ବିଧାୟକ କିଶୋର ତରାଇଙ୍କ ନାଁରେ ଥାନାରେ ଏତଲା

କେନ୍ଦ୍ରାପଡ଼ା: ବାପା ଓ ପତ୍ନୀଙ୍କ ନାଁକୁ ନେଇ ବିବାଦୀୟ ହୋଇପଡ଼ିଥିବା କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି କେନ୍ଦ୍ରାପଡ଼ା ବିଜେପି ଯୁବ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ସାମଲ। ବିଧାୟକ ତରାଇ ବିଧାନସଭା ନିର୍ବାଚନ ସମୟରେ ତାଙ୍କ ବାପାଙ୍କ ନାମ ନେଇ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରି କେନ୍ଦ୍ରାପଡ଼ା ଥାନାରେ ଏହି ଏତଲା ଦିଆଯାଇଛି। ଏତଲାରେ କୁହାଯାଇଛି, ୨୦୧୪ ବିଧାନସଭା ନିର୍ବାଚନରେ କିଶୋର ତରାଇ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ […]

kishoretarai

kishoretarai

Rakesh Mallick
  • Published: Tuesday, 31 January 2017
  • Updated: 31 January 2017, 12:45 PM IST

Sports

Latest News

କେନ୍ଦ୍ରାପଡ଼ା: ବାପା ଓ ପତ୍ନୀଙ୍କ ନାଁକୁ ନେଇ ବିବାଦୀୟ ହୋଇପଡ଼ିଥିବା କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି କେନ୍ଦ୍ରାପଡ଼ା ବିଜେପି ଯୁବ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ସାମଲ। ବିଧାୟକ ତରାଇ ବିଧାନସଭା ନିର୍ବାଚନ ସମୟରେ ତାଙ୍କ ବାପାଙ୍କ ନାମ ନେଇ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରି କେନ୍ଦ୍ରାପଡ଼ା ଥାନାରେ ଏହି ଏତଲା ଦିଆଯାଇଛି।

ଏତଲାରେ କୁହାଯାଇଛି, ୨୦୧୪ ବିଧାନସଭା ନିର୍ବାଚନରେ କିଶୋର ତରାଇ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ହୋଇଥିଲେ। ସେ ପ୍ରାର୍ଥିପତ୍ର ସହିତ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ବାପାଙ୍କ ନାମ ବିମଳ ତରାଇ ବନାମ ବିମଳ ଚନ୍ଦ୍ର ତରାଇ ବୋଲି ଉଲ୍ଲେଖ କରିଥିଲେ। ୨୦୦୪ରେ ସେ ପଟ୍ଟାମୁଣ୍ଡାଇ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ସେତେବେଳେ ସେ ପ୍ରାର୍ଥିପତ୍ର ସହିତ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ବାପାଙ୍କ ନାମ ବିମ୍ବାଧର ତରାଇ ବୋଲି ଉଲ୍ଲେଖ କରିଥିଲେ। ସେ ପ୍ରାର୍ଥିପତ୍ରରେ ଅସତ୍ୟ ସୂଚନା ଦେଉଥିବାରୁ ଏହା ରିପ୍ରେଜେଣ୍ଟେସନ୍ ଅଫ୍ ପିପୁଲ୍ସ ଆକ୍ଟର ଧାରା ୧୨୫ (ଏ) ଅନୁଯାୟୀ ଧର୍ତ୍ତବ୍ୟ ଅପରାଧ ବୋଲି ଦଳ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story