ଦୁନିଆ ବୁଝିବା ଆଗରୁ ଚାଲିଗଲା ଜୀବନ: ବାଣ ଭିଡୁଥିବା ବେଳେ ଅଘଟଣ, ୪ ଗୁରୁତର

ଭୁବନେଶ୍ୱର/ପିପିଲି (ଓଡ଼ିଶା ରିପୋର୍ଟର): ସଉଦା କରିବା ପାଇଁ ମାଆ ସହିତ ଯାଇଥିଲା। ଭାବିଥିଲା ଦୋକାନରୁ ଫେରି ଖେଳିବାକୁ ଯିବ। ହେଲେ କ୍ଷଣକ ଭିତରେ ସବୁ ଓଲଟପାଲଟ ହୋଇଗଲା। ଦୁନିଆ ବୁଝିବା ଆଗରୁ ବାଣ ବିସ୍ଫୋରଣରେ ଚାଲିଗଲା ତିନି ବର୍ଷର ଝିଅର ଜୀବନ। ଦୀପାବଳି ପୂର୍ବରୁ ଆଜି ଏପରି ଘଟଣା ପୁରୀ ଜିଲ୍ଲା ପିପିଲି ବିଲିପଡ଼ା ହରିଜନ ସାହିରେ ଘଟିଛି। ଆହତ ସମସ୍ତଙ୍କୁ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳ ୧୦ଟା ବେଳେ ବିଲିପଡ଼ା ଗାଁର ହରିଜନ […]

Rakesh Mallick
  • Published: Wednesday, 18 October 2017
  • Updated: 18 October 2017, 05:32 PM IST

Sports

Latest News

ଭୁବନେଶ୍ୱର/ପିପିଲି (ଓଡ଼ିଶା ରିପୋର୍ଟର): ସଉଦା କରିବା ପାଇଁ ମାଆ ସହିତ ଯାଇଥିଲା। ଭାବିଥିଲା ଦୋକାନରୁ ଫେରି ଖେଳିବାକୁ ଯିବ। ହେଲେ କ୍ଷଣକ ଭିତରେ ସବୁ ଓଲଟପାଲଟ ହୋଇଗଲା। ଦୁନିଆ ବୁଝିବା ଆଗରୁ ବାଣ ବିସ୍ଫୋରଣରେ ଚାଲିଗଲା ତିନି ବର୍ଷର ଝିଅର ଜୀବନ। ଦୀପାବଳି ପୂର୍ବରୁ ଆଜି ଏପରି ଘଟଣା ପୁରୀ ଜିଲ୍ଲା ପିପିଲି ବିଲିପଡ଼ା ହରିଜନ ସାହିରେ ଘଟିଛି। ଆହତ ସମସ୍ତଙ୍କୁ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଆଜି ସକାଳ ୧୦ଟା ବେଳେ ବିଲିପଡ଼ା ଗାଁର ହରିଜନ ସାହିର ବୁଲୁ ବେହେରା ଓ ନାଲୁ ବେହେରା ବାଣ ଭିଡୁଥିଲେ। ଏହି ସମୟରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ସମଗ୍ର ପରିବେଶ ଧୂଆଁମୟ ହୋଇଯାଇଥିଲେ। ଲୋକେ ଜୀବନ ବିକଳରେ ଦୌଡୁଥିବା ଦେଖିବାକୁ ମିଳୁଥିଲା। ବିସ୍ଫୋରଣ ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ପାଖ ତେଜରାତି ଦୋକାନକୁ ଯାଇଥିବା ବୁଲୁଙ୍କ ତିନି ବର୍ଷର ଝିଅ ପ୍ରଜ୍ଞା ଉପରେ ଛାଡ଼ି ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଅମିତ ବେହେରା, ସିଦ୍ଧାନ୍ତ ବେହେରା, ଟୁଲୁ ବେହେରା ଓ ରେଶମା ବେହେରା ପ୍ରମୁଖ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଏମ୍‌ସରେ ବର୍ଣିଂ ୱାର୍ଡ଼ ନଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ପିପିଲି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story