ସର୍ଜେଣ୍ଟଙ୍କ ବିରୋଧରେ ମହିଳା କନଷ୍ଟେବଳଙ୍କ ଦୁଷ୍କର୍ମ ଅଭିଯୋଗ

ବୌଦ୍ଧ: ଜଣେ ପୋଲିସ ସର୍ଜେଣ୍ଟଙ୍କ ବିରୋଧରେ ପ୍ରତାରଣା ଓ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ମହିଳା କନଷ୍ଟେବଳ। ଏପରି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ। ଅଭିଯୁକ୍ତ ସର୍ଜେଣ୍ଟ ଜଣକ ହେଲେ ବିଶ୍ୱଜିତ ତାରିଣୀ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ବିଶ୍ୱଜିତ ଫେରାର ହୋଇଯାଇଥିବା ଜଣାପଡିଛି। ଅଭିଯୋଗ ଅନୁସାରେ କିଛିମାସ ପୂର୍ବେ ବିଶ୍ୱଜିତ ସର୍ଜେଣ୍ଟ ଭାବେ ନିଯୁକ୍ତି ପାଇଥିଲେ। ବୌଦ୍ଧ ପୋଲିସରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳଙ୍କ ସହ ତାଙ୍କର […]

boudha

boudha

Rakesh Mallick
  • Published: Tuesday, 31 January 2017
  • Updated: 31 January 2017, 08:31 PM IST

Sports

Latest News

ବୌଦ୍ଧ: ଜଣେ ପୋଲିସ ସର୍ଜେଣ୍ଟଙ୍କ ବିରୋଧରେ ପ୍ରତାରଣା ଓ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ମହିଳା କନଷ୍ଟେବଳ। ଏପରି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ। ଅଭିଯୁକ୍ତ ସର୍ଜେଣ୍ଟ ଜଣକ ହେଲେ ବିଶ୍ୱଜିତ ତାରିଣୀ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ବିଶ୍ୱଜିତ ଫେରାର ହୋଇଯାଇଥିବା ଜଣାପଡିଛି।

ଅଭିଯୋଗ ଅନୁସାରେ କିଛିମାସ ପୂର୍ବେ ବିଶ୍ୱଜିତ ସର୍ଜେଣ୍ଟ ଭାବେ ନିଯୁକ୍ତି ପାଇଥିଲେ। ବୌଦ୍ଧ ପୋଲିସରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବିଶ୍ୱଜିତ ବିବାହର ପ୍ରତିଶ୍ରୁତି ଦେଇ ପୀଡିତାଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିଲେ। ପରେ ଏହାର ଭିଡିଓ ଓ ଫଟୋକୁ ସେ ସୋସିଆଲ ମିଡିଆରେ ଛାଡି ଦେଇଥିଲେ।

ସମ୍ପୃକ୍ତ କନଷ୍ଟେବଳଙ୍କ ପକ୍ଷରୁ ଓଡ଼ିଶା ନାରୀ ସୁରକ୍ଷା ମଞ୍ଚର ଏକ ପ୍ରତିନିଧି ଦଳ ଆଜି ବୌଦ୍ଧ ଏସ୍‌ପିଙ୍କୁ ଭେଟି ଘଟଣାର ତଦନ୍ତ ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି।

ଓଡ଼ିଶା ନାରୀ ସୁରକ୍ଷା ମଞ୍ଚ ସଭାନେତ୍ରୀ ସସ୍ମିତା ଦାସ କହିଛନ୍ତି,“ଆଜି ପୀଡିତାଙ୍କ ଘରକୁ ଯାଇଥିଲୁ। ସେ ମାନସିକ ସ୍ତରରେ ବହୁତ ଆଘାତ ପାଇଥିବାରୁ ଆମ ସହ କଥା ହୋଇ ପାରିଲେ ନାହିଁ। ତାଙ୍କ ବାପା ଓ ଭିଣୋଇଙ୍କ ସହ କଥା ହୋଇଛୁ। ଆମେ ଏସ୍‌ପିଙ୍କୁ ଭେଟି ଲିଖିତ ଅଭିଯୋଗ କରିଛୁ। ସର୍ଜେଣ୍ଟ ଜଣଙ୍କ ଯେଉଁ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ତାକୁ ବ୍ଲକ କରିବାକୁ ଦାବି କରିଥିଲୁ। ଏହାସହ ସମ୍ପୃକ୍ତ ସର୍ଜେଣ୍ଟଙ୍କୁ ତୁରନ୍ତ ଗିରଫ କରିବାକୁ କହିଛୁ।”

ସେ କହିଛନ୍ତି,“ପୀଡିତା କେବଳ ସର୍ଜେଣ୍ଟଙ୍କ ନାଁରେ ଅଭିଯୋଗ କରିଛନ୍ତି। କିନ୍ତୁ ଘଟଣାରେ ଆହୁରି ଜଣେ ଦୁଇ ଜଣ ସମ୍ପୃକ୍ତ ଥିବା ଆମେ ଅନୁମାନ କରୁଛୁ। ପୋଲିସ ଏହାର ତଦନ୍ତ କରିବ। ଏହି ଘଟଣାକୁ ନେଇ ଜଣେ ପିଲା ପୀଡିତା ଓ ତାଙ୍କ ପରିବାରକୁ ଧମକ ଦେଉଥିବା କନଷ୍ଟେବଳଙ୍କ ବାପା ଆମକୁ କହିଛନ୍ତି।”

ଏସ୍‌ପି ବି. ଗଙ୍ଗାଧର କହିଛନ୍ତି,“ଏ ନେଇ ବୌଦ୍ଧ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୁକ୍ତ ଫେରାର ଅଛନ୍ତି, ତାଙ୍କୁ ଧରିବାକୁ ଚେଷ୍ଟା କରୁଛୁ। ଭିଡିଓ ଭାଇରାଲ ହୋଇଥିବା ନେଇ ନାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ଯଦି ଏହା ସତ୍ୟ ହୋଇଥିବ ତେବେ ଆମେ ଏହାକୁ ବ୍ଲକ କରାଇ ଦେବୁ। ଏହି ମାମଲାରେ ଆଉ ଯିଏ ବି ସମ୍ପୃକ୍ତ ଥିବା ଜଣାପଡିବ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story