ଚୌଦ୍ୱାର ଜେଲ୍‌ ଗଲେ ଡି’ ବ୍ରଦର୍ସ

କଟକ: ଡି’ ବ୍ରଦର୍ସଙ୍କୁ ଆଜି ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ଆଜି ସେମାନଙ୍କ ଚତୁର୍ଥ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ କଟକ ଏସ୍‌ଡିଜେଏମ୍‌ଙ୍କ ବାସଭବନ କାର୍ଯ୍ୟାଳୟରେ ସେମାନଙ୍କୁ ହାଜର କରାଯାଇଥିଲା। ପୋଲିସ ଦୁଇ ଭାଇଙ୍କୁ ଆଉ ରିମାଣ୍ଡରେ ନେବାକୁ ଆବେଦନ ନ କରିବାକୁ ଜେଲକୁ ପଠାଇ ଦିଆଯାଇଛି। ସେହିପରି ଡି’ ବ୍ରଦର୍ସଙ୍କ ସହଯୋଗୀ ଦେବାଶିଷ କରକୁ ମଧ୍ୟ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷେ ଗତକାଲି ଡି’ ବ୍ରଦର୍ସଙ୍କୁ ପୋଲିସ ଚଲାଇ ଚଲାଇ ନେବା ଆଇନର […]

d-brothers

d-brothers

Rakesh Mallick
  • Published: Sunday, 28 February 2016
  • Updated: 28 February 2016, 01:34 PM IST

Sports

Latest News

କଟକ: ଡି’ ବ୍ରଦର୍ସଙ୍କୁ ଆଜି ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ଆଜି ସେମାନଙ୍କ ଚତୁର୍ଥ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ କଟକ ଏସ୍‌ଡିଜେଏମ୍‌ଙ୍କ ବାସଭବନ କାର୍ଯ୍ୟାଳୟରେ ସେମାନଙ୍କୁ ହାଜର କରାଯାଇଥିଲା। ପୋଲିସ ଦୁଇ ଭାଇଙ୍କୁ ଆଉ ରିମାଣ୍ଡରେ ନେବାକୁ ଆବେଦନ ନ କରିବାକୁ ଜେଲକୁ ପଠାଇ ଦିଆଯାଇଛି। ସେହିପରି ଡି’ ବ୍ରଦର୍ସଙ୍କ ସହଯୋଗୀ ଦେବାଶିଷ କରକୁ ମଧ୍ୟ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି।

ଅନ୍ୟପକ୍ଷେ ଗତକାଲି ଡି’ ବ୍ରଦର୍ସଙ୍କୁ ପୋଲିସ ଚଲାଇ ଚଲାଇ ନେବା ଆଇନର ବିରୋଧାଚରଣ କରୁଛି ବୋଲି ସେମାନଙ୍କ ଓକିଲ କହିଛନ୍ତି। ଗତକାଲି ଡି’ ବ୍ରଦର୍ସଙ୍କ ସିଡିଏ ସ୍ଥିତ କାର୍ଯ୍ୟାଳୟରେ ଯାଞ୍ଚ ସମୟରେ ପୋଲିସକୁ କିଛି ନକଲ କାଗଜପତ୍ର ମିଳିଛି। ଏହାକୁ ନେଇ ମର୍କତନଗର ଥାନାରେ ଡି’ ବ୍ରଦର୍ସଙ୍କ ନାମରେ ଏକ ମାମଲା ରୁଜୁ ହେବ ବୋଲି ଜଣାପଡିଛି। ପୂର୍ବରୁ ଦୁଇ ଭାଇଙ୍କ ନାମରେ ୧୧ଟି ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story