ଆମେ ଏମିତି ନେଉଛୁ ଝିଅଙ୍କ ଯତ୍ନ : ପୋଲ ତଳୁ ମିଳିଲା ଜୀବିତ କନ୍ୟା

ଯୋଡ଼ା (ଓଡ଼ିଶା ରିପୋର୍ଟର): ପୁଣି ଶିଶୁକନ୍ୟା ଅଲୋଡ଼ା ହୋଇପଡ଼ିଛି। କେତେବେଳେ ଜଙ୍ଗଲରୁ ଶିଶୁ କନ୍ୟା ଉଦ୍ଧାର ହେଉଛି ତ ଆଉ କେତେ ବେଳେ ପୋଲ ତଳୁ। ଆଜି ଏପରି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳରେ। ଏକ ପୋଲ ତଳୁ କାନ୍ଦୁ ଥିବା ଜଣେ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆଜି ସନ୍ଧ୍ୟାରେ ଝୁମ୍ପୁଡ଼ି ହଟିଂ ଅଞ୍ଚଳର ଜଣେ ଯୁବକ ସୁନା ନଦୀକୁ ଶୌଚ […]

Rakesh Mallick
  • Published: Friday, 22 September 2017
  • Updated: 22 September 2017, 11:27 PM IST

ଯୋଡ଼ା (ଓଡ଼ିଶା ରିପୋର୍ଟର): ପୁଣି ଶିଶୁକନ୍ୟା ଅଲୋଡ଼ା ହୋଇପଡ଼ିଛି। କେତେବେଳେ ଜଙ୍ଗଲରୁ ଶିଶୁ କନ୍ୟା ଉଦ୍ଧାର ହେଉଛି ତ ଆଉ କେତେ ବେଳେ ପୋଲ ତଳୁ। ଆଜି ଏପରି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳରେ। ଏକ ପୋଲ ତଳୁ କାନ୍ଦୁ ଥିବା ଜଣେ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଆଜି ସନ୍ଧ୍ୟାରେ ଝୁମ୍ପୁଡ଼ି ହଟିଂ ଅଞ୍ଚଳର ଜଣେ ଯୁବକ ସୁନା ନଦୀକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ପୋଲ ତଳୁ ନବଜାତ ଶିଶୁ କନ୍ୟାର କାନ୍ଦ ଶୁଣିବାକୁ ପାଇଥିଲେ। ପରେ ଶିଶୁଟିକୁ ଉଦ୍ଧାର କରି ଟାଟା ଷ୍ଟିଲ୍‌ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏବେ ମଧ୍ୟ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ପୋଲ ତଳକୁ ଶିଶୁଟି କେମିତି ଆସିଲା, ତାହା ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story