କଂଗ୍ରେସରେ ‘ମୂଷା’ ବିବାଦ: ନିରଞ୍ଜନ ଓ ସୁର ମୁହାଁମୁହିଁ

ଭୁବନେଶ୍ୱର: କଂଗ୍ରେସରେ ଘନେଇବାରେ ଲାଗିଛି ‘ମୂଷା’ ବିବାଦ। କଂଗ୍ରେସରେ ‘ମୂଷା’ ଅଛନ୍ତି ବୋଲି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ତାଙ୍କର ପୂର୍ବ ମନ୍ତବ୍ୟକୁ ଗତକାଲି ପୁଣି ଦୋହରାଇବା ପରେ ଏହାକୁ କଡ଼ା ବିରୋଧ କରିଛନ୍ତି ଅନ୍ୟତମ ବରିଷ୍ଠ ନେତା ସୁର ରାଉତରାୟ। ସେ ଆଜି କହିଛନ୍ତି,“କଂଗ୍ରେସରେ କେହି ମୂଷା ନାହାଁନ୍ତି। ଦଳରେ ସମସ୍ତେ ଜେଣ୍ଟଲ୍‌ମ୍ୟାନ୍।” ନିରଞ୍ଜନଙ୍କୁ ସମାଲୋଚନା କରି ସୁର ରାଉତରାୟ କହିଛନ୍ତି,“ଦଳର ମୂଷା ଅଛନ୍ତି ବୋଲି ନିରଞ୍ଜନ ଯେଉଁ ଉଦ୍ଦେଶ୍ୟରେ କହିଛନ୍ତି, ତାହା ଠିକ୍ ନୁହେଁ। […]

sura-niranjana

sura-niranjana

Rakesh Mallick
  • Published: Monday, 13 June 2016
  • Updated: 13 June 2016, 02:16 PM IST

Sports

Latest News

congress
ଭୁବନେଶ୍ୱର: କଂଗ୍ରେସରେ ଘନେଇବାରେ ଲାଗିଛି ‘ମୂଷା’ ବିବାଦ। କଂଗ୍ରେସରେ ‘ମୂଷା’ ଅଛନ୍ତି ବୋଲି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ତାଙ୍କର ପୂର୍ବ ମନ୍ତବ୍ୟକୁ ଗତକାଲି ପୁଣି ଦୋହରାଇବା ପରେ ଏହାକୁ କଡ଼ା ବିରୋଧ କରିଛନ୍ତି ଅନ୍ୟତମ ବରିଷ୍ଠ ନେତା ସୁର ରାଉତରାୟ।

ସେ ଆଜି କହିଛନ୍ତି,“କଂଗ୍ରେସରେ କେହି ମୂଷା ନାହାଁନ୍ତି। ଦଳରେ ସମସ୍ତେ ଜେଣ୍ଟଲ୍‌ମ୍ୟାନ୍।”

ନିରଞ୍ଜନଙ୍କୁ ସମାଲୋଚନା କରି ସୁର ରାଉତରାୟ କହିଛନ୍ତି,“ଦଳର ମୂଷା ଅଛନ୍ତି ବୋଲି ନିରଞ୍ଜନ ଯେଉଁ ଉଦ୍ଦେଶ୍ୟରେ କହିଛନ୍ତି, ତାହା ଠିକ୍ ନୁହେଁ। ନିରଞ୍ଜନ ତାଙ୍କ ଘରେ ମୂଷା ପାଳିଥିବେ।”

ଅନ୍ୟପକ୍ଷରେ ଦଳରେ ‘ମୂଷା’ ଅଛନ୍ତି ବୋଲି ବାରମ୍ବାର କହିଆସୁଥିବା ନିରଞ୍ଜନ ଆଜି ଏହାର ସଂଜ୍ଞା ବତେଇଛନ୍ତି। ସେ କହିଛନ୍ତି,“ଦଳରେ ଥାଇ ଏହାର ନୀତି ଆଦର୍ଶକୁ ମାନୁ ନ ଥିବା ବ୍ୟକ୍ତି ହିଁ ମୂଷା। ଭ୍ରଷ୍ଟାଚାରରେ ଲିପ୍ତ ରହୁଥିବା ବ୍ୟକ୍ତି ମୂଷା। ଚାରିତ୍ରିକ ଦୋଷ ପାଇଁ ନିନ୍ଦିତ ହେଉଥିବା ବ୍ୟକ୍ତି ହେଉଛନ୍ତି ମୂଷା। ଦଳର ସଙ୍ଗଠନକୁ ଉପଯୋଗ କରି ନିଜର ଫାଇଦା କରୁଥିବା ବ୍ୟକ୍ତି ହେଉଛନ୍ତି ମୂଷା। ଏ ସବୁ ଦୁର୍ଗୁଣ ଥିବା ବ୍ୟକ୍ତି ହେଉଛନ୍ତି ମୂଷା। ଏଭଳି ବ୍ୟକ୍ତି ଥିବା ପର୍ଯ୍ୟନ୍ତ ଦଳ ଉଧେଇ ପାରିବ ନାହିଁ। ସେମାନଙ୍କୁ ବାହାର କରାଯିବା ଆବଶ୍ୟକ।”

ସୁର ରାଉତରାୟଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି,“ତାଙ୍କ ମନ୍ତବ୍ୟ ଉପରେ ମୋର କିଛି କହିବାର ନାହିଁ। ଦଳରେ ମୂଷା ନାହାନ୍ତି ବୋଲି ମନେ କରି ସେ ଆନନ୍ଦିତ ହେଉଥାଆନ୍ତୁ।”

ଗତକାଲି ସେ କହିଥିଲେ,“ସବୁ ଦଳ ପରି କଂଗ୍ରେସରେ ବି ମୂଷା ରହିଛନ୍ତି। ଆମ ଦଳର ମୂଷାମାନେ ଏପର୍ଯ୍ୟନ୍ତ ବିଷ ଖାଇନାହାନ୍ତି। କିଛି କିଛି ମରୁଛନ୍ତି, ଆଉ କିଛି ଭବିଷ୍ୟତରେ ମରିବେ। ଏବେ ମୂଷାଙ୍କୁ ମାରିବା ପାଇଁ ଉଦ୍ୟମ ଚାଲିଛି।”

ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି,“ନିରଞ୍ଜନ ପଟ୍ଟନାୟକଙ୍କର ଏ ମୂଷା ପ୍ରୀତି କାହିଁକି? ମୂଷା କଥା ଭୁଲି ଦଳୀୟ କାର୍ଯ୍ୟରେ ମନ ଦେଲେ ଦଳ ଉନ୍ନତି କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story