ଧର୍ମେନ୍ଦ୍ର ପଳାତକ ନୁହନ୍ତି, ପ୍ରତ୍ୟାଖ୍ୟାତ: ଦାମ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ଟିଚର ଅନ୍‌ କଲ୍‌’ ଯୋଜନାକୁ ବିରୋଧ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଥରେ ବିଜେଡି ଟାର୍ଗେଟ କରିଛି। ଓଡିଶାର ସ୍ୱାର୍ଥ ସହ କେନ୍ଦ୍ରମନ୍ତ୍ରୀ ଖେଳୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଏପରି କି “ଧର୍ମେନ୍ଦ୍ର ପଳାତକ ନୁହନ୍ତି, ପ୍ରତ୍ୟାଖ୍ୟାତ” ବୋଲି ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି। ‘ଟିଚର ଅନ୍‌ କଲ୍‌’ ପ୍ରସଙ୍ଗରେ ଓଲା ଓ ଉବେର ମନ୍ତବ୍ୟ ଦେବା ଧର୍ମେନ୍ଦ୍ରଙ୍କୁ ଭାରି ପଡିଛି। ଜଣକ ପରେ ଜଣେ ତାଙ୍କୁ ଟାର୍ଗେଟ […]

dama

dama

Rakesh Mallick
  • Published: Wednesday, 07 September 2016
  • Updated: 08 September 2016, 07:31 AM IST

Sports

Latest News

damaଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ଟିଚର ଅନ୍‌ କଲ୍‌’ ଯୋଜନାକୁ ବିରୋଧ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଥରେ ବିଜେଡି ଟାର୍ଗେଟ କରିଛି। ଓଡିଶାର ସ୍ୱାର୍ଥ ସହ କେନ୍ଦ୍ରମନ୍ତ୍ରୀ ଖେଳୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଏପରି କି “ଧର୍ମେନ୍ଦ୍ର ପଳାତକ ନୁହନ୍ତି, ପ୍ରତ୍ୟାଖ୍ୟାତ” ବୋଲି ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି।

‘ଟିଚର ଅନ୍‌ କଲ୍‌’ ପ୍ରସଙ୍ଗରେ ଓଲା ଓ ଉବେର ମନ୍ତବ୍ୟ ଦେବା ଧର୍ମେନ୍ଦ୍ରଙ୍କୁ ଭାରି ପଡିଛି। ଜଣକ ପରେ ଜଣେ ତାଙ୍କୁ ଟାର୍ଗେଟ କରିବା ସହ ଏହା ଓଡ଼ିଶାର ଶିକ୍ଷକ ସମାଜକୁ ଅପମାନ ବୋଲି ମନ୍ତବ୍ୟ ଦେଉଛନ୍ତି। ଏହି ଧାରାରେ ଆଜି ସାଂସଦ ତଥାଗତ ଶତପଥୀ ଏବଂ ସମବାୟ ମନ୍ତ୍ରୀ ଦାମୋଦର ରାଉତ ସାମିଲ ହୋଇଛନ୍ତି।

ସାଂସଦ ଶତପଥୀ କହିଛନ୍ତି, “ସେ ବିଧାୟକ ଓ ସାଂସଦ ଥିଲେ। ତାଙ୍କ ବାପା ସାଂସଦ ଓ ମନ୍ତ୍ରୀ ଥିଲେ। ହେଲେ ସେ ଓଡ଼ିଶାର ଦୁର୍ଦ୍ଦଶାକୁ ଭୁଲି ଯାଉଛନ୍ତି। ଜଣେ (ଧର୍ମେନ୍ଦ୍ର ପ୍ରଧାନ) ଯଦି ନିଜ ମାତୃଭୁମିକୁ ଛାଡି କି ପଳାଇବ ସେ ମାତୃଭୁମି, ମାଆ, ବାପା ସମସ୍ତଙ୍କୁ ଭୁଲିଯିବ।”

ତେବେ ଦାମ ଆଉ ପାଦେ ଆଗେଇ ଯାଇ ଧର୍ମେନ୍ଦ୍ରଙ୍କୁ ପ୍ରତ୍ୟାଖାତ ନେତା ବୋଲି କହିଛନ୍ତି।

ଦାମ କହିଛନ୍ତି, “ମୁଁ ତାଙ୍କୁ (ଧର୍ମେନ୍ଦ୍ର ପ୍ରଧାନ) ପଳାତକ ବୋଲି କହିବି ନାହିଁ। ସେ ହେଉଛନ୍ତି ପ୍ରତ୍ୟାଖ୍ୟାତ। ସେ ଯେଉଁ ରାଜ୍ୟରୁ ରାଜ୍ୟସଭାକୁ ଯାଇଛନ୍ତି ସେଠାରେ ଗୋଟିଏ ତୈଳ ବିଶୋଧନାଗାର ଅଛି। ସେଠାରେ ୮୭ ପ୍ରତିଶତ ବିହାରି ଲୋକ କାମ କରୁଛନ୍ତି। ଆସାମରେ ଗୋଟିଏ ତୈଳ ବିଶୋଧନାଗାର ଅଛି, ସେଠାରେ ୯୦ ପ୍ରତିଶତ ଆସାମ ଲୋକ ଅଛନ୍ତି। ହେଲେ ଓଡ଼ିଶାରେ ଥିବା ତୈଳ ବିଶୋଧନାଗାରରେ ୫ ପ୍ରତିଶତ ଓଡ଼ିଆ ଲୋକ ନାହାନ୍ତି। ତେଣୁ ତାଙ୍କୁ କେମିତି ଓଡ଼ିଆ ବୋଲି ମୁଁ ଭାବିବି?”

ବିଜେଡିର ଦୁଇ ତୁଙ୍ଗ ନେତାଙ୍କ ଏପରି କଟାକ୍ଷ ନେଇ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ହେଲେ ବିଜେପି କହିଛି ଧର୍ମେନ୍ଦ୍ରଙ୍କ ଭଲ କାମରେ ଭୟଭୀତ ହୋଇ ସରକାରଙ୍କ ମନ୍ତ୍ରୀ ଏବଂ ସାଂସଦ ଅସହିଷ୍ଣୁ ହୋଇପଡିଛନ୍ତି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, “ତଥାଗତ ବାବୁ ଏବଂ ଦାମ ବାବୁ ନୁହନ୍ତି ଅନ୍ୟମାନେ ମଧ୍ୟ ଅସହିଷ୍ଣୁ ହୋଇପଡୁଛନ୍ତି। ସେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଭାବ ବିସ୍ତାର କରି ରାଜ୍ୟବାସୀଙ୍କ ପାଇଁ କାମ କରୁଥିବାରୁ ତାଙ୍କ ପ୍ରତି ଏମାନେ ଅସହିଷ୍ଣୁ ହୋଇପଡୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story