ସିସୋର ଠାରୁ ୩୫ ଲକ୍ଷ ପାଇଛନ୍ତି ପ୍ରଦୀପ ମାଝିଙ୍କ ବାପା !

ଭୁବନେଶ୍ୱର: ଚିଟ୍‌ଫଣ୍ଡ ସଂସ୍ଥା ସି-ସୋରର ଆଉ ଏକ ପଲିଟିକାଲ ଲିଙ୍କ ଉପରୁ ପରଦା ଉଠିଛି। ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟରୁ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝିଙ୍କ ବାପାଙ୍କ ଆକାଉଣ୍ଟକୁ ପ୍ରାୟ ୩୫ ଲକ୍ଷ ଟଙ୍କା ଯାଇଥିବା ଜଣାପଡିଛି। ଓଟିଭିକୁ ମିଳିଥିବା ତଥ୍ୟ ଅନୁସାରେ ସହିଦନଗର ଷ୍ଟେଟ୍‌ବ୍ୟାଙ୍କ ଶାଖାରେ ସି-ସୋର ଏଗ୍ରିକଲଚରାଲ ପ୍ରମୋସନ କମ୍ପାନୀ ପ୍ରାଇଭେଟ୍‌ ଲିମିଟେଡର ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟର ନମ୍ବର ହେଲା ୩୦୭୫୬୨୧୭୧୭୩। ଏହି ଆକାଉଣ୍ଟରୁ ୨୦୧୧ ମସିହାରେ ଉମରକୋଟ ଷ୍ଟେଟ୍‌ବ୍ୟାଙ୍କରେ ଥିବା ଭଗବାନ […]

pradeep-majhi

pradeep-majhi

Rakesh Mallick
  • Published: Saturday, 23 July 2016
  • Updated: 23 July 2016, 09:08 PM IST

Sports

Latest News

pradeep-majhiଭୁବନେଶ୍ୱର: ଚିଟ୍‌ଫଣ୍ଡ ସଂସ୍ଥା ସି-ସୋରର ଆଉ ଏକ ପଲିଟିକାଲ ଲିଙ୍କ ଉପରୁ ପରଦା ଉଠିଛି। ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟରୁ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝିଙ୍କ ବାପାଙ୍କ ଆକାଉଣ୍ଟକୁ ପ୍ରାୟ ୩୫ ଲକ୍ଷ ଟଙ୍କା ଯାଇଥିବା ଜଣାପଡିଛି।

ଓଟିଭିକୁ ମିଳିଥିବା ତଥ୍ୟ ଅନୁସାରେ ସହିଦନଗର ଷ୍ଟେଟ୍‌ବ୍ୟାଙ୍କ ଶାଖାରେ ସି-ସୋର ଏଗ୍ରିକଲଚରାଲ ପ୍ରମୋସନ କମ୍ପାନୀ ପ୍ରାଇଭେଟ୍‌ ଲିମିଟେଡର ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟର ନମ୍ବର ହେଲା ୩୦୭୫୬୨୧୭୧୭୩। ଏହି ଆକାଉଣ୍ଟରୁ ୨୦୧୧ ମସିହାରେ ଉମରକୋଟ ଷ୍ଟେଟ୍‌ବ୍ୟାଙ୍କରେ ଥିବା ଭଗବାନ ମାଝିଙ୍କ ଆକାଉଣ୍ଟକୁ ୩୫ ଲକ୍ଷ ଟଙ୍କା ଯାଇଛି।

୨୦୧୪ ନିର୍ବାଚନ ବେଳେ ପ୍ରଦୀପ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ବାପାଙ୍କ ନାଁ ଭଗବାନ ମାଝି, ଘର ତଳିଆମ୍ବ, ଝରିଗାଁ ବୋଲି ଉଲ୍ଲେଖ କରିଛନ୍ତି। ଉମରକୋଟର ଷ୍ଟେଟ୍‌ବ୍ୟାଙ୍କରେ ଭଗବାନ ନାମଧାରୀ ଉକ୍ତ ବ୍ୟକ୍ତିଙ୍କ ଠିକଣା ପ୍ରଦୀପ ମାଝିଙ୍କ ସତ୍ୟପାଠ ସହ ସମ୍ପୂର୍ଣ୍ଣ ମେଳ ଖାଉଛି।

