ଚିକିତ୍ସା ପାଇଁ ଆସନ୍ତାକାଲି ଦିଲ୍ଲୀ ଯିବେ ଯୋଡ଼ାମୁଣ୍ଡ ଶିଶୁ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଲିପଡ଼ା ଗାଁର ଭୂୟାଁ କହଁରଙ୍କ ଯୋଡାମୁଣ୍ଡ ଶିଶୁଙ୍କ ଚିକିତ୍ସାପାଇଁ ପ୍ରୟାସ ଆରମ୍ଭ ହୋଇଛି। ଆସନ୍ତାକାଲି ସେମାନେ ଭୁବନେଶ୍ୱରରୁ ରାଜଧାନୀ ଏକ୍ସପ୍ରେସରେ ନୂଆଦିଲ୍ଲୀ ଗସ୍ତରେ ଯିବେ। ସେଠାରେ ଏଏମସ୍‌ରେ ଦୁଇ ଶିଶୁଙ୍କ ଚିକିତ୍ସା କରାଯିବ। ଗତକାଲି ଦୁଇ ଶିଶୁଙ୍କ ସହ ବାପା ମାଆଙ୍କୁ ମିଲିପଡା ଗାଁରୁ ଫିରିଙ୍ଗିଆ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ରାତ୍ରୀଯାପନ ପରେ ଉଭୟ ଆଜି ଭୁବନେଶ୍ୱର ଆସିବେ। ସେମାନଙ୍କ ସହ ନୂଆପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର ଏବଂ […]

bb

bb

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 07:43 AM IST

Sports

Latest News

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଲିପଡ଼ା ଗାଁର ଭୂୟାଁ କହଁରଙ୍କ ଯୋଡାମୁଣ୍ଡ ଶିଶୁଙ୍କ ଚିକିତ୍ସାପାଇଁ ପ୍ରୟାସ ଆରମ୍ଭ ହୋଇଛି। ଆସନ୍ତାକାଲି ସେମାନେ ଭୁବନେଶ୍ୱରରୁ ରାଜଧାନୀ ଏକ୍ସପ୍ରେସରେ ନୂଆଦିଲ୍ଲୀ ଗସ୍ତରେ ଯିବେ। ସେଠାରେ ଏଏମସ୍‌ରେ ଦୁଇ ଶିଶୁଙ୍କ ଚିକିତ୍ସା କରାଯିବ।

ଗତକାଲି ଦୁଇ ଶିଶୁଙ୍କ ସହ ବାପା ମାଆଙ୍କୁ ମିଲିପଡା ଗାଁରୁ ଫିରିଙ୍ଗିଆ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ରାତ୍ରୀଯାପନ ପରେ ଉଭୟ ଆଜି ଭୁବନେଶ୍ୱର ଆସିବେ। ସେମାନଙ୍କ ସହ ନୂଆପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର ଏବଂ ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆସିଷ୍ଟାଣ୍ଟ ମ୍ୟାନେଜର ସୌମ୍ୟ ସାମନ୍ତରାୟ ଅଛନ୍ତି। ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପରିବାର ବର୍ଗଙ୍କୁ ୧ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହାସହ ଜିଲ୍ଲା ରୋଗୀ କଲ୍ୟାଣ ସମିତି ତରଫରୁ ୨୫ହଜାର ଟଙ୍କା ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆସିଷ୍ଟାଣ୍ଟ ମ୍ୟାନେଜର ସୌମ୍ୟ ସାମନ୍ତରାୟ ସେମାନଙ୍କ ସହ ଦିଲ୍ଲୀ ଯିବେ।

ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଶିଶୁର ମାଗଣା ଚିକିତ୍ସା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story