ଡି’ ବ୍ରଦର୍ସଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ପୋଲିସ୍

କଟକ: ଧଳସାମନ୍ତ ଭ୍ରାତାଙ୍କୁ ପୁଣି ୭ ଦିନିଆ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ୍। ଓମ୍‌ ହତ୍ୟା ମାମଲାରେ ଅଧିକ ପଚରାଉଚରା କରିବା ପାଇଁ ପୋଲିସ୍ ତାକୁ ରିମାଣ୍ଡରେ ନେବାକୁ ଚାହୁଁଛି। ଏ ନେଇ ଆଜି କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଛି ପୋଲିସ୍। ରିମାଣ୍ଡରେ ଆଣିବା ବେଳେ ଉଭୟଙ୍କୁ ହ୍ୟାଣ୍ଡ୍‌କପ୍ ପକାଇବା ପାଇଁ ପୋଲିସ୍ କୋର୍ଟରେ ଆବେଦନ କରିଥିବା କଟକ ଡିସିପି ସଂଜୀବ ଆରୋରା କହିଛନ୍ତି। ଉଭୟଙ୍କୁ ଆସନ୍ତାକାଲି କଟକ ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯିବ। ଏକ […]

d-brothers

d-brothers

Rakesh Mallick
  • Published: Monday, 15 February 2016
  • Updated: 15 February 2016, 01:00 PM IST

Sports

Latest News

କଟକ: ଧଳସାମନ୍ତ ଭ୍ରାତାଙ୍କୁ ପୁଣି ୭ ଦିନିଆ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ୍। ଓମ୍‌ ହତ୍ୟା ମାମଲାରେ ଅଧିକ ପଚରାଉଚରା କରିବା ପାଇଁ ପୋଲିସ୍ ତାକୁ ରିମାଣ୍ଡରେ ନେବାକୁ ଚାହୁଁଛି। ଏ ନେଇ ଆଜି କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଛି ପୋଲିସ୍। ରିମାଣ୍ଡରେ ଆଣିବା ବେଳେ ଉଭୟଙ୍କୁ ହ୍ୟାଣ୍ଡ୍‌କପ୍ ପକାଇବା ପାଇଁ ପୋଲିସ୍ କୋର୍ଟରେ ଆବେଦନ କରିଥିବା କଟକ ଡିସିପି ସଂଜୀବ ଆରୋରା କହିଛନ୍ତି। ଉଭୟଙ୍କୁ ଆସନ୍ତାକାଲି କଟକ ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯିବ।

ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି କହିଛନ୍ତି ଯେ ଧଳସାମନ୍ତ ଭ୍ରାତାଙ୍କ ବିରୋଧରେ ଆହୁରି ୬ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇଛି। ରିମାଣ୍ଡ ଅନୁମତି ମିଳିବା ପରେ ଏସବୁର ଖୋଳତାଡ଼ କରିବ ପୋଲିସ୍।

ଦୀପୁ ହତ୍ୟା ମାମଲାରେ ଧଳସାମନ୍ତ ଭ୍ରାତାଙ୍କୁ ରିମାଣ୍ଡରେ ଆଣି ଜେରା ବେଳେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା।

ଧଳସାମନ୍ତ ଭ୍ରାତାଙ୍କ ଭଏସ୍ ସାମ୍ପୁଲ ଟେଷ୍ଟ ମଧ୍ୟ କରାଯିବ। ପୂର୍ବରୁ ରେକର୍ଡ ହୋଇଥିବା ଭଏସକୁ ଯାଞ୍ଚ କରାଯିବ। ଏ ନେଇ ସମସ୍ତ ପକ୍ରିୟା ଫୋରେନ୍ସିକ ଲାବ୍‌ରେ କରାଯିବା ପାଇଁ ଯୋଜନା ଥିବା ପୋଲିସ ସୁତ୍ରରୁ ଜଣାପଡିଛି। ଏହା ମେଳ ଖାଇଲେ ପୋଲିସକୁ ଧଳସାମନ୍ତ ଭ୍ରାତାଙ୍କ ବିରୋଧରେ ଦୃଢ ପ୍ରମାଣ ମିଳିପାରିବ। ଏହାସହ ଧଳସାମନ୍ତ ଭ୍ରାତାଙ୍କ ହାତରେ ହ୍ୟାଣ୍ଡକପ୍ ପକାଇବା ପାଇଁ କମିଶନରେଟ୍ ପୋଲିସ କୋର୍ଟରେ ଆବେଦନ କରିଛି ବୋଲି ସୂଚନା ମଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story