ସିସୋର ଆକାଉଣ୍ଟରୁ ପ୍ରଦୀପ ମାଝିଙ୍କ ବାପାଙ୍କ ଆକାଉଣ୍ଟକୁ କାହିଁକି ଟଙ୍କା ଯାଇଛି, ସିସୋର ସହିତ ତାଙ୍କର କେବଳ ବ୍ୟାବସାୟିକ ସମ୍ପର୍କ ଥିଲା ନା ଆଉ କିଛି ? ଭଗବାନ ଏଗ୍ରିକଲଚରାଲ ପ୍ରମୋସନ ପାଇଁ କିଛି କାର୍ଯ୍ୟକ୍ରମ ହାତକୁ ନେଇଥିଲେ କି ? ଯଦି ନେଇଥିଲେ ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି କି ? ସିବିଆଇ କିମ୍ବା ଇଡି ଏହି ଟଙ୍କା ଟ୍ରାନଜାକ୍ସନ୍‌ ନେଇ ଖୋଳତାଡ଼ କରିଛି କି ନାହିଁ ? ଟଙ୍କା ନେଣଦେଣ ସମ୍ପର୍କରେ ଖଉଲାସା ହେବା ପରେ ଏସବୁ ପ୍ରଶ୍ନ ଉଠିଛି।

ଭଗବାନ ମାଝି କିନ୍ତୁ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ସିସୋରର ଚିଟ୍‌ଫଣ୍ଡ ସହ ତାଙ୍କର କିଛି ସମ୍ପୃକ୍ତି ନାହିଁ। ସେ କହିଛନ୍ତି,  “ମୁଁ ଜଣେ ଚାଷୀ, ୪୦ ଏକର ଜମିରେ ମକା ଚାଷ କରେ। ମୁଁ ଉତ୍ପାଦନ ହୋଇଥିବା ମକା ଦେଇ ତାଙ୍କ ଠାରୁ ଟଙ୍କା ଆଣିଛି। ଚାଷ ପରେ ହିସାବ କରି ସେ ମୋତେ ଫାଇନାଲ ଟଙ୍କା ଦେଇଛନ୍ତି। ବ୍ୟାବସାୟିକ ସମ୍ପର୍କ ଛଡା ଉକ୍ତ କମ୍ପାନୀ ସହ ମୋର ଅନ୍ୟ କିଛି ସମ୍ପର୍କ ନାହିଁ।”

କେବଳ ସିସୋର ନୁହେଁ ସତ୍ୟ ନାମଧାରୀ ଜଣେ ବ୍ୟକ୍ତି ମଧ୍ୟ ଭଗବାନଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା କରିଛନ୍ତି। ୨୦୧୦ରେ ବିଭିନ୍ନ ସମୟରେ ଉକ୍ତ ବ୍ୟକ୍ତି ଟଙ୍କା ଜମା କରିଛନ୍ତି। ଉକ୍ତ ବ୍ୟକ୍ତିଙ୍କର ଭଗବାନଙ୍କ ସହ କି ସମ୍ପର୍କ ରହିଛି ଓ ସେ କାହିଁକି ଏତେ ପରିମାଣର ଟଙ୍କା ତାଙ୍କ ଆକାଉଣ୍ଟରେ ଜମା କରିଛନ୍ତି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଉଭୟ ଘଟଣାକୁ ନଜର ପକାଇଲେ ପ୍ରାୟ ଏକ କୋଟି ଟଙ୍କା ଭଗବାନଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟଙ୍କା ଜମା ହେବାର କିଛିଦିନ ବ୍ୟବଧାନରେ ଭଗବାନ ଏହାକୁ ଉଠାଇ ନେଇ ଥିବା ତାଙ୍କ ଟ୍ରାନଜାକ୍ସନ୍‌ ଡିଟେଲସ୍‌ରୁ ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story