କଣ୍ଟାବାଡ଼ରେ ଲୁଗା ପକାଇ କଳି କରୁଛି ଚୀନ୍‌: ଜାରି କଲା ମାନଚିତ୍ର, କହିଲା ଭାରତ ଅକ୍ତିଆର କରିଥିବା ଜମି ମୋର

ନୂଆଦିଲ୍ଲୀ:ସିକିମ ସେକ୍ଟରରେ ସୀମାକୁ ନେଇ ସୃଷ୍ଟି ହୋଇଥିବ ଉତ୍ତେଜନା ଥମିବାର ନା ଧରୁନି। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ସମସ୍ୟା ସୃଷ୍ଟି କରିଚାଲିଛି ଚୀନ।  ସିକିମ ସେକ୍ଟରରେ ଜବରଦସ୍ତ ଅନୁପ୍ରବେଶ ଉଦ୍ୟମ ଜାରି ରଖିଥିବା ଚୀନ ଏବେ ଗୋଟିଏ ବିବାଦୀୟ ମାନଚ୍ଚିତ୍ର ଜାରି କରିଛି। ଯେଉଁଥିରେ ଭାରତ ଦାବି କରୁଥିବା କ୍ଷେତ୍ରକୁ ଚୀନ୍‌ର ତା’ର ନିଜର ବୋଲି ଦର୍ଶାଯାଇଛି। ଏହି ମ୍ୟାପଟି ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ୱେବସାଇଟ୍‌ରେ ପ୍ରକାଶ ପାଇଛି। ଚୀନ କହିଛି ଯେ, ଭାରତୀୟ […]

china-2

china-2

Rakesh Mallick
  • Published: Saturday, 01 July 2017
  • Updated: 01 July 2017, 05:11 PM IST

Sports

Latest News

ନୂଆଦିଲ୍ଲୀ:ସିକିମ ସେକ୍ଟରରେ ସୀମାକୁ ନେଇ ସୃଷ୍ଟି ହୋଇଥିବ ଉତ୍ତେଜନା ଥମିବାର ନା ଧରୁନି। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ସମସ୍ୟା ସୃଷ୍ଟି କରିଚାଲିଛି ଚୀନ।  ସିକିମ ସେକ୍ଟରରେ ଜବରଦସ୍ତ ଅନୁପ୍ରବେଶ ଉଦ୍ୟମ ଜାରି ରଖିଥିବା ଚୀନ ଏବେ ଗୋଟିଏ ବିବାଦୀୟ ମାନଚ୍ଚିତ୍ର ଜାରି କରିଛି। ଯେଉଁଥିରେ ଭାରତ ଦାବି କରୁଥିବା କ୍ଷେତ୍ରକୁ ଚୀନ୍‌ର ତା’ର ନିଜର ବୋଲି ଦର୍ଶାଯାଇଛି।

ଏହି ମ୍ୟାପଟି ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ୱେବସାଇଟ୍‌ରେ ପ୍ରକାଶ ପାଇଛି। ଚୀନ କହିଛି ଯେ, ଭାରତୀୟ ଯବାନମାନେ ସକିମର ସୀମା ଉଲ୍ଲଂଘନ କରି ଚୀନ୍‌ ଅଧିକୃତ ଅଞ୍ଚଳକୁ ମାଡ଼ିଆସିଛନ୍ତି।  ସିକିମର ଡୋକଲାମ ଅଞ୍ଚଳରେ ଭାରତ, ଭୁଟାନ ଏବଂ ଚୀନର ସୀମାକୁ ନେଇ ବିବାଦ ଜାରି ରହିଛି। ଗୋଟିଏ ପଟେ ଭୁଟାନ ସଂଲଗ୍ନ ଇଲାକାରେ ଚୀନ୍‌ ଜବରଦସ୍ତ ରାସ୍ତା ନିର୍ମାଣ ଜାରି ରଖିଥିବା ବେଳେ ଏବେ ଭାରତୀୟ କ୍ଷେତ୍ରକୁ ନିଜର ବୋଲି ଦର୍ଶାଇଛି। ଚୀନର ଏଭଳି ନୀତିକୁ ନେଇ ଭୁଟାନ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛି। ସ୍ଥିତାବସ୍ଥା ବଜାୟ ପାଇଁ ଭୁଟାନ ଚୀନକୁ କହିଛି।  ସେପଟେ ସୀମାରେ ଉତ୍ତେଜନା ଜାରି ରହିଥିବାରୁ ଭାରତ ୩୦୦୦ ସୈନ୍ୟକୁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story