ଡି’ ଗ୍ୟାଙ୍କର ସାର୍ପ ସୁଟର ଆରିଫ ଗିରଫ

ଭୁବନେଶ୍ୱର: ଡି’ ବ୍ରଦର୍ସଙ୍କ ସାର୍ପ ସୁଟର ଆରିଫ ଖାଁକୁ ମଦୁରାଇରୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ଡି’ ବ୍ରଦର୍ସଙ୍କ ପ୍ରମୁଖ ସହଯୋଗୀ ଦୀପୁ ଓ ଓମ୍‌ ହତ୍ୟା ମାମଲାରେ ତାମିଲନାଡୁ ପୋଲିସ ସହାୟତାରେ ଆରିଫକୁ ଗିରଫ କରାଯାଇଛି। ଆରିଫ ନାଁରେ କମିଶନରେଟ୍‌ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଗତକାଲି ଆରିଫ୍‌କୁ ମଦୁରାଇରୁ ଅଣାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିଲା। ପୋଲିସ୍ ରିମାଣ୍ଡ ଆବେଦନ ନ କରିବାରୁ ତାକୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ […]

aripha

aripha

Rakesh Mallick
  • Published: Thursday, 14 April 2016
  • Updated: 25 April 2016, 06:47 AM IST

Sports

Latest News

ଭୁବନେଶ୍ୱର: ଡି’ ବ୍ରଦର୍ସଙ୍କ ସାର୍ପ ସୁଟର ଆରିଫ ଖାଁକୁ ମଦୁରାଇରୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ଡି’ ବ୍ରଦର୍ସଙ୍କ ପ୍ରମୁଖ ସହଯୋଗୀ ଦୀପୁ ଓ ଓମ୍‌ ହତ୍ୟା ମାମଲାରେ ତାମିଲନାଡୁ ପୋଲିସ ସହାୟତାରେ ଆରିଫକୁ ଗିରଫ କରାଯାଇଛି। ଆରିଫ ନାଁରେ କମିଶନରେଟ୍‌ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଗତକାଲି ଆରିଫ୍‌କୁ ମଦୁରାଇରୁ ଅଣାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିଲା। ପୋଲିସ୍ ରିମାଣ୍ଡ ଆବେଦନ ନ କରିବାରୁ ତାକୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଆଜି ତା’ ଘର ଯାଞ୍ଚ ବେଳେ କିଛି ମାରଣାସ୍ତ୍ର ବାହାରିଛି ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।

ସେ କହିଛନ୍ତି, “ଦୀପୁ ଓ ଓମ୍‌ ହତ୍ୟା ଘଟଣାର ତଦନ୍ତ ବେଳେ ଆରିଫ ନାଁ ଆସିଥିଲା। ସେବେଠାରୁ ତାକୁ ଧରିବାକୁ ଏକ ସ୍ପେଶାଲ ଟିମ୍‌ ଗଠନ କରାଯାଇଥିଲା। ସେ ମଦୁରାଇରେ ଥିବା କଟକ ଡିସିପି ସୂଚନା ପାଇଥିଲେ। ଉକ୍ତ ସୂଚନାକୁ ଆଧାର କରି ଏକ ଟିମ୍‌ ମଦୁରାଇ ଯାଇ ଥିରୁଅନନ୍ତପୁରମ୍‌ ଥାନା ଅଞ୍ଚଳରୁ ତାକୁ ଗିରଫ କରିଥିଲା।”

ଖୁରାନିଆ ଆହୁରି କହିଛନ୍ତି, “ପ୍ରଥମେ ଆରିଫ ଡି’ ଗ୍ୟାଙ୍ଗରେ ଗାଡି ଚଳାଉ ଥିଲା। ଦୀପୁ ଓ ଓମ୍‌ ହତ୍ୟା ପରେ ସେ ସାର୍ପ ସୁଟର ଭାବେ କାମ କରିଥିଲା। ଫାରୁକ୍‌ ହତ୍ୟା ଘଟଣାରେ ମଧ୍ୟ ତା’ର ସମ୍ପୃକ୍ତି ଅଭିଯୋଗ ରହିଛି। ତା’ ନିକଟରୁ ରାଜେନ୍ଦ୍ର ବେହେରା ନାମରେ ଏକ ନକଲି ଭୋଟର ପରିଚୟପତ୍ର ମିଳିଛି। ଏହା ସେ କେମିତି ପାଇଲା ଓ ଏହାକୁ ବ୍ୟବହାର କରି କିଛି ଲାଭ ଉଠାଇଛି କି ନାହିଁ ତଦନ୍ତ କରାଯାଉଛି।”

ଆରିଫ ଗିରଫ ପରେ ଡି’ ଲିଙ୍କ ମାମଲାରେ ଗିରଫଦାରୀ ସଂଖ୍ୟା ୩୦ରେ ପହଞ୍ଚି ଥିବା ପୋଲିସ କମିଶନର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story