ପୁରୁଣା ତକିଆ ବ୍ୟବହାର କରୁଛନ୍ତି କି ? ସାବଧାନ! ଦେଖାଦେଇ ପାରେ ଏହି ସମସ୍ୟା

ରାତିରେ ମୁଣ୍ଡତଳେ ତକିଆ ଦେଇ ଶୋଇଲେ ଭଲ ନିଦ ହୋଇଥାଏ। ଏହା ଶରୀରର ଥକ୍କାପଣ ଦୂର କରିବା ବେକକୁ ଆରାମ ଦେଇଥାଏ। ଶୋଇବା ଛଡା ଏହା ଆମର ଦୁଃଖସୁଖର ସାଥୀ ମଧ୍ୟ ହୋଇଥାଏ। ଭାଇ ଭଉଣୀ ସହ ଝଗଡା ବେଳେ ତକିଆକୁ ଆମେ ଅସ୍ତ୍ର ଭାବେ ବ୍ୟବହାର କରିଥାଉ। ନିତିଦିନ ଏହାକୁ ଆମେ ବ୍ୟବହାର କରୁଥିବାରୁ ଏହାର ସଠିକ୍‌ ଯତ୍ନ ନିଆଯିବା ମଧ୍ୟ ଆବଶ୍ୟକ। ଦୀର୍ଘଦିନ ତକିଆ ବ୍ୟବହାର କଲେ ଓ ଏହାର ଯତ୍ନ ନନେଲେ ବିଭିନ୍ନ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 10:43 AM IST

Sports

Latest News

ରାତିରେ ମୁଣ୍ଡତଳେ ତକିଆ ଦେଇ ଶୋଇଲେ ଭଲ ନିଦ ହୋଇଥାଏ। ଏହା ଶରୀରର ଥକ୍କାପଣ ଦୂର କରିବା ବେକକୁ ଆରାମ ଦେଇଥାଏ। ଶୋଇବା ଛଡା ଏହା ଆମର ଦୁଃଖସୁଖର ସାଥୀ ମଧ୍ୟ ହୋଇଥାଏ। ଭାଇ ଭଉଣୀ ସହ ଝଗଡା ବେଳେ ତକିଆକୁ ଆମେ ଅସ୍ତ୍ର ଭାବେ ବ୍ୟବହାର କରିଥାଉ। ନିତିଦିନ ଏହାକୁ ଆମେ ବ୍ୟବହାର କରୁଥିବାରୁ ଏହାର ସଠିକ୍‌ ଯତ୍ନ ନିଆଯିବା ମଧ୍ୟ ଆବଶ୍ୟକ। ଦୀର୍ଘଦିନ ତକିଆ ବ୍ୟବହାର କଲେ ଓ ଏହାର ଯତ୍ନ ନନେଲେ ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ରହିଛି।

ଆଲର୍ଜି: ପୁରୁଣା ତକିଆ ଦିର୍ଘଦିନ ଧୂଳି କାରଣରୁ ଜୀବାଣୁ ସୃଷ୍ଟି ହୋଇଥାଏ। ଶୋଇବା ସମୟରେ ଏହା ଆପଣଙ୍କ ନାକ ମୁଁହ ଦେଇ ଶରୀର ମଧ୍ୟକୁ ପ୍ରବେଶ କରିଥାନ୍ତି। ଯାହା ଆଲର୍ଜି ଓ ଶ୍ୱାସ ସମ୍ବଦ୍ଧୀୟ ସମସ୍ୟା ସୃଷ୍ଟି କରିଥାନ୍ତି। ଏଥିପାଇଁ କିଛିଦିନ ଅନ୍ତରରେ ନୂଆ ତକିଆ ବ୍ୟବହାର କରନ୍ତୁ।

ବ୍ରଣ: ତକିଆ ବ୍ରଣ ସୃଷ୍ଟି କରିପାର ଏକ କାରଣ। ତକିଆରେ ଅଧିକ ପରିମାଣରେ ଧୂଳି, ମଇଳା ଓ ତେଲ ଜମି ରହିଲେ ଏପରି ସମସ୍ୟା ସୃଷ୍ଟି ହୋଇଥାଏ। ଯଦି ଏପରି ସମସ୍ୟା ଭୋଗୁଛନ୍ତି, ତୁରନ୍ତ ତକିଆ ଖୋଳ ସଫା କରିଦିଅନ୍ତୁ ଅଥବା ଏହାକୁ ସମ୍ପୂର୍ଣ୍ଣ ବଦାଳାଇ ଦିଅନ୍ତୁ।

ଗଳା ଦରଜ: ପୁରୁଣା ତକିଆରେ ଶୋଉଥିଲେ ଏହା ବେକକୁ  ସଠିକ ଭାବେ ଆରାମ ଦେଇ ନଥାଏ। ଏହି କାରଣରୁ ଶୋଇବା ସମୟରେ ଅସୁବିଧା ହେବା ସହ ବେକ ପିଠି ଦରଜ ହୋଇଥାଏ।ଗଳା ମଧ୍ୟ ଦରଜ ହୋଇଯାଏ। ସେଥିପାଇଁ ଶିଘ୍ର ପୁରୁଣା ତକିଆ ବଦଳାଇଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story