ବ୍ରହ୍ମପୁର: ଚିକିଟି ଧାନଘର ନିକଟରେ ବିସ୍ଫୋରଣ, ୧୦ ଆହତ, ୩ ଜଣ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ଧାନଘର ନିକଟରେ ଅଘଟଣ ଘଟିଛି। ଏକ ବାଣ ଦୋକାନରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି। କାରଣ ଅସ୍ପଷ୍ଟ ଥିବା ସତ୍ତ୍ୱେ ବାଣ ଫୁଟାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି। ୨ ଜଣ ଛୋଟ ଝିଅଙ୍କ ସମେତ ଏହି ବିସ୍ଫୋରଣ ରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି। ଆହତମାନେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଗୁରୁତର ୩ […]

BMPR BLAS

BMPR BLAS

Rakesh Mallick
  • Published: Wednesday, 11 November 2015
  • Updated: 11 November 2015, 06:08 PM IST

Sports

Latest News

berhampur blastବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ଧାନଘର ନିକଟରେ ଅଘଟଣ ଘଟିଛି। ଏକ ବାଣ ଦୋକାନରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି। କାରଣ ଅସ୍ପଷ୍ଟ ଥିବା ସତ୍ତ୍ୱେ ବାଣ ଫୁଟାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି। ୨ ଜଣ ଛୋଟ ଝିଅଙ୍କ ସମେତ ଏହି ବିସ୍ଫୋରଣ ରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି। ଆହତମାନେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଗୁରୁତର ୩ ଜଣଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଦୋକାନରେ ଥିବା ବୋମା ଫୁଟିଥିବାର ମଧ୍ୟ ଆଶଙ୍କା କରାଯାଉଛି। ଆହତଙ୍କ ମଧ୍ୟରୁ ଜଣଙ୍କର ଦେହ ସାରା କାଚଗୁଣ୍ଡ ଲାଗିଥିବା ଦେଖାଯାଇଛି। ବିସ୍ଫୋରଣ ଯୋଗୁଁ ନିକଟସ୍ଥ ଦୋକାନ ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story