ବିଜେପୁର ଉପନିର୍ବାଚନକୁ ନେଇ ବଢ଼ିଲା ଅନିଶ୍ଚିତତା

କଟକ: ବିଜେପୁର ନିର୍ବାଚନ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରି ମାମଲାର ଅନ୍ତ ଘଟାଇବା ଲାଗି ତାଙ୍କ ପରିବାର ପକ୍ଷରୁ ଆବେଦନ କରାଯାଇଥିଲା। ତେବେ ପରାଜିତ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ପକ୍ଷରୁ ଏହାକୁ ଦୃଢ ବିରୋଧ କରାଯାଇଥିଲା। ଆବେଦନକାରୀ କିମ୍ବା ପ୍ରତିପକ୍ଷଙ୍କ ମୃତ୍ୟୁ ହେଲେ ମାମଲା ଆପେ ଆପେ ବନ୍ଦ ହୁଏ ନାହିଁ ବୋଲି ପ୍ରସନ୍ନଙ୍କ ପକ୍ଷରୁ ଯୁକ୍ତି ରଖା ଯାଇଥିଲା। ମାମଲାର ସମାଧାନ ହୋଇପାରି […]

highcoat

highcoat

Rakesh Mallick
  • Published: Friday, 13 October 2017
  • Updated: 13 October 2017, 07:35 AM IST

Sports

Latest News

କଟକ: ବିଜେପୁର ନିର୍ବାଚନ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରି ମାମଲାର ଅନ୍ତ ଘଟାଇବା ଲାଗି ତାଙ୍କ ପରିବାର ପକ୍ଷରୁ ଆବେଦନ କରାଯାଇଥିଲା। ତେବେ ପରାଜିତ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ପକ୍ଷରୁ ଏହାକୁ ଦୃଢ ବିରୋଧ କରାଯାଇଥିଲା। ଆବେଦନକାରୀ କିମ୍ବା ପ୍ରତିପକ୍ଷଙ୍କ ମୃତ୍ୟୁ ହେଲେ ମାମଲା ଆପେ ଆପେ ବନ୍ଦ ହୁଏ ନାହିଁ ବୋଲି ପ୍ରସନ୍ନଙ୍କ ପକ୍ଷରୁ ଯୁକ୍ତି ରଖା ଯାଇଥିଲା। ମାମଲାର ସମାଧାନ ହୋଇପାରି ନ ଥିବାରୁ ବିଜେପୁର ଆସନରେ ଉପ  ନିର୍ବାଚନକୁ ନେଇ ଅନିଶ୍ଚିତତା ବଢିଯାଇଛି।

ବିଜେଡିର ଆଭିମୁଖ୍ୟକୁ ନେଇ ବି ପ୍ରଶ୍ନ ଉଠିଛି। ଏହି ଆସନରେ ସୁବଳଙ୍କ ପତ୍ନୀ ରୀତା ପ୍ରାର୍ଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି। ତା’ସହିତ ଆସନ୍ତା ୨୧ ତାରିଖରେ ନବୀନ ନିଜେ ଏଠାରେ  ନିର୍ବାଚନୀ ବିଗୁଲ ବଜାଇବେ। ଏଭଳି ସ୍ଥିତିରେ ମାମଲା ଫଇସଲା ହେଉ ବୋଲି ପ୍ରସନ୍ନ କାହିଁକି ଚାହୁଁନାହାନ୍ତି ତାଙ୍କୁ ନେଇ ପ୍ରଶ୍ନ ଉଠିଛି। ଏହା ତାଙ୍କ ନିଷ୍ପତ୍ତି ନା ଦଳର ଷ୍ଟ୍ରାଟେଜି ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story