ବିଜେବି କଲେଜରେ ନିର୍ବାଚନ ଡ୍ରାମା: ତାଲା ପଡ଼ିଲା, ପୁଣି ଖୋଲିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ କ୍ୟାମ୍ପସ ଅଶାନ୍ତି ହୋଇପଡ଼ିଛି। ଗତକାଲି ରାତିରେ ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) କଲେଜର ଛାତ୍ରୀ ନିବାସ ଉପରକୁ ବୋମା ମାଡ଼ ହୋଇଥିଲା। ଯାହାଦ୍ୱାରା ଛାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଆଜି ସକାଳେ ଛାତ୍ରୀମାନେ ହଷ୍ଟେଲ ଛାଡ଼ି ଘରକୁ ଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ବୋମାମାଡ଼ ଘଟଣା ପରେ କ୍ୟାମ୍ପସରେ ନିଜକୁ ସୁରକ୍ଷା ଦାବି କରି କେତେକ ଛାତ୍ର କଲେଜ ଭିତର ଗେଟ୍‌ରେ ତାଲା ପକାଇ ଦେଇଥିଲେ। ବୁଝାଶୁଝା […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 11:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ କ୍ୟାମ୍ପସ ଅଶାନ୍ତି ହୋଇପଡ଼ିଛି। ଗତକାଲି ରାତିରେ ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) କଲେଜର ଛାତ୍ରୀ ନିବାସ ଉପରକୁ ବୋମା ମାଡ଼ ହୋଇଥିଲା। ଯାହାଦ୍ୱାରା ଛାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଆଜି ସକାଳେ ଛାତ୍ରୀମାନେ ହଷ୍ଟେଲ ଛାଡ଼ି ଘରକୁ ଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ବୋମାମାଡ଼ ଘଟଣା ପରେ କ୍ୟାମ୍ପସରେ ନିଜକୁ ସୁରକ୍ଷା ଦାବି କରି କେତେକ ଛାତ୍ର କଲେଜ ଭିତର ଗେଟ୍‌ରେ ତାଲା ପକାଇ ଦେଇଥିଲେ। ବୁଝାଶୁଝା ପରେ ଗେଟ୍‌ରୁ ତାଲା ଖୋଲିଥିବା ଜଣାପଡ଼ିଛି।

ଜଣେ ଛାତ୍ର କହିଛନ୍ତି-“ଆମେ ଚାହୁଁଛୁ ଶାନ୍ତିଶୃଙ୍ଖଳାରେ ନିର୍ବାଚନ ହେଉ। ଏଥିରେ କୌଣସି ବାହାର ଲୋକ ହସ୍ତକ୍ଷେପ କରନ୍ତୁ ନାହିଁ। କିନ୍ତୁ ଯେଭଳି ଭାବେ କଲେଜରେ ବୋମା ମାଡ଼ ହେଉଛି, ତାହାକୁ ଆମେ ବିରୋଧ କରୁଛୁ। ଏବେ ଆମକୁ ସୁରକ୍ଷା ଯୋଗାଇ ଦିଆଯାଉ।”

ଛାତ୍ରୀ କହିଛନ୍ତି-“ଆମ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେଉ। ଏଥିପାଇଁ ଆମକୁ ସୁରକ୍ଷା ଯୋଗାଇ ଦିଆଯାଉ। ବିଶେଷକରି ଲେଡିଜ୍‌ ହଷ୍ଟେଲ ଗୁଡ଼ିକୁ ସୁରକ୍ଷା ଯୋଗାଇ ଦିଆଯାଉ। ବୋମା ମାଡ଼ ଭୟରେ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ଯଦି ଘରକୁ ଚାଲି ଯାଆନ୍ତି, ତାହାହେଲେ କିଏ କାହାକୁ ଭୋଟ୍‌ ଦେବ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story