ଢାବା ମାଲିକଙ୍କୁ ଗୁଳି କରି ହତ୍ୟା

ଅନୁଗୋଳ: ଅନୁଗୋଳର ଏନ୍‌ଟିପିସି ମାର୍କେଟରେ ଆଜି ଜଣେ ଢାବା ମାଲିକଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ମଙ୍ଗୁଳି ପ୍ରଧାନ। ପଲ୍‌ସରରେ ଦୁଇ ଜଣ ଦୁର୍ବୃତ୍ତ ଆସି ମଙ୍ଗୁଳିଙ୍କୁ ଡାକି ଥିଲେ। ମଙ୍ଗୁଳି ଢାବା ବାହାରକୁ ଆସିବା ପରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆଖି ବୁଜା ଗୁଳି ଚଳାଇଥିଲେ। ମଙ୍ଗୁଳିଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜିଥିଲା।

angul

Rakesh Mallick
  • Published: Saturday, 29 April 2017
  • , Updated: 29 April 2017, 06:49 PM IST

Related story