କ’ଣ ଚାହୁଁଛି ସ୍ୱାଧୀନ ଭାରତର ଜନତା…

<p>ସ୍ୱାଧୀନତା ପ୍ରାପ୍ତିକୁ ୭୦ ବର୍ଷ ପୂରିଛି। ଦେଶ ପାଳିଛି ୭୧ତମ ସ୍ୱାଧୀନତା ଦିବସ। କିଏ ସଂଗ୍ରାମୀ ମାନଙ୍କୁ ମନେପକାଇଛି ତ କିଏ ଗାନ କରିଛି ଦେଶ ବନ୍ଦନା। ସବୁଠି ଫରଫର ହୋଇ ଉଡ଼ିଛି ଜାତୀୟ ପତାକା। କିନ୍ତୁ କ&rsquo;ଣ ଚାହେଁ ଏ ଦେଶର ନାଗରିକ। ସ୍ୱାଧୀନତାର ଉଲ୍ଲାସ ସେମାନଙ୍କ ମନରେ ଉଜ୍ଜିବୀତ ହୋଇ ରହିଛି ନା ନାହିଁ। ପ୍ରତିଥର ସ୍ୱାଧୀନତା ଦିସବକୁ ସେମାନେ କେମିତି ଗ୍ରହଣ କରନ୍ତି। ଏହା ଜାଣିବାକୁ ଚେଷ୍ଟା କରିଥିଲା ଓଡ଼ିଶା ରିପୋର୍ଟର। ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଦେଶର କିଛି ସାଧାରଣ ନାଗରିକଙ୍କୁ ଭେଟିଥିଲେ ଓଡ଼ିଶା ରିପୋର୍ଟରର ଦୁଇ ପ୍ରତିନିଧି ବିଶ୍ୱବନ୍ଦିତା ଏବଂ ବନ୍ଦନା।</p> <p>ଅନେକ ଲୋକଙ୍କ ବଳିଦାନର ପ୍ରତିକ ଏ ତ୍ରିରଙ୍ଗ। ଅନେକ ଜୀବନ ଯିବା ପରେ &nbsp;ଆକାଶରେ ଉଡିଥିଲା ଏହି ତ୍ରିରଙ୍ଗା। ତ୍ରିରଙ୍ଗ ତଳେ ଯୋଡି ହୋଇଯାଇଥିଲେ ଦେଶବାସୀ। ବାପୁଙ୍କ ଖଦି ଓ ଦେଶ ଆଜାଦିର ପ୍ରତିକ ଏ ତ୍ରିରଙ୍ଗ।। ୧୫ ଅଗଷ୍ଟ ଆଗରୁ ଯେମିତି ତତ୍ପର ହୋଇ ଉଠିଥିଲା ସାରେ ଦେଶ। ଆରମ୍ଭ ହୋଇଯାଇଥିଲା ଜୋରସୋର ପ୍ରସ୍ତୁତି। ଦୋକାନରେ ସଜା ହୋଇଥିଲା ଭଳିକି ଭଳି ଡିଜାନର ତ୍ରିରଙ୍ଗ।। ହେଲେ ତେବେ ସ୍ୱାଧୀନତାକୁ ପୁରିଲାଣି ୭୦ବର୍ଷ। କେତେ ଲୋକ ଏ ସ୍ୱାଧୀନତାର ସ୍ୱାଦ ଚାଖିଲେଣି ତାକୁ ନେଇ ଆଜି ମନକୁ ପ୍ରଶ୍ନ ଆସେ। ସ୍ୱାଧୀନ ଭାରତରେ ନିଜକୁ ସ୍ୱାଧୀନ ଅନୁଭବ କରିବାକୁ ନେଇ ଲୋକେ କ&rsquo;ଣ କୁହନ୍ତି ଶୁଣନ୍ତୁ ଏହି ଭିଡିଓରୁ।</p>

Ordigital Desk
  • Published: Tuesday, 15 August 2017
  • Updated: 15 August 2017, 02:54 PM IST

Sports

Latest News

<p>ସ୍ୱାଧୀନତା ପ୍ରାପ୍ତିକୁ ୭୦ ବର୍ଷ ପୂରିଛି। ଦେଶ ପାଳିଛି ୭୧ତମ ସ୍ୱାଧୀନତା ଦିବସ। କିଏ ସଂଗ୍ରାମୀ ମାନଙ୍କୁ ମନେପକାଇଛି ତ କିଏ ଗାନ କରିଛି ଦେଶ ବନ୍ଦନା। ସବୁଠି ଫରଫର ହୋଇ ଉଡ଼ିଛି ଜାତୀୟ ପତାକା। କିନ୍ତୁ କ&rsquo;ଣ ଚାହେଁ ଏ ଦେଶର ନାଗରିକ। ସ୍ୱାଧୀନତାର ଉଲ୍ଲାସ ସେମାନଙ୍କ ମନରେ ଉଜ୍ଜିବୀତ ହୋଇ ରହିଛି ନା ନାହିଁ। ପ୍ରତିଥର ସ୍ୱାଧୀନତା ଦିସବକୁ ସେମାନେ କେମିତି ଗ୍ରହଣ କରନ୍ତି। ଏହା ଜାଣିବାକୁ ଚେଷ୍ଟା କରିଥିଲା ଓଡ଼ିଶା ରିପୋର୍ଟର। ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଦେଶର କିଛି ସାଧାରଣ ନାଗରିକଙ୍କୁ ଭେଟିଥିଲେ ଓଡ଼ିଶା ରିପୋର୍ଟରର ଦୁଇ ପ୍ରତିନିଧି ବିଶ୍ୱବନ୍ଦିତା ଏବଂ ବନ୍ଦନା।</p><p>ଅନେକ ଲୋକଙ୍କ ବଳିଦାନର ପ୍ରତିକ ଏ ତ୍ରିରଙ୍ଗ। ଅନେକ ଜୀବନ ଯିବା ପରେ &nbsp;ଆକାଶରେ ଉଡିଥିଲା ଏହି ତ୍ରିରଙ୍ଗା। ତ୍ରିରଙ୍ଗ ତଳେ ଯୋଡି ହୋଇଯାଇଥିଲେ ଦେଶବାସୀ। ବାପୁଙ୍କ ଖଦି ଓ ଦେଶ ଆଜାଦିର ପ୍ରତିକ ଏ ତ୍ରିରଙ୍ଗ।। ୧୫ ଅଗଷ୍ଟ ଆଗରୁ ଯେମିତି ତତ୍ପର ହୋଇ ଉଠିଥିଲା ସାରେ ଦେଶ। ଆରମ୍ଭ ହୋଇଯାଇଥିଲା ଜୋରସୋର ପ୍ରସ୍ତୁତି। ଦୋକାନରେ ସଜା ହୋଇଥିଲା ଭଳିକି ଭଳି ଡିଜାନର ତ୍ରିରଙ୍ଗ।। ହେଲେ ତେବେ ସ୍ୱାଧୀନତାକୁ ପୁରିଲାଣି ୭୦ବର୍ଷ। କେତେ ଲୋକ ଏ ସ୍ୱାଧୀନତାର ସ୍ୱାଦ ଚାଖିଲେଣି ତାକୁ ନେଇ ଆଜି ମନକୁ ପ୍ରଶ୍ନ ଆସେ। ସ୍ୱାଧୀନ ଭାରତରେ ନିଜକୁ ସ୍ୱାଧୀନ ଅନୁଭବ କରିବାକୁ ନେଇ ଲୋକେ କ&rsquo;ଣ କୁହନ୍ତି ଶୁଣନ୍ତୁ ଏହି ଭିଡିଓରୁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos