ଇରାନୀୟ ସ୍ୱଚ୍ଛାସେବୀଙ୍କୁ ଦଣ୍ଡାଦେଶ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର: ଓଡ଼ିଶାର ରାୟଗଡ଼ାରେ ଜଣେ ଇରାନୀୟ ମହିଳା ସ୍ୱଚ୍ଛାସେବୀଙ୍କୁ ଜେଲ ଦଣ୍ଡାଦେଶ ପ୍ରସଙ୍ଗକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। କିଛିଦିନ ତଳେ ସ୍ୱେଚ୍ଛାସେବୀ ନର୍ଗେସ କେ. ଆସ୍ତରୀଙ୍କୁ ରାୟଗଡ଼ା ଏସଡିଜେଏମ୍‌ ବର୍ଷେ ଜେଲ ଦଣ୍ଡ ଓ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୪ ନଭେମ୍ୱରରେ ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ପ୍ରିଜନ୍‌ ଫାଉଣ୍ଡେସନ୍‌ର କର୍ମକର୍ତ୍ତାମାନେ କିଛି ଛୋଟ ପିଲାଙ୍କୁ ନେଇ ନାଗାବଳୀ ନଦୀ ନିକଟକୁ […]

raygada

raygada

Rakesh Mallick
  • Published: Friday, 30 December 2016
  • Updated: 30 December 2016, 04:42 PM IST

ଭୁବନେଶ୍ୱର: ଓଡ଼ିଶାର ରାୟଗଡ଼ାରେ ଜଣେ ଇରାନୀୟ ମହିଳା ସ୍ୱଚ୍ଛାସେବୀଙ୍କୁ ଜେଲ ଦଣ୍ଡାଦେଶ ପ୍ରସଙ୍ଗକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। କିଛିଦିନ ତଳେ ସ୍ୱେଚ୍ଛାସେବୀ ନର୍ଗେସ କେ. ଆସ୍ତରୀଙ୍କୁ ରାୟଗଡ଼ା ଏସଡିଜେଏମ୍‌ ବର୍ଷେ ଜେଲ ଦଣ୍ଡ ଓ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

୨୦୧୪ ନଭେମ୍ୱରରେ ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ପ୍ରିଜନ୍‌ ଫାଉଣ୍ଡେସନ୍‌ର କର୍ମକର୍ତ୍ତାମାନେ କିଛି ଛୋଟ ପିଲାଙ୍କୁ ନେଇ ନାଗାବଳୀ ନଦୀ ନିକଟକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ପିଲାମାନେ ଝୁଲା ପୋଲରେ ଯାଉଥିବା ବେଳେ ଅସୀମ ଜିଲାକିରା ନାମକ ଜଣେ ବାଳକ ନଦୀରେ ଖସିପଡ଼ିବା ଯୋଗୁଁ ତା’ର ମୃତ୍ୟୁ ଘଟିଥିଲା। ଏ ନେଇ ଅସୀମଙ୍କ ବାପା ପ୍ରିଜନ ଫାଉଣ୍ଡେସନ୍‌ର ମୁଖ୍ୟ ନାର୍ଗିସ କେ. ଆସ୍ତରୀ ଓ ସମ୍ପାଦକ ଜୁଏଲ ରାଜଗୁପ୍ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଏସ୍‌ଡିଜେମ୍‌ ନର୍ଗିସଙ୍କୁ ଦୋଷୀ କରିବା ସହ ଦଣ୍ଡାଦେଶ ଶୁଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story