ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ ଅଣ୍ଡାମାଡ଼, ପୋଲିସ୍ ଉପସ୍ଥିତିରେ ଯୁବକଙ୍କୁ ନିସ୍ତୁକ ମାଡ଼

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଶୁଳିଆପଦାରେ ଅନୁଷ୍ଠିତ ତାଙ୍କର ସଭାସ୍ଥଳ ଉପରକୁ ଲକ୍ଷ୍ୟ କରି ଜଣେ ଯୁବକ ଅଣ୍ଡା ମାଡ଼ କରିଥିଲେ। ଅଣ୍ଡା ପକାଇବା ଅଭିଯୋଗରେ ତାଙ୍କୁ ପୋଲିସ୍ ଧରିଥିବା ବେଳେ ଉପସ୍ଥିତ କିଛି ଲୋକ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଯିଏ ଚାହିଁଲା ତାକୁ ମାରି ଚାଲିଥିଲା। ଏଥିପାଇଁ ପୋଲିସ୍‌କୁ ନାକେଦମ ହେବାକୁ ପଡ଼ିଥିଲା। ଶୁଳିଆପଦାରେ ମୁଖ୍ୟମନ୍ତ୍ରୀ ସଭା ଚାଲିଥିବା ବେଳେ ଅନେକ ସଂଗଠନ ପକ୍ଷରୁ […]

cm

cm

Rakesh Mallick
  • Published: Wednesday, 26 October 2016
  • Updated: 26 October 2016, 01:45 PM IST

Sports

Latest News

cm-eggବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଶୁଳିଆପଦାରେ ଅନୁଷ୍ଠିତ ତାଙ୍କର ସଭାସ୍ଥଳ ଉପରକୁ ଲକ୍ଷ୍ୟ କରି ଜଣେ ଯୁବକ ଅଣ୍ଡା ମାଡ଼ କରିଥିଲେ। ଅଣ୍ଡା ପକାଇବା ଅଭିଯୋଗରେ ତାଙ୍କୁ ପୋଲିସ୍ ଧରିଥିବା ବେଳେ ଉପସ୍ଥିତ କିଛି ଲୋକ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଯିଏ ଚାହିଁଲା ତାକୁ ମାରି ଚାଲିଥିଲା। ଏଥିପାଇଁ ପୋଲିସ୍‌କୁ ନାକେଦମ ହେବାକୁ ପଡ଼ିଥିଲା।

ଶୁଳିଆପଦାରେ ମୁଖ୍ୟମନ୍ତ୍ରୀ ସଭା ଚାଲିଥିବା ବେଳେ ଅନେକ ସଂଗଠନ ପକ୍ଷରୁ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯିବା ସହ ନାରାବାଜି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story