ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା: ଆଜି ହାଇକୋର୍ଟରେ ଶୁଣାଣି

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ହିସାବରେ ଅନିୟମିତତା ଅଭିଯୋଗ ମାମଲାରେ ହାଇକୋର୍ଟରେ ଆଜି ଶୁଣାଣି ହେବ। ଗଂଜାମ ଜିଲ୍ଲାପାଳଙ୍କ ମିସକେସ୍ ଉପରେ ଗତ ୨୭ ତାରିଖରେ ଚୂଡ଼ାନ୍ତ ଶୁଣାଣି ହେବାର ଥିଲା। ଏପରିକି ଜବାବ ଦାଖଲ ପାଇଁ ମୂଳ ଆବେଦନକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ହାଇକୋର୍ଟ ମାମଲାର ବିଚାର ପାଇଁ ଜୁଲାଇ ୩୧ତାରିଖକୁ ଧାର୍ଯ୍ୟ କରିଥିଲେ।  ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚ ହିସାବରେ ଅନିୟମିତତା ଅଭିଯୋଗକୁ ନେଇ ଆବେଦନକାରୀ ସୁବାସ ମହାପାତ୍ରଙ୍କ ପକ୍ଷରୁ ଦାୟର […]

cmo

cmo

Rakesh Mallick
  • Published: Monday, 31 July 2017
  • Updated: 31 July 2017, 07:34 AM IST

Sports

Latest News

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ହିସାବରେ ଅନିୟମିତତା ଅଭିଯୋଗ ମାମଲାରେ ହାଇକୋର୍ଟରେ ଆଜି ଶୁଣାଣି ହେବ। ଗଂଜାମ ଜିଲ୍ଲାପାଳଙ୍କ ମିସକେସ୍ ଉପରେ ଗତ ୨୭ ତାରିଖରେ ଚୂଡ଼ାନ୍ତ ଶୁଣାଣି ହେବାର ଥିଲା। ଏପରିକି ଜବାବ ଦାଖଲ ପାଇଁ ମୂଳ ଆବେଦନକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ହାଇକୋର୍ଟ ମାମଲାର ବିଚାର ପାଇଁ ଜୁଲାଇ ୩୧ତାରିଖକୁ ଧାର୍ଯ୍ୟ କରିଥିଲେ।  ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚ ହିସାବରେ ଅନିୟମିତତା ଅଭିଯୋଗକୁ ନେଇ ଆବେଦନକାରୀ ସୁବାସ ମହାପାତ୍ରଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ହାଇକୋର୍ଟ ଜୁଲାଇ ୧୮ ତାରିଖରେ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଥିଲେ। କିନ୍ତୁ ଗତ ୨୪ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀ ଏକ ମିସକେସ ଦାୟର କରିଥିଲେ। ଏଥିରେ ସେ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି ପାଇଁ ପ୍ରଦାନ  କରିଥିବା ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ନିବେଦନ କରିଥିଲେ।

ଜିଲ୍ଲାପାଳଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଆବେଦନକାରୀ ସଂପୃକ୍ତ ନିର୍ବାଚନ ମଣ୍ଡଳିର ଲୋକ ହୋଇ ନ ଥିବାରୁ ଏସବୁ ପଚାରି ପାରିବେନି। ସେହିପରି ନିର୍ବାଚନ ସରିବାର ୨ ବର୍ଷ ପରେ ଆବେଦନ ଗ୍ରହଣ ଯୋଗ୍ୟ ନୁହେଁ ବୋଲି  ଜିଲ୍ଲାପାଳ ଯୁକ୍ତି ବାଢିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story