ଡି’ ବ୍ରଦର୍ସଙ୍କ ବିଶାଖାପାଟଣା ଭଡ଼ା ଘର ଯାଞ୍ଚ ଲାଗି ଗଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର: ଗିରଫ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି। ଗତକାଲି ପ୍ରଥମ ଦିନର ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିବାକୁ ଲାଗିଛି। ଉତ୍ତରପ୍ରଦେଶର ବାହୁବଳି ନେତା ତଥା ଡନ ରାଜା ଭୈୟା ସହ ଦୁଇ ଭାଇଙ୍କ ସମ୍ପର୍କ ଥିବା ଜଣାପଡିଛି। ସେହିପରି ବିଶାଖାପାଟଣାରେ ସେମାନଙ୍କର ଏକ ଭଡା ଘର ଥିବା ଜେରା ବେଳେ ଜଣାପଡିଛି। ଏବେ କମିଶନରେଟ ପୋଲିସ ଉକ୍ତ ଘର ଉପରେ ଫୋକସ […]

dhala-brothers

dhala-brothers

Rakesh Mallick
  • Published: Wednesday, 03 February 2016
  • Updated: 04 February 2016, 04:05 AM IST

Sports

Latest News

ଭୁବନେଶ୍ୱର: ଗିରଫ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି। ଗତକାଲି ପ୍ରଥମ ଦିନର ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିବାକୁ ଲାଗିଛି। ଉତ୍ତରପ୍ରଦେଶର ବାହୁବଳି ନେତା ତଥା ଡନ ରାଜା ଭୈୟା ସହ ଦୁଇ ଭାଇଙ୍କ ସମ୍ପର୍କ ଥିବା ଜଣାପଡିଛି। ସେହିପରି ବିଶାଖାପାଟଣାରେ ସେମାନଙ୍କର ଏକ ଭଡା ଘର ଥିବା ଜେରା ବେଳେ ଜଣାପଡିଛି। ଏବେ କମିଶନରେଟ ପୋଲିସ ଉକ୍ତ ଘର ଉପରେ ଫୋକସ କରିଛି। ଏକ ଟିମ  ଡି’ ବ୍ରଦର୍ସଙ୍କ ସମ୍ପର୍କୀୟ ସହ ବିଶାଖାପାଟଣାକୁ ଉକ୍ତ ଘରର ଯାଞ୍ଚ କରିବାକୁ ଯାଇଛି।

ବିଶାଖାପାଟଣା ବିଚ ରୋଡ଼ରେ ଥିବା ଲର୍ଭେନ ରେସିଡେନସି ଆପାଟମେଣ୍ଟରେ ରହୁଥିଲେ ସୁଶାନ୍ତ। ଆପାର୍ଟମେଣ୍ଟର ଜି-ୱାନ ଫ୍ଲାଟକୁ ସେ ଭଡା ନେଇଥିଲେ। ମନୋଜ ପଟ୍ଟନାୟକ ନାମରେ ସେ ଏଠାରେ ଦୁଇବର୍ଷ ହେବ ରହୁଥିବା ଜଣାପଡିଛି।

ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ବିଶାଖାପାଟଣା ପୋଲିସ ସହ ଯୋଗାଯୋଗ କରାଯାଇଥିଲା। ଉକ୍ତ ଘରର ଲକ୍ ଭାଙ୍ଗି ଯାଞ୍ଚ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ସ୍ଥାନୀୟ ପୋଲିସକୁ ଅନୁରୋଧ କରାଯାଇଥିଲା। ହେଲେ ଉକ୍ତ ଘରେ କେହି ନ ଥିବାରୁ ବିଶାଖାପାଟଣା ପୋଲିସ ଲକ୍ ଭାଙ୍ଗିବାକୁ ନିଜର ଅସାମର୍ଥ୍ୟ ପ୍ରକାଶ କରିଥିଲା। ଏବେ କମିଶନରେଟ ପୋଲିସ ଡି’ ବ୍ରଦର୍ସଙ୍କ ଜଣେ ସମ୍ପର୍କୀୟଙ୍କୁ ନେଇ ବିଶାଖାପାଟଣା ଯାଉଛି। ସମ୍ପର୍କୀୟଙ୍କ ଉପସ୍ଥିତିରେ ଉକ୍ତ ଘରର ଲକ୍ ଭଙ୍ଗାଯିବ। ସେଠାରୁ ନଗଦ କ୍ୟାସ ମିଳିପାରେ ବୋଲି ପୋଲିସ ସନ୍ଦେହ କରୁଛି। ସେହିପରି ଉକ୍ତ ଘରେ ସେମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ମଧ୍ୟ ସନ୍ଦେହ କରାଯାଉଛି। ଓଡ଼ିଶାର ଦୁଇଜଣ ପୋଲିସ ଷ୍ଟାଫ ଉକ୍ତ ଘରକୁ ଜଗି ରହିଛନ୍ତି।

ଓଡ଼ିଶାରେ ଅପରାଧ ଘଟାଇବା ପରେ ଦୁଇ ଭାଇ ଉକ୍ତ ଭଡା ଘରେ ଯାଇ ରହୁଥିଲେ। ଏହାସହ ବିଭିନ୍ନ ସମୟରେ ମଧ୍ୟ ସେଠାକୁ ଯାଉଥିଲେ। ସେମାନେ ଉକ୍ତ ଘରେ ରହି ସେମାନେ ନିଜ ନେଟୱାର୍କ ମଧ୍ୟ ବଢାଇଥିଲେ। ଏପରି କି ବିଶାଖାପାଟଣାରେ ମଧ୍ୟ ସେମାନଙ୍କ ପ୍ରଭାବ ଥିବା ଜଣାପଡିଛି।

ସେହିପରି ଦ୍ୱିତୀୟ ଦିନରେ ଆୟକର ବିଭାଗ ଅଧିକାରୀ ଡି’ ବ୍ରଦର୍ସଙ୍କ ଆର୍ଥିକ କାରବାରକୁ ନେଇ ଜେରା ଚଳାଇଛନ୍ତି। ଏହାସହ ଦୁଇ ଭାଇଙ୍କ ସହ ଲିଙ୍କ ଥିବା ଜଣେ ଚାର୍ଟାଡ୍ ଆକାଉଣ୍ଟାଣ୍ଟଙ୍କ କଟକ ଘରେ ଚଢାଉ କରାଯାଇଛି। ଏଠାରୁ ଧଳସାମନ୍ତ ଭାଇଙ୍କ ବ୍ୟବସାୟ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ ଜବତ କରାଯାଇଛି। ଏହାସହ କମ୍ୟୁଟର ଯାଞ୍ଚ କରାଯାଉଛି। ଦୀପୁ ଓ ଓମ୍ ନିଖୋଜ ମାମଲାରେ ମଧ୍ୟ ଦୁଇ ଭାଇଙ୍କୁ ପଚରାଉଚରା ଚାଲିଛି। ଦୁଇଭାଇ ତଦନ୍ତରେ ସହଯୋଗ କରୁ ନ ଥିବା ଜଣାପଡିଛି।

ଗତକାଲି ଜେରା ବେଳେ ୟୁପି ଡନ ରାଜା ଭୈୟା ସହ ସେମାନଙ୍କ ଲିଙ୍କ ଥିବା ଡି’ ବ୍ରଦର୍ସ ସ୍ୱୀକାର କରିଥିଲେ। ରାଜା ଭୈୟା ଲିଙ୍କ ଜରିଆରେ ଏମାନେ ଅତ୍ୟାଧୁନିକ କାରବାଇନ ଓ ବନ୍ଧୁକ ହାସଲ କରିଥିବା ସନ୍ଦେହ କରାଯାଉଛି। ତେବେ ସେମାନଙ୍କ ପାଖରେ ଏପରି ଅସ୍ତ୍ରଶସ୍ତ୍ର ଆଉ ଅଛି କି ନାହିଁ, ଯଦି ଅଛି କେଉଁଠି ଲୁଚାଇ ରଖିଛନ୍ତି ଓ କେଉଁଠୁ ଆଣିଛନ୍ତି ତା’ର ମଧ୍ୟ ତଦନ୍ତ ଚାଲିଛି।

ଗତକାଲି ଧଳସାମନ୍ତଙ୍କ ସହଯୋଗୀ ଦୀପୁ ମଲ୍ଲିକର ବାପା ଅଦ୍ୱୈତ୍ୟଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଥିଲା। ଦୀପୁ ଧଳସାମନ୍ତଙ୍କ ପ୍ରମୁଖ ସହଯୋଗୀ ଥିଲା। ଦୀପୁ ଏବଂ ଓମ୍ ରହସ୍ୟଜନକ ଭାବେ ନିଖୋଜ ଅଛନ୍ତି। ସେମାନଙ୍କ ନିଖୋଜ ପଛରେ ଧଳସାମନ୍ତ ସମ୍ପୃକ୍ତି ଥିବା ଅଦ୍ୱୈତ୍ୟ ଅଭିଯୋଗ କରିଥିଲେ।

ସେହିପରି ଡି’ ବ୍ରଦର୍ସଙ୍କ ଗିରଫ ପରେ ସେମାନେ ଗଠନ କରିଥିବା କଟକ ନଗର ଯୁବକ ସଂଘର ପରିଚାଳନା କମିଟିକୁ ଭାଙ୍ଗି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story