କାଷ୍ଟିଂ କାଉଚ୍‌ ମାମଲା: ଶର୍ମିଷ୍ଠାଙ୍କ ଅଭିଯୋଗକୁ ଖଣ୍ଡନ କଲେ ପ୍ରଯୋଜିକା ବିନି

ଭୁବନେଶ୍ୱର: ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ନେଇ ଅଭିନେତ୍ରୀ ଶର୍ମିଷ୍ଠା ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ଆଜି ପ୍ରଯୋଜିକା ବିନି ସାମଲ ମୁହଁ ଖୋଲିଛନ୍ତି। ଉର୍ମୀ କମ୍ୟୁନିକେସନ୍ ତରଫରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀ ବିନି କହିଛନ୍ତି,“ଶର୍ମିଷ୍ଠାଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ। ମୋ ପାଖରେ ବହୁ ନବାଗତ କଳାକାର କାମ କରୁଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ନବାଗତ କାଷ୍ଟିଂ କାଉଚ୍ ନେଇ ଅଭିଯୋଗ କରି ନାହାନ୍ତି। ସେ ଜଣେ ହିଁ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛି। […]

bini samala

bini samala

Rakesh Mallick
  • Published: Monday, 27 June 2016
  • Updated: 27 June 2016, 01:36 PM IST

Sports

Latest News

press meet biniଭୁବନେଶ୍ୱର: ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ନେଇ ଅଭିନେତ୍ରୀ ଶର୍ମିଷ୍ଠା ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ଆଜି ପ୍ରଯୋଜିକା ବିନି ସାମଲ ମୁହଁ ଖୋଲିଛନ୍ତି। ଉର୍ମୀ କମ୍ୟୁନିକେସନ୍ ତରଫରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀ ବିନି କହିଛନ୍ତି,“ଶର୍ମିଷ୍ଠାଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ। ମୋ ପାଖରେ ବହୁ ନବାଗତ କଳାକାର କାମ କରୁଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ନବାଗତ କାଷ୍ଟିଂ କାଉଚ୍ ନେଇ ଅଭିଯୋଗ କରି ନାହାନ୍ତି। ସେ ଜଣେ ହିଁ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛି। ମୋ ପାଖରେ ଯେଉଁ ତିନିଶହ ଜଣ କଳାକାର ଅଛନ୍ତି ସେମାନେ କ’ଣ ଖରାପ?”

ଗତକାଲି ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ନେଇ ମହିଳା ଥାନାରେ ଅଭିନେତ୍ରୀ ଶର୍ମିଷ୍ଠା ଅଭିଯୋଗ କରିଥିଲେ। ନିର୍ଦ୍ଦେଶକ ତାପସ ସରଘରିଆ, ଚଣ୍ଡି ପରିଜା, ଧାରାବାହିକ ପ୍ରଯୋଜକ ବିନି ସାମଲ, ନିହାର ସାମଲ, ପ୍ରଯୋଜକ ସୁବ୍ରତ ନାୟକ ଓ ଇଭେଣ୍ଟ ମ୍ୟାନେଜର ବାପି ଜେନା ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିବା ନେଇ ଏତଲା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story