ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ,୧୮ରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ ହେବ। ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆଶାୟୀ ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିବେ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରିବେ। ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚ କରାଯିବ। ୧୮ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୨୩ ତାରିଖରେ ଭୋଟ୍ ସହ ଫଳାଫଳ ପ୍ରକାଶ ପାଇବ। ରାଜଧାନୀରେ ବାଣୀବିହାର, ରମାଦେବୀ ଓ […]

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 07:25 AM IST

Sports

Latest News

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ ହେବ। ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆଶାୟୀ ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିବେ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରିବେ। ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚ କରାଯିବ। ୧୮ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୨୩ ତାରିଖରେ ଭୋଟ୍ ସହ ଫଳାଫଳ ପ୍ରକାଶ ପାଇବ। ରାଜଧାନୀରେ ବାଣୀବିହାର, ରମାଦେବୀ ଓ ମହର୍ଷି ଆଦି ପ୍ରମୁଖ କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ହେଉଛି।

ବିଜେବି କଲେଜରେ ଚଳିତ ବର୍ଷର ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। କଲେଜ ଅଧ୍ୟକ୍ଷ ମହମ୍ମଦ ନୱାଜ ହାସନ୍ ଏହି  ନେଇ ସୂଚନା ଦେଇଛନ୍ତି। କଲେଜ କ୍ୟାମ୍ପସ ପରିସରରେ କ୍ରମାଗତ ଭାବେ ଉତ୍ତେଜନା ଲାଗିରହିଥିବାରୁ କଲେଜ କର୍ତ୍ତୃପକ୍ଷ କଲେଜକୁ ସାଇନ୍-ଏ-ଡାଏ ଘୋଷଣା କରିବା ସହ ନିର୍ବାଚନକୁ ବାତିଲ୍ କରିଦେଇଛନ୍ତି। ଏଥିସହ ଆଜି ସନ୍ଧ୍ୟା ସୁଦ୍ଧା ଛାତ୍ରାବାସ ଖାଲି କରିବାକୁ ଅନ୍ତେବାସୀଙ୍କୁ କଲେଜ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ବର୍ଷ ମଧ୍ୟ ବିଜେବିରେ ଛାତ୍ର ନିର୍ବାଚନ ହୋଇ ନ ଥିଲା। ତେବେ ଚଳିତ ବର୍ଷ ନିର୍ବାଚନ ବନ୍ଦ ପ୍ରତିବାଦରେ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଛି। ରାତି ଅଧିଆ କଲେଜ ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ଛାତ୍ରମାନେ ବିରୋଧ କରିବା ସହ ରାସ୍ତାରୋକ କରିଥିଲେ। ପରିସ୍ଥିତିକୁ ଦେଖି କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story