇବା ପାଇଁ ରାଜ୍ୟ ସରକାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିରେ ଭାଗ ନେବାକୁ ଥିବା ସଂସ୍ଥା ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଥିବେ। ପ୍ରତି ଡିଭାଇସର ଦାମ ୫୦୦୦ରୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ଘରୋଇ ବସ୍‌ ମାଲିକ ସଂଘ ସଭାପତି ଦେବେନ୍ଦ୍ର ସାହୁ କହିଛନ୍ତି, “ଏହାଦ୍ୱାରା ଦୁର୍ଘଟଣାର ପରିମାଣ କମିବ। ସାଧାରଣ ଲୋକେ ଉପକୃତ ହେବ। କିନ୍ତୁ ଯେଉଁ ଗାଡ଼ି ଫୋର୍‌ ଲେନ୍‌, ସିକ୍ସ ଲେନ୍‌ରେ ଚାଲୁଛି, ତା’ ପାଇଁ ବେଗ ଅଧିକ ରଖାଯାଇଥିଲେ ଭଲ ହୋଇଥାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story