ଧର୍ମେନ୍ଦ୍ରଙ୍କୁ ଚିଲିକା ଚିନ୍ତା: ସମୂହ ବିକାଶ ପାଇଁ ନବୀନଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘାରିଛି ଚିଲିକା ହ୍ରଦର ବିକାଶ ଚିନ୍ତା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି ଚିଠି। ଚିଲିକା ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ପରିବେଶ ସୁରକ୍ଷା ସହ ତାର ବିକାଶ ଦୃଷ୍ଟିରୁ ଭାରତ ସରକାରଙ୍କ ରାଷ୍ଟ୍ରାୟାତ ଉଦ୍ୟୋଗ ଓଏନ୍‌ଜିସି ଏବଂ ୟୁଏନ୍‌ଇଏସ୍‌ସିଓ ମିଳିତ ଭାବେ କାମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଧର୍ମେନ୍ଦ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ୟୁଏନ୍‌ଇଏସ୍‌ସିଓ ପ୍ରତିନିଧି ସିଗେରୁ ଅୟାଗିଙ୍କ ଆଜି ଭୁବନେଶ୍ୱର ଗସ୍ତରେ ଆସୁଥିବାରୁ ତାଙ୍କୁ […]

cmo

cmo

Rakesh Mallick
  • Published: Tuesday, 20 June 2017
  • Updated: 20 June 2017, 10:29 AM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘାରିଛି ଚିଲିକା ହ୍ରଦର ବିକାଶ ଚିନ୍ତା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି ଚିଠି। ଚିଲିକା ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ପରିବେଶ ସୁରକ୍ଷା ସହ ତାର ବିକାଶ ଦୃଷ୍ଟିରୁ ଭାରତ ସରକାରଙ୍କ ରାଷ୍ଟ୍ରାୟାତ ଉଦ୍ୟୋଗ ଓଏନ୍‌ଜିସି ଏବଂ ୟୁଏନ୍‌ଇଏସ୍‌ସିଓ ମିଳିତ ଭାବେ କାମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଧର୍ମେନ୍ଦ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ୟୁଏନ୍‌ଇଏସ୍‌ସିଓ ପ୍ରତିନିଧି ସିଗେରୁ ଅୟାଗିଙ୍କ ଆଜି ଭୁବନେଶ୍ୱର ଗସ୍ତରେ ଆସୁଥିବାରୁ ତାଙ୍କୁ ସାକ୍ଷାତ କରି ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଚିଠିରେ ଅନୁରୋଧ କରିଛନ୍ତି।  ରାଜ୍ୟ ସରକାରଙ୍କ ସହଯୋଗ ଦ୍ୱାରା ଚିଲିକାର ସଂରକ୍ଷଣ ଓ ବିକାଶ ସମ୍ଭବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story