ଡାକ୍ତରଙ୍କୁ ମାଡ଼ ମାରି ଦଇତାପତି ପ୍ରେମାନନ୍ଦ ଦାସମହାପାତ୍ର ଗିରଫ

ପୁରୀ: ପୁରୀ ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ ଦଇତାପତି ନିଯୋଗର ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କୁ ଆଜି ପୋଲିସ୍ ଗିରଫ କରିଛି। ତାଙ୍କ ଜ୍ୱାଇଁ ନବ କିଶୋର ପୃଷ୍ଟିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଡାକ୍ତର କ୍ଷୀରୋଦ ଚନ୍ଦ୍ର ପାଲ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ ଯେ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଦଇତାପତି ନିଯୋଗର ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ଏବଂ ତାଙ୍କ ସହଯୋଗୀ ତାଙ୍କୁ ମାଡ଼ ମାରିଥିଲେ। ଯାହାଫଳରେ ତାଙ୍କ ଡାହାଣ […]

puri

puri

Rakesh Mallick
  • Published: Friday, 24 June 2016
  • Updated: 24 June 2016, 03:36 PM IST

Sports

Latest News

ପୁରୀ: ପୁରୀ ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ ଦଇତାପତି ନିଯୋଗର ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କୁ ଆଜି ପୋଲିସ୍ ଗିରଫ କରିଛି। ତାଙ୍କ ଜ୍ୱାଇଁ ନବ କିଶୋର ପୃଷ୍ଟିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ଡାକ୍ତର କ୍ଷୀରୋଦ ଚନ୍ଦ୍ର ପାଲ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ ଯେ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଦଇତାପତି ନିଯୋଗର ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ଏବଂ ତାଙ୍କ ସହଯୋଗୀ ତାଙ୍କୁ ମାଡ଼ ମାରିଥିଲେ। ଯାହାଫଳରେ ତାଙ୍କ ଡାହାଣ ଆଖି ସହ ମୁଣ୍ଡରେ ଆଘାତ ଲାଗିଥିଲା। ଏହା ସହ ଦାସ ମହାପାତ୍ର ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା କ୍ଷୀରୋଦ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଡାକ୍ତରଖାନାରେ କିଛି ସମୟ ରୋଗୀଙ୍କ ଚିକିତ୍ସା ବନ୍ଦ କରାଯାଇଥିଲା।

ଅନ୍ୟପକ୍ଷରେ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ସାଙ୍ଗରେ ଡାକ୍ତରଖାନା ଯାଇଥିବା ଜଣେ ମହିଳାଙ୍କୁ ଡାକ୍ତର ମାଡ଼ ମାରିଥିବା ପାଲଟା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story