ଆସନ୍ତାକାଲିଠୁ କଟକ ବାଲିଯାତ୍ରା: ଏଥର ଆସିଛି ହାଇଡ୍ରୋଲିକ୍ ରେଞ୍ଜର ଝୁଲା

<p>କଟକ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା।&nbsp; ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଡ଼ିଆରେ ଜମିଲାଣି ବ୍ୟବସାୟୀଙ୍କ ଭିଡ଼। କୋଲକତାର ଟେରାକଟା ସାମଗ୍ରୀ ସାଙ୍ଗକୁ ଭଳକି ଭଳି ଦୋଳି ବନ୍ଧା ସରିଲାଣି। ଚଳିତ ବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରାକୁ ଆସିଛି ହାଇଡ୍ରୋଲିକ୍ ରେଞ୍ଜର ଝୁଲା।</p> <p>ବାଲିଯାତ୍ରାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରାରେ ମୋଟ ୫୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଏହାସହ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ ଓ ସାଧା ପୋଷାକଧାରୀ ପୋଲିସ ମୁତୟନ ହେବେ। ଉଭୟ ପଡ଼ିଆରେ ସିସିଟିଭି ସହ ଓ୍ୱାଚ ଟାଓ୍ୱାର ରହିଛି। ମହିଳାଙ୍କ ସୁରକ୍ଷା ସହ ଲୁଟେରା କବଳରୁ କିପରି ଜନସଧାରଣ ବଞ୍ଚିପାରିବେ ସେ ନେଇ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ଡିସିପି ସୂଚନା ଦେଇଛନ୍ତି।</p>

Ordigital Desk
  • Published: Friday, 03 November 2017
  • Updated: 03 November 2017, 09:41 AM IST

Sports

Latest News

<p>କଟକ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା।&nbsp; ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଡ଼ିଆରେ ଜମିଲାଣି ବ୍ୟବସାୟୀଙ୍କ ଭିଡ଼। କୋଲକତାର ଟେରାକଟା ସାମଗ୍ରୀ ସାଙ୍ଗକୁ ଭଳକି ଭଳି ଦୋଳି ବନ୍ଧା ସରିଲାଣି। ଚଳିତ ବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରାକୁ ଆସିଛି ହାଇଡ୍ରୋଲିକ୍ ରେଞ୍ଜର ଝୁଲା।</p><p>ବାଲିଯାତ୍ରାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରାରେ ମୋଟ ୫୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଏହାସହ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ ଓ ସାଧା ପୋଷାକଧାରୀ ପୋଲିସ ମୁତୟନ ହେବେ। ଉଭୟ ପଡ଼ିଆରେ ସିସିଟିଭି ସହ ଓ୍ୱାଚ ଟାଓ୍ୱାର ରହିଛି। ମହିଳାଙ୍କ ସୁରକ୍ଷା ସହ ଲୁଟେରା କବଳରୁ କିପରି ଜନସଧାରଣ ବଞ୍ଚିପାରିବେ ସେ ନେଇ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ଡିସିପି ସୂଚନା ଦେଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos