ଡି’ ବ୍ରଦର୍ସଙ୍କ ସହଯୋଗୀଙ୍କୁ ଧରିବାକୁ ରାଜ୍ୟ ବାହାରକୁ ଗଲା କମିଶନରେଟ୍ ପୋଲିସ୍‌ର ୨ଟି ସ୍ପେଶାଲ୍ ଟିମ୍‌

କଟକ: ଡି’ ବ୍ରଦର୍ସଙ୍କ ବହୁ ସହଯୋଗୀ ଏବେ ବି ଫେରାର ଅଛନ୍ତି। ବିଶେଷ କରି ଦୁଇଭାଇ ଗିରଫ ହେବା ପରେ ସେମାନଙ୍କ ଅତି ନିକଟତର ଥିବା ୧୦ଜଣ ସହଯୋଗୀ ରାଜ୍ୟ ବାହାରକୁ ପଳାଇ ଯାଇଥିବା ପୋଲିସ ଅନୁମାନ କରୁଛି। ସେମାନଙ୍କୁ ଗିରଫ କରିବା କମିଶନରେଟ୍‌ ପୋଲିସର ୨ଟି ସ୍ପେଶାଲ୍ ଟିମ୍‌ ରାଜ୍ୟ ବାହାରକୁ ଯାଇଛି। କଟକ ଡିସିପି ସଞ୍ଜୀବ ଆରୋରା କହିଛନ୍ତି, “ଡି’ ବ୍ରଦର୍ସଙ୍କ କୋର୍ କମିଟିର ୧୦ ଜଣ ସଦସ୍ୟ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। ସେମାନଙ୍କ ସଂପର୍କରେ ଦୁଇଟି […]

d-brothers

d-brothers

Rakesh Mallick
  • Published: Tuesday, 15 March 2016
  • Updated: 15 March 2016, 12:49 PM IST

Sports

Latest News

କଟକ: ଡି’ ବ୍ରଦର୍ସଙ୍କ ବହୁ ସହଯୋଗୀ ଏବେ ବି ଫେରାର ଅଛନ୍ତି। ବିଶେଷ କରି ଦୁଇଭାଇ ଗିରଫ ହେବା ପରେ ସେମାନଙ୍କ ଅତି ନିକଟତର ଥିବା ୧୦ଜଣ ସହଯୋଗୀ ରାଜ୍ୟ ବାହାରକୁ ପଳାଇ ଯାଇଥିବା ପୋଲିସ ଅନୁମାନ କରୁଛି। ସେମାନଙ୍କୁ ଗିରଫ କରିବା କମିଶନରେଟ୍‌ ପୋଲିସର ୨ଟି ସ୍ପେଶାଲ୍ ଟିମ୍‌ ରାଜ୍ୟ ବାହାରକୁ ଯାଇଛି।

କଟକ ଡିସିପି ସଞ୍ଜୀବ ଆରୋରା କହିଛନ୍ତି, “ଡି’ ବ୍ରଦର୍ସଙ୍କ କୋର୍ କମିଟିର ୧୦ ଜଣ ସଦସ୍ୟ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। ସେମାନଙ୍କ ସଂପର୍କରେ ଦୁଇଟି ଟିମ୍‌ ରାଜ୍ୟ ବାହାରେ ଯାଞ୍ଚ ଚଲାଇଛି। ଯେଉଁ ଜିନିଷ ଜବତ ହୋଇଛି, ତାକୁ ଫରେନସିକ ଯାଞ୍ଚ ଲାଗି ପଠାଯାଇଛି। ଜେରା ବେଳେ ବହୁ ତଥ୍ୟ ପୋଲିସକୁ ମିଳିଛି, ତାହାକୁ ଆଧାର କରି ତଦନ୍ତ ଚାଲିଛି। ଡି’ ବ୍ରଦର୍ସଙ୍କ ସହ ଯାହାର ଅପରାଧିକ ଲିଙ୍କ୍‌ ଜଣାପଡୁଛି, ସେମାନଙ୍କୁ ଗିରଫ କରାଯାଉଛି। ଆଗକୁ ଯେଉଁମାନଙ୍କ ନାଁରେ ଅଭିଯୋଗ ଆସିବ ସେମାନଙ୍କୁ ମଧ୍ୟ ଧରାଯିବ।”

ସୁରକ୍ଷା ଦୃଷ୍ଟିରୁ ଗତକାଲି ଦୁଇଭାଙ୍କୁ ଚୌଦ୍ୱାର ଜେଲରୁ ସ୍ଥାନାନ୍ତର କରାଯାଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ବଡ଼ଭାଇ ସୁଶାନ୍ତକୁ ଝାରପଡ଼ ଓ ସାନଭାଇ ସୁଶୀଲକୁ ବାଲେଶ୍ୱର ଜେଲ୍‌ରେ ରଖାଯାଇଛି।

ସେହିପରି ଡି’ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ପ୍ରମୋଦ ପାତ୍ର ଓରଫ ଭୂଆଁର ଜାମିନ ଆବେଦନକୁ କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଖାରଜ କରି ଦେଇଛନ୍ତି। ତଦନ୍ତ ପ୍ରାଥମିକ ସ୍ତରରେ ଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଗିରଫ ହୋଇନାହାନ୍ତି। ଏପରି ସ୍ଥିତିରେ ଜାମିନ ଦିଆଗଲେ ଏହା ତଦନ୍ତକୁ ପ୍ରଭାବିତ କରିବାର ସମ୍ଭାବନା ଥିବା କୋର୍ଟ ଦର୍ଶାଇଛନ୍ତି।

ପ୍ରମାଣ ଅଭାବରୁ ପୂର୍ବରୁ ବନ୍ଦ ହୋଇଯାଇଥିବା ବିଭିନ୍ନ ମାମଲାକୁ ଆଉ ଥରେ ଖୋଲା ଯାଉଛି। ଡି’ ଲିଙ୍କ୍‌ ଘଟଣାରେ ଗିରଫ ହୋଇ ଜେଲ୍‌ରେ ଥିବା ଭୂଆଁ ନାଁରେ ପ୍ରମାଣ ଅଭାବରୁ ୧୯୯୯ ମସିହାରୁ ବନ୍ଦ କରି ଦିଆଯାଇଥିବା ଏକ ମାମଲାକୁ ପୁଣି ଖୋଲାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story